Browsing Category

ବିଦେଶ

ଲିଭର କ୍ୟାନସରର କାରଣ ସାଜିପାରେ ସୋଡ଼ା ଓ ପ୍ୟାକେଡ୍ ଜୁସ୍: ୨୦ ବର୍ଷର ରିସର୍ଚ୍ଚ ପରେ ରିପୋର୍ଟ ବଢ଼ାଇଲା ଚିନ୍ତା

ନୂଆଦିଲ୍ଲୀ: ଅନେକ ଲୋକ ବିଭିନ୍ନ ପ୍ରକାରର ପାନୀୟ ବିଶେଷ କରି ମିଠା ପାନୀୟ ସେବନ କରିବାକୁ ଅଧିକ ପସନ୍ଦ କରିଥାନ୍ତି । ତେବେ ଏହି ମିଠା ପାନୀୟ ସେମାନଙ୍କ ପାଇଁ କାଳ ସାଜିପାରେ । ସୋଡ଼ା ଓ ପାକେଡ୍ ଜୁସ ଦୀର୍ଘଦିନ ଧରି…

ବଡ଼ ଖୁଲାସା! ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ପାକିସ୍ତାନକୁ ଧମକ ଦେଇଥିଲା ଆମେରିକା

ନୂଆଦିଲ୍ଲୀ: ଗତ ୫ ତାରିଖରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହୋଇଥିଲେ । ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପାକିସ୍ତାନର ଜିଲ୍ଲା ଓ ସେସନ୍ସ କୋର୍ଟ ଇମ୍ରାନଙ୍କୁ ୩ ବର୍ଷର…

ପାକିସ୍ତାନ ସଂସଦକୁ ଭଙ୍ଗକଲେ ରାଷ୍ଟ୍ରପତି: ଦେଶରେ ହେବ ନୂଆ ନିର୍ବାଚନ

ନୂଆଦିଲ୍ଲୀ: ପାକିସ୍ତାନ ସଂସଦକୁ ରାଷ୍ଟ୍ରପତି ଭଙ୍ଗ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ପରାମର୍ଶକ୍ରମେ ଗତ ବୁଧବାର ବିଳମ୍ବିତ ରାତ୍ରିରେ ଏହି ନିଷ୍ପତ୍ତି ନିଆଯାଇଛି । ଦେଶରେ ସୃଷ୍ଟି ହୋଇଥିବା…

ଜଲିଲ ଅବାଜ ଜିଲାନି ପାକିସ୍ତାନର ହେବେ ପ୍ରଧାନମନ୍ତ୍ରୀ, ଶାହବାଜ ସରିଫ ଆଜି ଦେଇପାରନ୍ତି ପଦରୁ ଇସ୍ତଫା

ଇସଲାମାବାଦ: ପାକିସ୍ତାନ ସଂସଦର ନିମ୍ନ ଗୃହର ପାଞ୍ଚ ବର୍ଷର କାର୍ଯ୍ୟକାଳ ଅଗଷ୍ଟ ୧୨ ରେ ଶେଷ ହେବ। ଆର୍ଆଇ ନ୍ୟୁଜ୍, ଦୈନିକ ପାକିସ୍ତାନ ଏବଂ ପାକିସ୍ତାନ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଅନୁଯାୟୀ, ଶେହବାଜ ସରିଫଙ୍କ ଇସ୍ତଫା…

(Video) ପରମାଣୁ ମାଡ଼ରେ ଚାଲିଗଲା ୮୦ ହଜାରରୁ ଅଧିକ ଜୀବନ: ଆଜି ବି ମନେ ପଡ଼େ ଇତିହାସର କଳା ଅଧ୍ୟାୟ

୧୯୪୫ ମସିହା ଅଗଷ୍ଟ -୯ ତାରିଖ ଆଜିର ଦିନରେ ଫ୍ୟାଟ୍ ମ୍ୟାନ୍ ନାମକ ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଥିଲା ଜାପାନର ନାଗାସାକି ସହରରେ । ଇତିହାସ ପୃଷ୍ଠାରେ ମଧ୍ୟ ଏହି ଦିନଟି କଳା ଅକ୍ଷରରେ ନାଗାସାକି ଦିବସ ଭାବେ…

ମୁମ୍ବାଇରୁ ମିଳିଲା UKର ନୂଆ ଭୟଙ୍କର ଭାରିଆଣ୍ଟ: ସଂକ୍ରମଣକୁ ନେଇ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ: କିଛି ମାସ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କରୋନାକୁ ବିଶ୍ୱ ମହାମାରୀ ତାଲିକାରୁ ହଟାଇ ଦିଆଯାଇଥିଲା । ମାତ୍ର ଏବେ ପୁଣି ଥରେ ସ୍ଥିତି ବଦଳିବାକୁ ଯାଉଛନ୍ତି । ଆମେରିକା ଓ ବ୍ରିଟେନରେ…

୪୫ ହଜାର ପୂର୍ବେ ମହିଳା କିପରି ଦେଖାଯାଉଥିଲେ: ଟେକନିକ ମାଧ୍ୟମରେ ବୈଜ୍ଞାନିକମାନେ ପ୍ରସ୍ତୁତ କଲେ ନୂଆ ଚେହେରା

ନୂଆଦିଲ୍ଲୀ: ୧୯୫୦ ମସିହାରେ ଚେକ ଗଣରାଜ୍ୟର ଗୋଟିଏ ଗୁମ୍ଫାରୁ ଏକ ସମାଧି ଠାବ କରାଯାଇଥିଲା । ସେଠାରୁ ଶରୀରରୁ ଅଲଗା ହୋଇଥିବା ଜଣେ ମହିଳାଙ୍କର ଖପୁରୀ ମିଳିଥିଲା । ତାହାକୁ ପରେ ଜେନେଟିକାଲି ସିକୁଏନ୍ସ ହିସାବରେ ତାହା…

ଦୀର୍ଘ ୨୪ ବର୍ଷର ଗବେଷଣା ତଥ୍ୟ: ଦିନକୁ ଅଳ୍ପ ମଦ ସେବନ କଲେ ମଧ୍ୟ ହାର୍ଟ ଆଟାକ, କିଡନୀ ରୋଗ ହୋଇପାରେ

ନୂଆଦିଲ୍ଲୀ: ମଦ୍ୟ ପାନ ଆମ ଶରୀର ପାଇଁ କ୍ଷତିକାରକ ବୋଲି ଆମେ ସମସ୍ତେ ଜାଣିଛେ । ତେବେ ଏହାପରେ ବି ଅନେକ ଲୋକ ଏହି କୁଅଭ୍ୟାସରେ ଲିପ୍ତ ରହି ଅକାଳରେ ଜୀବନ ହରାଉଛନ୍ତି । ତେବେ ମଦକୁ ନେଇ ଆମ ମନରେ ଅନେକ ଭୁଲ୍ ଧାରଣା…

What Is Disease X? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭବିଷ୍ୟବାଣୀ କ’ଣ ଥିଲା, ବୈଜ୍ଞାନିକମାନେ ଏହି ଅଜଣା ରୋଗକୁ ନେଇ ଏତେ ଚିନ୍ତିତ କାହିଁକି

ନୂଆଦିଲ୍ଲୀ: କୋଭିଡ-୧୯ ପୂର୍ବରୁ ଡିଜିଜ-ଏକ୍ସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ପାଖାପାଖି ତିନିବର୍ଷ ଧରି କରୋନା ସାରା ବିଶ୍ୱରେ ତାଣ୍ଡବ ରଚିଥିଲା । ତେବେ ଗତବର୍ଷ ଶେଷ ଆଡ଼କୁ କିଛି…

ଆମେରିକୀୟ ନିର୍ଦ୍ଦେଶକ ୱିଲିୟମ ଫ୍ରିଡକିନଙ୍କ ପରଲୋକ, ୮୭ ବର୍ଷରେ ବୁଜିଲେ ଆଖି

ନୂଆଦିଲ୍ଲୀ: 'ଦି ଏକ୍ସୋର୍ସିଷ୍ଟ' ଏବଂ 'ଫ୍ରେଞ୍ଚ କନେକ୍ସନ୍'ର ଆମେରିକୀୟ ନିର୍ଦ୍ଦେଶକ ୱିଲିୟମ୍ ଫ୍ରିଡକିନଙ୍କ ସୋମବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ମୃତ୍ୟ ସମୟରେ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ହଲିଉଡ୍…