Browsing Category

ବିଦେଶ

ଭାରତରେ ବ୍ରିଟେନର ନୂତନ ହାଇକମିଶନ ହେଲେ ଲିଣ୍ଡି କ୍ୟାମେରନ୍‌, ଏଲେକ୍ସ ଏଲିସଙ୍କ ସ୍ଥାନରେ ହେଲେ ନିଯୁକ୍ତ

ନୂଆଦିଲ୍ଲୀ: ବ୍ରିଟେନର ନୂତନ ହାଇକମିଶନ ଭାବରେ ଲିଣ୍ଡି କ୍ୟାମେରନ୍ ବର୍ତ୍ତମାନ ଭାରତରେ ନିଯୁକ୍ତ ହୋଇଛନ୍ତି । ଭାରତରେ ଏଲେକ୍ସ ଏଲିସଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି ଲିଣ୍ଡି କ୍ୟାମେରନ୍ । ଗୁରୁବାର ଭାରତ ସ୍ଥିତ…

ଭିଏତନାମର ରିଅଲ ଇଷ୍ଟେଟ୍ ଟାଇକୁନ୍ Truong My Lanଙ୍କୁ ମୃତ୍ୟୁ ଦଣ୍ଡାଦେଶ, ଠକେଇ ମାମଲାରେ ହୋଇଥିଲେ ଗିରଫ

ହାନୋଇ: ଭିଏତନାମର ସବୁଠାରୁ ବଡ଼ ଠକେଇ ମାମଲାରେ ରିଅଲ ଇଷ୍ଟେଟ୍ ଟାଇକୁନ୍ Truong My Lanଙ୍କୁ କୋର୍ଟ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି । ଗୁରୁବାର ଦକ୍ଷିଣ ଭିଏତନାମର Ho Chi Minh ସହରର ଏକ ଅଦାଲତ ତାଙ୍କୁ ଏହି ଦଣ୍ଡାଦେଶ…

୨ ଭାଗ ହୋଇଯିବ ପାକିସ୍ତାନ, ୧୯୭୧ ସମୟର ଘଟଣାର ପୁନରାବୃତ୍ତି ହେବ ବୋଲି କହିଲେ ଇମରାନ୍ ଖାନ୍‌

ଇସଲାମବାଦ:ପାକିସ୍ତାନ ଲାଗି ଏବେ ସମସ୍ୟା ପରେ ସମସ୍ୟା ବଢିଚାଲିଛି । ଏପରି ସ୍ଥିତି ହୋଇଛି ଯେଉଁଥିରୁ ମନେ ହେଉଛି ୧୯୭୧ରେ ପାକିସ୍ତାନରେ ଯାହା ଘଟିଥିଲା ତାହାର ପୁନରାବୃତ୍ତି ହେବ । ଏହି ସମୟରେ ଭାରତ ପାକିସ୍ତାନକୁ ୨…

ଇଦରେ ପାକିସ୍ତାନରେ ବଡ଼ଧରଣର ଦୁର୍ଘଟଣା: ତୀର୍ଥଯାତ୍ରୀଙ୍କ ବସ୍ ଓଲଟି ୧୭ ଜଣଙ୍କ ମୃତ୍ୟୁ

ଇସଲାମାବାଦ: ପାକିସ୍ତାନରୁ ଇଦରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବାଲୁଚିସ୍ତାନର ସୀମାବର୍ତ୍ତୀ ସହରରେ ତୀର୍ଥଯାତ୍ରୀବାହୀ ବସ୍ ଘାଟି ଖସିପଡିବାରୁ, ୧୭ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୩୮ ଜଣ ଆହତଙ୍କ…

ହାର୍ଭାର୍ଡ ବୈଜ୍ଞାନିକଙ୍କ ବଡ଼ ଖୁଲାସା: ଏଲିଅନଙ୍କ ଭ୍ରମଣ ଟେକ୍ନୋଲୋଜିକୁ ଯଦି ମାନବ ସଭ୍ୟତା ଉପଯୋଗ କରିପାରିବ ତେବେ ବିନା ବାଧାରେ ମହାକାଶ…

ନୂଆଦିଲ୍ଲୀ: ଆମ ପୃଥିବୀର ଆକାଶରେ ଅନଆଇଡେଣ୍ଟିଫାଏଡ୍ ଫ୍ଲାଇଙ୍ଗ ଅବଜେକ୍ଟ (ୟୁଏଫଓ) ଚିହ୍ନଟ ହୋଇଥିବା ନେଇ ଅନେକ ଥର ଚର୍ଚ୍ଚା ହୋଇଛି । ଏନେଇ ବୈଜ୍ଞାନିକମାନେ ମଧ୍ୟ ଭିନ୍ନ ଭିନ୍ନ ତଥ୍ୟ ପ୍ରଦାନ କରିଥାନ୍ତି । ତାହା…

ଏପ୍ରିଲ-ମେ’ ମାସରେ ଇସ୍ରାଏଲ ଯିବେ ୬ ହଜାର ଭାରତୀୟ ଶ୍ରମିକ 

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ-ମେ' ମାସରେ ଭାରତରୁ ପ୍ରାୟ ୬ ହଜାର ଶ୍ରମିକ ଇସ୍ରାଏଲ୍ ଯିବେ । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଅକ୍ଟୋବର ୨୦୨୩ରୁ ଗାଜା ଉପରେ ଇସ୍ରାଏଲ…

ବିଷାକ୍ତ ହ୍ୟାଣ୍ଡ ସାନିଟାଇଜରକୁ ନେଇ ଚେତାଇଲା FDA: ମିଥାନୋଲ ଥିବା ସାନିଟାଇଜରରେ ହୋଇପାରେ କୋମା ନଚେତ ଚାଲିଯାଇପାରେ ଦୃଷ୍ଟିଶକ୍ତି

ନୂଆଦିଲ୍ଲୀ: ଅନେକ ହ୍ୟାଣ୍ଡ ସାନିଟାଇଜର ବର୍ତ୍ତମାନ ଯାଞ୍ଚ ଭିତରେ ରହିଛି। ଏବଂ ଏହି ସାନିଟାଇଜରରେ ମିଥାନୋଲ ନାମକ ଏକ ଉପାଦାନ କାରଣରୁ ତାହା ଚର୍ମ ସମସ୍ୟା, ଦୃଷ୍ଟି ଶକ୍ତି ହରାଇବା ଏବଂ କୋମା ଭଳି ଆଶଙ୍କା ବଢାଇଥାଏ।…

ପାକିସ୍ତାନରେ ପୁଣି ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଗତ ଦିନରେ ପାକିସ୍ତାନରେ ଅନେକ ଆତଙ୍କବାଦୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା । ଏହା ମଧ୍ୟରେ ପୁଣି ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଉତ୍ତର-ପଶ୍ଚିମ ପାଖତୁନଖ୍ୱା ରାଜ୍ୟର ଉତ୍ତର…

ନୋବେଲ୍ ବିଜେତା ବୈଜ୍ଞାନିକ ପିଟର ହିଗ୍ସଙ୍କ ପରଲୋକ, ବ୍ରହ୍ମାଣ୍ଡ ସୃଷ୍ଟି ବିଷୟରେ କରିଥିଲେ ଖୁଲାସା

ନୂଆଦିଲ୍ଲୀ: ନୋବେଲ୍ ପୁରଷ୍କାର ପ୍ରାପ୍ତ ବୈଜ୍ଞାନିକ ପିଟର ହିଗ୍ସଙ୍କର ଦେହାନ୍ତ ହୋଇଛି । ସେ ୯୪ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହିଗ୍ସ ଗଡ ପାର୍ଟିକାଲର ଅନୁସନ୍ଧାନ ପାଇଁ ପରିଚିତ । ଗଡ ପାର୍ଟିକାଲର…

ଆୟରଲ୍ୟାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ହେଲେ ସାଇମନ୍ ହାରିସ୍‌, କନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ

ଡବଲିନ୍‌: ଆୟରଲ୍ୟାଣ୍ଡର ଶାସକ ଫାଇନ୍ ଗେଲ ଦଳ(Fine Gael Party) ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ସାଇମନ୍ ହାରିସଙ୍କୁ ଚୟନ କରିଛି । ମଙ୍ଗଳବାର ଆୟରଲ୍ୟାଣ୍ଡ ସଂସଦରେ ସାଇମନ୍ ହାରିସଙ୍କ ସମର୍ଥନରେ ମୋଟ୍ ୮୮ ଭୋଟ…