Browsing Category

ବିଦେଶ

ବାୟୁ ପ୍ରଦୂଷଣ ମଣିଷକୁ ନଷ୍ଟ କରିଦେବ: ଖରାପ ବାୟୁରେ ରହିଛି ବିଷାକ୍ତ କଣିକା, ଡିପେସନ-ସ୍ମରଣଶକ୍ତି ହ୍ରାସ- ଗମ୍ଭୀର ବୀମାରୀ ବଢ଼ିବ, ଅଧ୍ୟୟନରୁ…

ନୂଆଦିଲ୍ଲୀ: ଦିନକୁ ଦିନ ଲୋକଙ୍କର ଖାଦ୍ୟପେୟ, ଜୀବନଧାରଣର ଶୈଳୀରେ ପରିବର୍ତ୍ତନ ହେବାରେ ଲାଗିଛି । ଫଳରେ ଏବେ ସାରା ବିଶ୍ୱରେ ନୂଆ ନୂଆ ରୋଗ ଦେଖିବାକୁ ମିଳୁଛି । ଦିନକୁ ସାରା ବିଶ୍ୱ ସତେ ଯେମିତି ଧ୍ୱଂସମୁହାଁ ହେବାରେ…

ତୁର୍କୀରୁ ଆସିଲା ବଡ଼ ଅପଡେଟ୍: ପୁଣି ଲାଗିଲା ଭୂକମ୍ପ ଝଟକା, ଭାରତର ଅନେକ ସ୍ଥାନ କ୍ଷତିଗ୍ରସ୍ତ

ନୂଆଦିଲ୍ଲୀ: ତୁର୍କୀ-ସିରିଆରେ ଦେଖାଦେଇଥିବା ଭୟଙ୍କର ଭୂକମ୍ପରେ ଏହା ମଧ୍ୟରେ ମୃତ୍ୟୁସଂଖ୍ୟା ୩୬ ହଜାର ଟପିଗଲାଣି । ଏଥିସହିତ ହଜାର ହଜାର ଲୋକ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ହଜାର ହଜାର ଘରଦ୍ୱାରା ଭାଙ୍ଗି…

LTTE ମୁଖ୍ୟ ପ୍ରଭାକରନ୍ ଜୀବିତ ଅଛନ୍ତି ଓ ସୁସ୍ଥ ଅଛନ୍ତି: ଖୁବଶୀଘ୍ର ଦୁନିଆ ସାମ୍ନାକୁ ଆସିବେ, ବଡ଼ ଖୁଲାସା

ନୂଆଦିଲ୍ଲୀ: ଲିବରେସନ ଟାଇଗର୍ସ ଅଫ୍ ତାମିଲ ଇଲମ୍ (ଏଲଟିଟିଇ)ର ପ୍ରତିଷ୍ଠାତା ଭେଲୁପିଲ୍ଲାଇ ପ୍ରଭାକରନ ଏକାଦା ସାରା ବିଶ୍ୱରେ ଜଣେ ଭୟଙ୍କର ଆତଙ୍କବାଦୀ ଭାବେ ପରିଚିତ ଥିଲେ । ଗତ ୨୦୦୯ ମସିହା ମାର୍ଚ୍ଚ ମାସ ୨୧…

କ୍ଷୀର ଲିଟର ୨୧୦ ଟଙ୍କା, ମାଂସ କେଜି ୯୦୦, ପାକିସ୍ତାନରେ ଐତିହାସିକ ରେକର୍ଡ ଭାଙ୍ଗିଲା ଦରଦାମ

ଇସଲାମାବାଦ: ପାକିସ୍ତାନର ମୁଦ୍ରାସ୍ଫୀତି ଏକ ନୂତନ ରେକର୍ଡ ସୃଷ୍ଟି କରି ୧୯୭୫ ପରଠାରୁ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ଏକ ବଡ ଝଟକା ଦେଇଛି। ଚିନ୍ତାର…

ଆମେରିକାରେ ପୁଣି ଉଡ଼ିଲା ଅଜଣା ବସ୍ତୁ: ଏପରି କହିଲେ ଏଲନ ମସ୍କ

ନ୍ୟୁୟର୍କ: ଆମେରିକା ବାୟୁ କ୍ଷେତ୍ରରେ ଏକ ଅଜଣା ବସ୍ତୁ ଉଡ଼ିଥିବାର ନଜର ଆସିଛି । ସେଠାରେ ସରକାର ଏବଂ ବାୟୁସେନା ଏନେଇ ଆଲର୍ଟ ମୋଡରେ ଅଛନ୍ତି । ଗତକାଲି ଏପରି ଅନ୍ୟ ଏକ ବସ୍ତୁ ଦେଖିବାକୁ ମିଳିଛି । ତେବେ ଏହାକୁ ନ…

ତୁର୍କୀ ଭୂକମ୍ପରେ ଆବର୍ଜନା ତଳେ ପୋତି ହୋଇଥିବା ଛାତ୍ରଙ୍କ ଜୀବନ ବଞ୍ଚାଇଲା Whatsapp, ଅସୁଵିଧା ସମୟରେ ଆପଣ ମଧ୍ୟ କରିପାରିବେ ବ୍ୟବହାର

ନୂଆଦିଲ୍ଲୀ: ଆମେ ମୁଖ୍ୟତଃ ଯୋଗାଯୋଗ ପାଇଁ ହ୍ୱାଟ୍ସଆପ୍ ବ୍ୟବହାର କରିଥାଉ। ବର୍ତ୍ତମାନ ହ୍ୱାଟ୍ସଆପ୍ ଯୋଗୁଁ ଜଣେ ଛାତ୍ରଙ୍କ ଜୀବନ ବଞ୍ଚାଇବା ମାମଲା ସାମ୍ନାକୁ ଆସିଛି। ନିକଟରେ ତୁର୍କୀରେ ହୋଇଥିବା ଭୂକମ୍ପରେ ହଜାର…

ଚୀନ୍ ଜଳରେ ଦେଖାଗଲା ଅଜ୍ଞାତ ବସ୍ତୁ, ଗୁଳି କରି ଖସାଇବାକୁ ହେଉଛି ପ୍ରସ୍ତୁତ: ରିପୋର୍ଟ

ନୂଆଦିଲ୍ଲୀ: ଚୀନ୍‌ର କିଙ୍ଗ୍‌ଦାଔ ନିକଟରେ ଜଳ ଉପରେ ଏକ ଅଜ୍ଞାତ ବସ୍ତୁ ଉଡ଼ିଥିବାର ଚୀନ୍ ଦେଖିଛି । ଏବେ ଅଧିକାରୀମାନେ ଏହାକୁ ଗୁଳିକରି ଖସାଇବାକୁ ପ୍ରସ୍ତୁତ ହେଉଛନ୍ତି । ଦି ପେପର୍ ଏହି ରିପୋର୍ଟ କରିଛି ।…

ବିନାଶକାରୀ ଭୂକମ୍ପ ପରେ ତୁର୍କୀରେ ହଜାର ଲୋକେ ଛାଡିଲେ ବାସସ୍ଥାନ, ଏୟାର ଲାଇନ୍ସ ଦେଉଛନ୍ତି ଫ୍ରୀ ଟିକେଟ

ନୂଆଦିଲ୍ଲୀ: ତୁର୍କୀରେ ଆସିଥିବା ବିନାଶକାରୀ ଭୁକମ୍ପ ପରେ ସେଠାରେ ଲୋକେ ବାସସ୍ଥାନ ଛାଡ଼ି ପଳାୟନ କରୁଛନ୍ତି । ହଜାର ହଜାର ଲୋକେ ପ୍ରଭାବିତ ଅଂଚଳକୁ ଛାଡ଼ି ପଳାୟନ କରୁଛନ୍ତି । ଏହି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ…

WhatsAppର ନୂଆ ଫିଚର: ଆପଣ କଥା କହିବେ, କଣ୍ଠସ୍ୱରକୁ ଲେଖାରେ ପରିବର୍ତ୍ତନ କରିଦେବ App

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ହ୍ୱାଟସଆପ ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର । ଖୁବଶୀଘ୍ର ହ୍ୱାଟସଆପ ୟୁଜର୍ସକୁ ଏକ ଶାନଦାର ଫିଚର ଉପହାର ଦେବାକୁ ଯାଉଛି କମ୍ପାନୀ । ସାଧାରଣ ଭାବେ ୟୁଜର୍ସ ହ୍ୱାଟସଆପରେ…

ତୁର୍କୀ ଭୂକମ୍ପ: ତୁର୍କୀର କ୍ଷତ ଉପରେ ଲୁଣ ଛିଟିକା, ଅନେକ ସହରରେ ଭୂକମ୍ପ ପୀଡିତଙ୍କଠାରୁ ଲୁଟ୍ ଏବଂ ଠକାମି ଅଭିଯୋଗ, ୪୮ ଗିରଫ

ନୂଆଦିଲ୍ଲୀ: ପ୍ରଳୟକାରୀ ଭୁକମ୍ପରେ ଛାରକାର ହୋଇଯାଇଥିବା ତୁର୍କିରୁ ଆସିଛି ନିନ୍ଦନୀୟ ଖବର। ଭୁମୁକମ୍ପରେ ପିଡ଼ିତ ଅନେକ ସହରରେ ଲୋକଙ୍କୁ ନିଜ ଲୋକେ ଏବେ ଲୁଟ୍‌, ଠକାମି କରିଥିବା ଖବର ଆସିଛି। ନକଲି କଲ୍ କରି ଭୂକମ୍ପରେ…