Browsing Category

ବିଦେଶ

World Laughter Day 2025: ମାତ୍ର 60 ମିନିଟ୍ ହସିବା ଦ୍ଵାରା ବର୍ନ ହୁଏ 400 କ୍ୟାଲୋରୀ

ନୂଆଦିଲ୍ଲୀ: ପ୍ରତିବର୍ଷ ମେ ମାସର ପ୍ରଥମ ରବିବାରରେ ବିଶ୍ୱ ହାସ୍ୟ ଦିବସ ପାଳନ କରାଯାଏ । ଏଥର ମେ ମାସର ପ୍ରଥମ ରବିବାର ୪ ତାରିଖରେ ପଡୁଛି, ତେଣୁ ଏହି ବିଶେଷ ଦିନଟି ଆଜି ସାରା ବିଶ୍ୱରେ ପାଳନ କରାଯାଉଛି । ବିଶ୍ୱ…

Breaking: ମୋଦିଙ୍କ ବାସ ଭବନରେ ବଡ଼ ବୈଠକ, ଯୁଦ୍ଧ ପାଇଁ ଶେଷ ପର୍ଯ୍ୟାୟ ରଣନୀତି ବୈଠକ!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାୟୁସେନା ମୁଖ୍ୟ ମାର୍ସଲ୍ ଅମର ପ୍ରୀତ ସିଂଙ୍କୁ ଭେଟିଛନ୍ତି । ଦୁହିଁଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ସୂଚନା ମିଳିଛି । ଗତକାଲି ନୌସେନା ମୁଖ୍ୟ ଦିନେଶ କେ.…

ଅଜଣା ଲୋକଙ୍କୁ ନିଜ ବେଡ଼ରେ ଶୁଆଇ ମୋଟା ଅର୍ଥ ରୋଜଗାର କରୁଛି ଏହି ମହିଳା, ଜାଣନ୍ତୁ କେତେ ନେଉଛି ଚାର୍ଜ

କ୍ୱିନ୍ସଲ୍ୟାଣ୍ଡ, ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆର ଜଣେ 38 ବର୍ଷୀୟ ମହିଳା ମୋନିକ ଜେରେମିଆ ଏକ ଅଜଣା ଢଙ୍ଗରେ ଅର୍ଥ ରୋଜଗାର କରି ଚର୍ଚ୍ଚାରେ ରହିଛନ୍ତି। ସେ ନିଜ ବେଡ଼ର ଅଧା ଅଂଶ ଅଜଣା ଲୋକଙ୍କୁ ଭଡ଼ାରେ ଦେଇ ମାସକୁ…

ପୁଣି ପାକିସ୍ତାନ ଉପରେ ଡିଜିଟାଲ୍ ଷ୍ଟ୍ରାଇକ୍, ଏଥର ଇମ୍ରାନ୍, ବିଲାୱଲଙ୍କ ପାଳି

ନୂଆଦିଲ୍ଲୀ: ପାକିସ୍ତାନ, ଭାରତ ମଧ୍ୟରେ ଲାଗିଥିବା ବିବାଦ ପରେ; ଦୁଇ ଦେଶର ଆମଦାନୀ ଓ ରପ୍ତାନୀ ବନ୍ଦ କରିଛି ଭାରତ । ଏଭିତରେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ନେତା ବସିଲାୱଲ ଭୁଟୋଙ୍କ…

Breaking: ଭୟରେ ଥରିଲେଣି ଶେହବାଜ୍, ଛାନିଆ ହୋଇ ଡାକିଲେ ସ୍ୱତନ୍ତ୍ର ଅଧିବେଶନ

କରାଚୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଲା ପାକିସ୍ତାନ । ଆସନ୍ତା କାଲି ସନ୍ଧ୍ୟା ୫ଟାରେ ବସିବ ଅଧିବେଶନ । ଲଗାତର ୧୦ ଦିନ ଧରି ଏଲଓସିରେ ଅସ୍ତ୍ର ବିରତି ଉଲ୍ଲଘଂନ କରିଚାଲିଛଇ ପାକିସ୍ତାନ ସେନା । ଯାହାର କଡ଼ା…

Google CEO ସୁନ୍ଦର ପିଚାଇଙ୍କ ଦରମାରେ ବଡ଼ ହ୍ରାସ, ସୁରକ୍ଷାରେ ଖର୍ଚ୍ଚ କରିଛନ୍ତି ସବୁଠୁ ଅଧିକ

ୱାଶିଂଟନ୍ : ବିଶ୍ୱର ପ୍ରମୁଖ ଟେକ୍ କମ୍ପାନୀ ଗୁଗୁଲର ମୂଳ କମ୍ପାନୀ ଆଲଫାବେଟ୍, ସିଇଓ ସୁନ୍ଦର ପିଚାଇଙ୍କ 2024 ମସିହାର ବାର୍ଷିକ ଆୟ ପ୍ରକାଶ କରିଛି। ଗୋଟିଏ ପଟେ ତାଙ୍କ ମୋଟ ଆୟରେ ଏକ ବଡ଼ ହ୍ରାସ ଘଟିଛି, ଅନ୍ୟପଟେ…

ହୋଟେଲ-ମଦରସା ବନ୍ଦ, ଲାଉଡସ୍ପିକରରେ ଅଜାନ ବନ୍ଦ… ପାକିସ୍ତାନକୁ PoK ହରାଇବାର ଭୟ, କଲା କଡ଼ା ନାକାବନ୍ଦୀ

ଶ୍ରୀନଗର/ଇସଲାମାବାଦ: ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଅତ୍ୟନ୍ତ ବୃଦ୍ଧି ପାଇଛି। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ…

ଏବେ ବି ସୀମାରେ ରହିଛି ୧୯୭୧ ଯୁଦ୍ଧ ସମୟର ବଙ୍କର, ଜାଣନ୍ତୁ କାହିଁକି…

ଶ୍ରୀନଗର,୩ା୫: ଜମ୍ମୁ ଓ କାଶ୍ମୀରର ପହଲଗାମରେ ସମ୍ପ୍ରତି ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ ଏବେ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳରେ ସ୍ପଷ୍ଟ ଭାବରେ…

ଭାରତକୁ ପାକିସ୍ତାନର ଧମକ: ସିନ୍ଧୁ ନଦୀରେ ବନ୍ଧ ବାନ୍ଧିଲେ ଆମେ ଆକ୍ରମଣ କରିବୁ

ନୂଆଦିଲ୍ଲୀ/ଇସଲାମାବାଦ୍,୩ା୫: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚିଛି । ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ଏବଂ ପର୍ଯ୍ୟଟକଙ୍କ ଉପରେ…

(Video) ପାକିସ୍ତାନୀ ସେନା ମୁଖ୍ୟ ମୁନୀର କରିଛନ୍ତି କି ପହଲଗାମ ଆକ୍ରମଣ? ପାକିସ୍ତାନର ପୂର୍ବତନ ମିଲିଟ୍ରୀ ଅଫିସରଙ୍କ ବଡ଼ ଦାବି

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ସୀମା ପାର ଆତଙ୍କବାଦ ଉପରେ କଡ଼ା ଚେତାବନୀ ଜାରି କରି ପାକିସ୍ତାନ ବିପକ୍ଷରେ ବଡ଼ ଆକ୍ସନ ନେଇଛନ୍ତି। ପାକିସ୍ତାନ ପକ୍ଷରୁ…