Browsing Category
ବିଦେଶ
ମୃତ୍ୟୁ ପରେ ପୋଷ୍ଟ ଗ୍ରାଜୁଏଟ ହେବେ ଏହି ଭାରତୀୟ ଛାତ୍ରୀ: ଭଲ ଚାକିରୀ ପାଇଁ ଆମେରିକାରେ ପଢୁଥିଲେ ଛାତ୍ରୀ
ନୂଆଦିଲ୍ଲୀ : ଭାରତୀୟ ଛାତ୍ରୀ ଜାହ୍ନବି କଣ୍ଡୁଲାଙ୍କର ମୃତ୍ୟୁ ଆମେରିକାରେ ପୋଲିସ ଗାଡି ଧକ୍କାରେ ହୋଇଥିଲା । ତାଙ୍କର ସ୍ୱପ୍ନ ଥିଲା ସେ ପୋଷ୍ଟଗ୍ରାଜୁଏଟ ଡିଗ୍ରୀ ହାସଲ କରିବେ କିନ୍ତୁ ସେ ଜୀବତ ଅବସ୍ଥାରେ ଏହି ସ୍ୱପ୍ନ…
ଲିବିୟା ଦେଖିଲା ଶତାବ୍ଦୀର ଭୟଙ୍କର ବିନାଶକାରୀ ବନ୍ୟା, ମୃତ୍ୟୁସଂଖ୍ୟା ୨୦,୦୦୦ ଟପିଥିବା ବେଳେ ସମୁଦ୍ରରେ ଭାସୁଛି କୁଢ କୁଢ ଶବ
ନୂଆଦିଲ୍ଲୀ:ଲିବିୟାକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି ତୋଫାନ ଡାନିଏଲ କାରଣରୁ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ବନ୍ୟା । ଏହା ବିଶ୍ୱର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଉଛି । ଏହି ବିପର୍ଯ୍ୟୟରେ…
ଫ୍ରାନ୍ସର ରାଜଦୂତକୁ ବନ୍ଧକ ରଖିଲେ ନାଇଜର ସେନା: ରାଷ୍ଟ୍ରପତି କହିଲେ- ‘ଖାଇବା ପିଇବା ମଧ୍ୟ ବନ୍ଦ’
ନୂଆଦିଲ୍ଲୀ: ଫ୍ରାନ୍ସର ରାଷ୍ଟ୍ରଦୂତଙ୍କୁ ନାଇଜର ସେନା ଦ୍ୱାରା ବନ୍ଧକ ରଖାଯାଇଛି । ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନାଇଜରରେ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କୁ ବନ୍ଧକ ରଖାଯାଇଛି…
୨ ବର୍ଷର ବାଳକ ଗିଳିଦେଲା ୮ଟି ଛୁଞ୍ଚି: ସର୍ଜରୀ ପରେ ଡାକ୍ତର କହିଲେ ଭାଗ୍ୟଶାଳୀ ଶିଶୁ
ନୂଆଦିଲ୍ଲୀ: ଛୋଟ ପିଲାଙ୍କୁ ସମ୍ଭାଳିବା ବହୁତ କଷ୍ଟକର ବ୍ୟାପାର । ଅନେକ ସମୟରେ ଶିଶୁଙ୍କ ପାଇଁ ଅନେକ ବଡ଼ ବଡ଼ ସମସ୍ୟା ଉପୁଜିଥାଏ । ଏପରିକି ଜୀବନ ମଧ୍ୟ ଚାଲିଯାଇଥାଏ । ତେବେ ଏହା ମଧ୍ୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ…
କେଉଁଆଡେ ଗାଏବ ହୋଇଯାଇଛନ୍ତି ଏହି ଦେଶର ପ୍ରତିରକ୍ଷା ମନ୍ତ୍ରୀ, ସଭାରୁ ଟାଣି ଆଣି କାଢି ଦିଆଯାଇଥିଲା
ନୂଆଦିଲ୍ଲୀ:ପଡୋଶୀ ଦେଶ ଚୀନରେ ଏବେ କିଛି ଠିକ୍ ଠାକ୍ ଚାଲୁ ନାହିଁ । ଦେଶରେ ବେକାରୀ ସଂଖ୍ୟା ବଢୁଥିବା ବେଳେ ଆର୍ଥିକ ସଂକଟର ଆଶଙ୍କା ବି ବଢିଯାଇଛି । ଏହାରି ମଧ୍ୟରେ ପାକିସ୍ତାନର ରାଜନୀତି ବି ଉଠୁଛି ପଡୁଛି । ବିଦେଶ…
PM ମୋଦୀ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା: ସର୍ଭେରେ ମିଳିଲା ୭୬ ପ୍ରତିଶତ ରେଟିଂ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଦିନକୁ ଦିନ ବିଶ୍ୱସ୍ତରରେ ବଢ଼ିବାରେ ଲାଗିଛି । କୋଭିଡ-୧୯ ମହାକାରୀ ଭ୍ୟାକ୍ସିନେସନ, ଋଷ-ୟୁକ୍ରେନ ଯୁଦ୍ଧ, ଆତଙ୍କବାଦ ଆଦି ବିଭିନ୍ନ ପ୍ରସଙ୍ଗରେ ମୋଦୀ…
ଗୋଟିଏ ଦିନରେ ୭ ଜଣ ଅଲଗା ଅଲଗା ଯୁବତୀଙ୍କୁ କଲେ ବିବାହ, ଟାର୍ଗେଟ୍ ରହିଛି ଶହେ ସନ୍ତାନ
କାମ୍ପାଲା: ଉଗାଣ୍ଡାରେ ରହୁଥିବା ଜଣେ ବ୍ୟକ୍ତି ଗୋଟିଏ ଦିନରେ ୭ ଜଣ ଅଲଗା ଅଲଗା ଯୁବତୀଙ୍କୁ ବିବାହ କରିଛନ୍ତି । ଏହି ଯୁବତୀଙ୍କ ମଧ୍ୟରେ ଦୁଇଜଣ ଭଉଣୀ ବି ଅଛନ୍ତି । ଉଗାଣ୍ଡାର ପ୍ରସିଦ୍ଧ ପାରମ୍ପାରିକ ଚିକିତ୍ସକ ହବିବ…
ଉଡନ୍ତାଯାନ ମାୟାଜାଲରେ NASA, କାହିକିଁ ପୃଥିବୀ ପୃଷ୍ଠକୁ ଏଲିଏନ ପଠାନ୍ତି ଉଡନ୍ତାଯାନ
ନୂଆଦିଲ୍ଲୀ : ଉଡନ୍ତାଯାନ ମାୟାଜାଲରେ ଫଶିଛନ୍ତି ଆମେରିକାର ସ୍ପେସ ଏଜେନ୍ସି ନାସା । ନାସାର ବୈଜ୍ଞାନୀକମାନେ ଉଡନ୍ତା ଯାନକୁ ନେଇ ଯେଉଁ ରିପୋର୍ଟ ଦେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏହି ଉଡନ୍ତା…
୯ କୋଟିରେ ବିକ୍ରି ହେଲା ରାଜକୁମାରୀ ଡାଏନାଙ୍କ ‘ଲାଲ ସ୍ୱେଟର’ , ୪୨ ବର୍ଷ ତଳେ ପିନ୍ଧିଥିଲେ ଏକ ଖାସ୍ ଦିନରେ
ନୂଆଦିଲ୍ଲୀ : ବ୍ରିଟେନର ରାଜକୁମାରୀ ଡାଏନା ପିନ୍ଧିଥିବା ଏକ ସ୍ୱେଟର ନିଲାମ ହୋଇଛି । ଏହି ସ୍ୱେଟରରେ ଏକ କଳା ମେଣ୍ଢାର ଚିତ୍ର ରହିଥିବାରୁ ଏହାର ନାଁ ହେଉଛି "ବ୍ଲାକ ସିପ' ସ୍ୱେଟର । ଏହା ନ୍ୟୁୟର୍କ ସୋଥବିରେ ୧.୧…
ମଙ୍ଗଳ ଗ୍ରହରେ ତିଆରି ହେବ କି ଅମ୍ଳଜାନ? ଜାଣନ୍ତୁ ନାସା କେଉଁ ପ୍ରକାର ଆରମ୍ଭ କରିଛି ଗବେଷଣା
ନୂଆଦିଲ୍ଲୀ: ପୃଥିବୀ ଛାଡି ଅନ୍ୟ ଗ୍ରହରେ ବସବାସ କରିବାକୁ ମନୁଷ୍ୟ ସମସ୍ତ ପ୍ରୟାସ କରୁଛି। ଏଥିପାଇଁ ସେ ମଙ୍ଗଳ ଗ୍ରହରେ ଅମ୍ଳଜାନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ଖୋଜୁଛନ୍ତି। ଏହି ସ୍ପେସ୍ ରେ ଆମେରିକୀୟ…