Browsing Category

ବିଦେଶ

ଗାଜାରେ ଇସ୍ରାଏଲ ପକ୍ଷରୁ ଜୋରଦାର ଆକ୍ରମଣ: ଅଲ-ଅଂସାର ମସଜିଦ ଉପରେ କଲା ଏୟାରଷ୍ଟ୍ରାଇକ୍

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ହାମାସ ଉପରେ ସବୁଠାରୁ ବଡ ଏୟାର ଷ୍ଟ୍ରାଇକ୍ କରିଛି, ଇସ୍ରାଏଲ ଅଲ-ଅଂସାର ମସଜିଦ ଉପରେ ବୋମା ପକାଇଛି। ଇସ୍ରାଏଲ କହିଛି ଯେ, ହାମାସ…

ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଓୱେସିଙ୍କ ପ୍ରତିକ୍ରିୟା; ‘୮୦ ବର୍ଷ ଧରି ପାଲେଷ୍ଟାଇନ ମାଟିରେ ରହିଛି ଇସ୍ରାଏଲ’

ହାଇଦ୍ରାବାଦ: (ଓଡ଼ିଶା ଭାସ୍କର) ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି ଇସ୍ରାଏଲ ଉପରେ ଆଣିଛନ୍ତି ଅଭିଯୋଗ । ଇସ୍ରାଏଲ ଗତ ୮୦ ବର୍ଷ ଧରି ପାଲେଷ୍ଟାଇନ୍ ଜମି ଦଖଲ କରି ଆସୁଛି ବୋଲି…

ରାଜସ୍ଥାନ ନିର୍ବାଚନ; ଉଭୟ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା

ଓଡ଼ିଶା ଭାସ୍କର: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲେ ଉଭୟ ବିଜେପି ଓ କଂଗ୍ରେସ । ରାଜସ୍ଥାନ ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ 33 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ । ସେହିପରି…

୪ ବର୍ଷ ନିର୍ବାସନରେ ରହିବା ପରେ ଆଜି ନିଜ ଦେଶକୁ ଫେରିବେ ନୱାଜ ସରିଫ , ପିଏମଏଲ୍‌-ଏନ୍ କରିବ ଐତିହାସିକ ସ୍ୱାଗତ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ୪ ବର୍ଷ ପରେ ଆଜି ନିଜ ଦେଶକୁ ଫେରିବେ । ଗତ ୪ ବର୍ଷ ଧରି ସେ ଲଣ୍ଡନରେ ରହୁଥିଲେ । ସର୍ବପ୍ରଥମେ ସେ ଇସଲାମବାଦ ଆସିବେ । ଏଠାରେ ୨ ଘଣ୍ଟା ରହିବା ପରେ ସେ…

ଭାରତ ସହ ତିକ୍ତତା ମଧ୍ୟରେ କାନାଡାର ବଡ଼ ନିଷ୍ପତ୍ତି: ମୁମ୍ବାଇରେ ଭିସା ଅଫିସ୍ କଲା ବନ୍ଦ

ନୂଆଦିଲ୍ଲୀ: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା ବିବାଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ କାନାଡା ପକ୍ଷରୁ ଆଉ ଏକ ନୂଆ ନିଷ୍ପତ୍ତି ନିଆଯାଇଛି । ମୁମ୍ବାଇରେ କାନାଡା ନିଜର ଭିସା ଏବଂ କାଉନ୍ସଲର…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆଉ ଏକ ଝଟକା, ଏହି ମାମଲାରେ ଲାଗିଲା ୫ ହଜାର ଆମେରିକୀୟ ଡଲାର ଜରିମାନା

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ପୂର୍ବର ଅନେକ ମାମଲାକୁ ନେଇ ସେ କୋର୍ଟର ଟାର୍ଗେଟରେ ଥିଲେ। ବର୍ତ୍ତମାନ ତାଙ୍କୁ ଅନ୍ୟ ଏକ ମାମଲାରେ କୋର୍ଟରୁ ବଡ ଝଟକା…

ଲୋକଙ୍କ ଜୀବନକୁ କଷ୍ଟକର କରୁଛି ଭାରତ: କାନାଡା ପ୍ରଧାନମନ୍ତ୍ରୀ

ଓଡ଼ିଶା ଭାସ୍କର: ଭାରତ ବିରୋଧରେ କଡା ବୟାନ ଦେଇଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଶୁକ୍ରବାର ଦିନ ସେ କହିଛନ୍ତି ଯେ ଭାରତର କାର୍ଯ୍ୟ ଉଭୟ ଦେଶର ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଅତ୍ୟନ୍ତ କଷ୍ଟକର କରୁଛି।…

AUS Vs PAK; ୩୦୫ ରନରେ ଅଲଆଉଟ୍ ହେଲେ ବାବର ସେନା, ୬୨ ରନରେ ଜିତିଲା ଅଷ୍ଟ୍ରେଲିଆ କଙ୍ଗାରୁ ଦଳ

ଓଡ଼ିଶା ଭାସ୍କର: ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ବାବର ସେନାକୁ ୬୨ ରନରେ ହରାଇଲା କଙ୍ଗାରୁ ଦଳ । ଅଷ୍ଟ୍ରେଲିଆ ଦ୍ବାରା ରଖାଯାଇଥିବା ୩୬୮ ରନ ଲକ୍ଷ୍ୟ ଜବାବରେ…

ସବୁଠାରୁ ରାଗ ଲଙ୍କା ଅମଳ କରି ସୃଷ୍ଟି କଲେ ବିଶ୍ୱ ରେକର୍ଡ, ଜାଣନ୍ତୁ କିଏ ସେହି ବ୍ୟକ୍ତି

ନୂଆଦିଲ୍ଲୀ: ଆମ ମଧ୍ୟରୁ ଅନେକ ମସଲାଯୁକ୍ତ ଖାଦ୍ୟକୁ ବହୁତ ପସନ୍ଦ କରନ୍ତି। କିନ୍ତୁ ଯଦି ଖାଦ୍ୟ ଦୁନିଆର ସବୁଠାରୁ ରାଗ ଲଙ୍କାରୁ ତିଆରି ହୁଏ? ତେବେ ଏହା ଖାଇବା ପରେ ଆପଣଙ୍କ ପାଟି ଏବଂ କାନରୁ ଧୂଆଁ ବାହାରିବା ଆରମ୍ଭ…

ଗାଜା ହସ୍ପିଟାଲରେ କଟିଗଲା ବିଜୁଳି, ମୋବାଇଲ ଟର୍ଚ୍ଚ ଲାଇଟ ସାହାଯ୍ୟରେ ଡାକ୍ତର କରୁଛନ୍ତି ଅପରେସନ

ଗାଜା: ଇସ୍ରାଏଲ୍-ହାମାସ୍ ଯୁଦ୍ଧ ମଧ୍ୟରେ ଗାଜାର ପରିସ୍ଥିତି 'ଭୟଙ୍କର' ହେବାରେ ଲାଗିଛି। ହସ୍ପିଟାଲ ଗୁଡିକ ବିପଦରେ ରହିଛି। ଅନେକ ବିଭାଗ ବିଦ୍ୟୁତ ବିନା କାମ କରୁଛନ୍ତି। ମୋବାଇଲ୍ ଫୋନ୍ ସାହାଯ୍ୟରେ ଡାକ୍ତରଙ୍କୁ…