Browsing Category

ବିଦେଶ

G-20 Summitରେ 3-F ଫର୍ମୁଲାକୁ ମୋଦୀଙ୍କ ଗୁରୁତ୍ୱ: ଜାଣନ୍ତୁ ‘3F’ରେ କେଉଁ ଜିନିଷକୁ ସ୍ଥାନ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀରେ ଭାରତ ସମେତ ବିଭିନ୍ନ ଦେଶର ବିକାଶକୁ ନେଇ ଆଲୋଚନା ଜାରି ରହିଛି । ବର୍ତ୍ତମାନ ଦ୍ୱିତୀୟ ସେଶନରେ 'ୱାନ ଫ୍ୟାମିଲି'କୁ ନେଇ ଆଲୋଚନା ହେଉଥିବା ବେଳେ ବିଭିନ୍ନ କ୍ଷେତ୍ର ଏବଂ ବିଭିନ୍ନ…

G-20 ସମ୍ମିଳନୀରେ ଭାରତର ବଡ଼ ସଫଳତା: ‘ନୂଆଦିଲ୍ଲୀ ଲିଡର୍ସ ଘୋଷଣାପତ୍ର’କୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଆଜିଠାରୁ ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଥିବା ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀରେ ଭାରତକୁ ଏକ ବଡ଼ ସଫଳତା ମିଳିଛି । ‘ନୂଆଦିଲ୍ଲୀ ଲିଡର୍ସ ଘୋଷଣାପତ୍ର’କୁ ମଞ୍ଜୁରୀ ମିଳିଛି । ସମସ୍ତଙ୍କର କଠିନ ପରିଶ୍ରମ ଓ…

ଏସିଆ କପ ପରେ ଦ୍ୱିତୀୟ ଥର ବିବାହ କରିବେ ଶାହୀନ ଆଫ୍ରିଦି! ପଢନ୍ତୁ ପୂରା ଖବର

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ ପରେ ପାକିସ୍ତାନର ବୋଲର ଶାହୀନ୍ ଆଫ୍ରିଦି ପୁଣି ଥରେ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି। ଶାହୀନ୍ ପାକିସ୍ତାନର ପୂର୍ବତନ କ୍ରିକେଟ୍ ଦଳର ଅଧିନାୟକ ସହିଦ ଆଫ୍ରିଦିଙ୍କ ଝିଅ ଅନଶାଙ୍କୁ…

ଗୋଟେ ପଟେ ଜି୨୦ ଜରିଆରେ ବିଶ୍ୱ ଦେଖୁଛି ଭାରତର ଶକ୍ତି, ଅନ୍ୟପଟେ ପାକିସ୍ତାନରେ ବଢୁଛି ଭାରତ ସହ ସାମିଲ ହେବାକୁ ଦାବୀ

ନୂଆଦିଲ୍ଲୀ:ପାକିସ୍ତାନ ସହ ଆଉ ରହିବାକୁ ଚାହୁଁ ନାହାନ୍ତି ଗିଲଗିଟ୍ ବାଲଟିସ୍ତାନର ଜନତା । ସେମାନଙ୍କ ଅଭିଯୋଗ ପାକିସ୍ତାନ ସେମାନଙ୍କ ଜୀବନକୁ ନର୍କରେ ପରିଣତ କରିଦେଇଛି । ସେମାନଙ୍କ ପାଖରେ ରୋଜଗାରର କୌଣସି ମାଧ୍ୟମ…

Apple କମ୍ପାନୀର କ୍ଷତି ଘଟାଇଲା ଚୀନ୍, ଦେଖୁ ଦେଖୁ ଉଡ଼ିଗଲା ୨୦ ହଜାର କୋଟି ଡଲାର

ନୂଆଦିଲ୍ଲୀ: ଆଇଫୋନ୍ ନିର୍ମାତା ଆପଲ୍, ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଚୀନ୍ ଦ୍ୱାରା ଆପଲ୍ କୁ ଏହି ଝଟକା ଦିଆଯାଇଛି, ଯାହାର ନିଷ୍ପତ୍ତି ହେତୁ ଆପଲ୍ ମୂଲ୍ୟରେ ବହୁତ ହ୍ରାସ ଘଟିଛି। ସମ୍ପ୍ରତି ଏହା ଘଟିଛି ଯେ,…

ଜି-୨୦ ସମ୍ମିଳନୀରେ ଭାରତର ତ୍ରୁଟି ଦେଖାଇଲେ ପାଶ୍ଚାତ୍ୟ ଗଣମାଧ୍ୟମ, ଆମେରିକାକୁ ଆଇନା ଦେଖାଇଲା ଋଷ

ନୂଆଦିଲ୍ଲୀ: ଶନିବାର ସମଗ୍ର ବିଶ୍ୱର ନଜର ଭାରତ ଉପରେ ରହିଛି, କାରଣ ପ୍ରଥମ ଥର ପାଇଁ ଭାରତ ଦୁନିଆର ସବୁଠୁ ବଡ଼ ଅର୍ଥିକ ସଂଗଠନ ଜି-୨୦ ଦେଶ ମାନଙ୍କର ବୈଠକ ଆୟୋଜିତ କରୁଛି । ସେପ୍ଟେମ୍ବର ୯-୧୦ରେ ଆୟୋଜିତ ହେଉଥିବା ଏହି…

୬୩୨ରେ ପହଞ୍ଚିଲାଣି ମୃତ୍ୟୁସଂଖ୍ୟା, ଜାତିସଂଘ କହିଲା ବିଗତ ଏକ ଶତାବ୍ଦୀ ମଧ୍ୟରେ ଏହା ଥିଲା ଆଫ୍ରିକାରେ ସବୁଠାରୁ ବଡ ଭୂକମ୍ପ

ନୂଆଦିଲ୍ଲୀ: ମରକ୍କୋରେ ଶୁକ୍ରବାର ରାତିରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୬୩୨ରେ ପହଞ୍ଚିଲାଣି । ଏହା ସହିତ ୩୨୯ ଜଣ ଆହତ ହୋଇଥିବା ବେଳେ ୫୦ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଏଠାରେ ସୂଚାଇ…

ଚୀନ୍‌କୁ ଏକଘରିଆ କରିବାକୁ ପ୍ରସ୍ତୁତି! ଭାରତ, ଆମେରିକା, ସାଉଦୀ ଆରବ ଏବଂ ୟୁରୋପ ମଧ୍ୟରେ ହେବ ବଡ଼ ଚୁକ୍ତି

ନୂଆଦିଲ୍ଲୀ: ଭାରତ, ସାଉଦୀ ଆରବ, ୟୁଏଇ ଏବଂ ୟୁରୋପ ମିଶିକରି ରେଳ ଏବଂ ଜାହାଜ କରିଡର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ଦେଶ ଗୁଡ଼ିକ ଶନିବାର ଜି-୨୦ ସମ୍ମିଳନୀ ସମୟରେ ବାଣିଜ୍ୟ, ଏନର୍ଜୀ ଏବଂ ଡିଜିଟାଲ…

ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ଥରିଲା ମରକ୍କୋ, ଏପର୍ଯ୍ୟନ୍ତ ୨୯୬ ମୃତ

ରବାତ: ମରକ୍କୋରେ ଶୁକ୍ରବାର ରାତିରେ ଖୁବ୍ ଜୋରରେ ଭୂମିକମ୍ପ ଆସିବାରେ ୨୯୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏଠାରେ ୬.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଆସିଛି । ସଂଯୁକ୍ତ ରାଜ୍ୟ ଭୂ-ବୈଜ୍ଞାନିକ…

(Video) ପାକିସ୍ତାନର ହିନ୍ଦୁମାନେ ଏପରି ପାଳନ କଲେ ଜନ୍ମାଷ୍ଟମୀ, ଦେଖନ୍ତୁ କିପରି ଥିଲା ମନ୍ଦିରର ଦୃଶ୍ୟ

ଇସଲାମାବାଦ: ପାକିସ୍ତାନର ହିନ୍ଦୁ ପ୍ରାଧାନ୍ୟ ଅଞ୍ଚଳରେ କୃଷ୍ଣ ଜନମାଷ୍ଟମୀଙ୍କୁ ବହୁ ଉତ୍ସାହିତ ସହ ପାଳନ କରାଯାଇଥିଲା। ଏଠାରେ ଏହି ପର୍ବ ୬ ଏବଂ ୭ ସେପ୍ଟେମ୍ବରରେ ପାଳନ କରାଯାଇଥିଲା। ହିନ୍ଦୁ ମନ୍ଦିରଗୁଡ଼ିକରେ…