Browsing Category
ବିଦେଶ
ଆଫଗାନିସ୍ତାନରେ ଭାରତକୁ ଝଟକା ଦେବେ ରୁଷ୍ ଓ ଚୀନ୍; ତାଲିବାନ ସରକାରକୁ ଉଭୟ ରାଷ୍ଟ୍ରର ସମ୍ମତି!
ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନକୁ ତାଲିବାନୀ ନିଜ ଅକ୍ତିଆରକୁ ନେବା ପରେ ଅନେକ ଦେଶ କାବୁଲରୁ ନିଜ ଦୂତାବାସ ବନ୍ଦ କରିଦେଇଛନ୍ତି । ଏଥିସହ ନିଜ ଦେଶର ନାଗରିକକୁ ସୁରକ୍ଷିତ ଫେରାଇବା ପାଇଁ ଉଦ୍ୟମ କରୁଛନ୍ତି ।…
ପୁଣି ଆରମ୍ଭ ହେବ ମୌଳବାଦୀ ଆଇନ! ବାଲକୋନୀରେ ଠିଆ ହୋଇପାରିବେନି କି ହାଇହିଲ୍ସ ପିନ୍ଧିପାରିବେ ନାହିଁ ମହିଳା, ଏମିତି ରହିଛି ତାଲିବାନି…
କାବୁଲ: ଆଫଗାନିସ୍ତାନର ପ୍ରାୟ ପ୍ରତ୍ୟେକ ଅଂଶ ବର୍ତ୍ତମାନ ତାଲିବାନ ଦ୍ୱାରା ଅଧିକୃତ ହୋଇଛି, ଏହା ପରେ ଦେଶରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଲୋକମାନେ ନିଜକୁ ନିରାପଦରେ ଦେଶରୁ ବାହାରକୁ ଆଣିବାକୁ ଚେଷ୍ଟା…
ଗୋଲାମିର ଶିକୁଳି ଛିଡାଇଛି ତାଲିବାନ; ସମର୍ଥନ ଜଣାଇଲେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ବଳପୂର୍ବକ ଶାସନ କ୍ଷମତା ଅକ୍ତିଆର କରିଥିବା ବେଳେ ସମଗ୍ର ବିଶ୍ୱରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏଭଳି ପରସ୍ଥିତିରେ ତାଲିବାନ ସରକାର ପ୍ରତି ସମର୍ଥନ ଜାହିର…
ଲୋକଙ୍କୁ ଦେଶ ଛାଡ଼ିବାକୁ ଦିଆଯାଉ ଅନୁମତି, ୬୦ଟି ଦେଶ କଲେ ତାଲିବାନକୁ ଅପିଲ୍
ନୂଆଦିଲ୍ଲୀ: ତାଲିବାନ ସମ୍ପର୍ଣ୍ଣ ଭାବରେ ଆଫଗାନିସ୍ତାନ ଉପରେ ନିଜର କବଜା ଜମାଇସାରିଛନ୍ତି । ରାଜଧାନୀ କାବୁଲ ଉପରେ ତାଲିବାନ ମାନେ ଗତକାଲି ପଶିବା ପରେ ଲୋକମାନଙ୍କ ମଧ୍ୟରେ ଏକ କୋକୂଆ ଭୟ ସୃଷ୍ଟି ହୋଇଛି । ଯାହାଫଳରେ…
ତାଲିବାନ ଭୟରେ ବିମାନ ଚକାରେ ଝୁଲି ଯାତ୍ରା କରୁଥିଲେ; ତାପରେ କଣ ହେଲା ଦେଖନ୍ତୁ ଭିଡିଓରେ
ନୂଆଦିଲ୍ଳୀ: ତାଲିବାନ ଆଫଗାନିସ୍ତାନର ଶାସନ କ୍ଷମତା ଅକ୍ତିଆର କରିବା ପରେ ସୃଷ୍ଟି ହୋଇଛି ଅଶାନ୍ତ ଓ ଭୟର ବାତାବରଣ । ଦେଶର ରାଷ୍ଟ୍ରପତି ଅଶ୍ରଫ୍ ଘନି ଦେଶଛାଡି ପଳାୟନ କରିଥିବା ବେଳେ ସାଧାରଣ ଜନତା କିନ୍ତୁ ଭୟଙ୍କର…
କାବୁଲ ବିମାନ ବନ୍ଦରରେ ଆମେରିକା ସୈନ୍ୟଙ୍କ ଫାଙ୍କା ଗୁଳିଚାଳନା, ଦଳାଚକଟାରେ ୫ ମୃତ, ଫସିଥିବା ଭାରତୀୟଙ୍କୁ ଝଟକା
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଫଶିଥିବା ହଜାର ହଜାର ଭାରତୀୟଙ୍କ ଚିନ୍ତା ଆହୁରିି ବଢି ଯାଇଛି । ସୋମବାର ଆଫଗାନିସ୍ତାନ ଛାଡିବା ପାଇଁ କାବୁଲ ବିମାନ ବନ୍ଦରରେ ହଜାର ସଂଖ୍ୟକ ଲୋକେ ରୁଣ୍ଡ ହୋଇଛନ୍ତି । ହେଲେ ଏହି ସମୟରେ…
କୁଆଡ଼େ ଗଲେ ଅଶରଫ୍ ଘନି? ମିଳୁନି ଖୋଜଖବର, ମନା କଲା କାଜକିସ୍ତାନ
ନୂଆଦିଲ୍ଲୀ: ଆମେରିକା ନିଜର ସେନାକୁ ପ୍ରତ୍ୟାହାର କରିବା ପରେ ତାଲିବାନ ମାନେ ଅଫାଗାନିସ୍ତାନ ଉପରେ ନିଜର ପତିଆରା ପୁଣିଥରେ ଜମାଇଛନ୍ତି । ଗତକାଲି ସେମାନେ ପୂରା ଅଫଗାନକୁ ଅକ୍ତିଆର କରିନେଇଛନ୍ତି । ତାଲିବାନ ମାନେ…
ନିଜେ ନିଜର ଆକାର ବଦଳାନ୍ତି ଏଠାକାର ପଥର, ଜାଣନ୍ତୁ ଏହି ରହସ୍ୟମୟୀ ଗାଁ ବିଷୟରେ
ନୂଆଦିଲ୍ଲୀ: ସାଧାରଣତଃ ଆମେ ଜାଣିଛୁ ଯେ, ମଣିଷ ମାନଙ୍କ ବୟସ ବଢ଼ିବା ସହିତ ଶରୀରରେ ପରିବର୍ତ୍ତନ ହୋଇଥାଏ ଓ ଆକାରରେ ବି ପରିବର୍ତ୍ତନ ଘଟେ । ଯେମିତିକି ମୋଟା-ପତଳା ହେବା, ଡେଙ୍ଗା ହେବା ଇତ୍ୟାଦି । ହେଲେ ଆପଣ ମାନେ…
କିଏ ଏହି ତାଲିବାନି ନେତା ମୁଲ୍ଲା ବରାଦର, ଯାହାଙ୍କୁ କରାଯାଇପାରେ ଆଫଗାନିସ୍ତାନର ନୂତନ ରାଷ୍ଟ୍ରପତି
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଆରମ୍ଭ ହେଲା ତାଲିବାନ ଯୁଗ । ଆଫଗାନିସ୍ତାନର ରାଷ୍ଟ୍ରପତି ଅଶରଫ ଘନି ଓ ଉପ ରାଷ୍ଟ୍ରପତି ଅମିରୁଲ୍ଲାହ ଦେଶ ଛାଡି ଚାଲି ଯାଇଛନ୍ତି । ଏମିତିରେ ଏବେ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି…
୧୯ ବର୍ଷ ପୂର୍ବେ ତିଆରି ହୋଇଥିବା ପେଣ୍ଟିଂ ବିକ୍ରି ହେଲା ୧୭୭ କୋଟିରେ, ଜାଣନ୍ତୁ କ’ଣ ଥିଲା ଏହାର ଖାସିୟତ
ଗତ ୨୦୦୦ ମସିହାରେ ଜାପାନରେ ଏକ ପେଣ୍ଟିଂ ତିଆରି ହୋଇଥିଲା । ସେ ସମୟରେ ଉକ୍ତ ପେଣ୍ଟିଂର କୌଣସି ମୂଲ୍ୟ ନଥିଲା । ମାତ୍ର ନିକଟରେ ଉକ୍ତ ପେଣ୍ଟିଂର ନିଲାମ ୧୭୭ କୋଟି ଟଙ୍କାରେ ହୋଇଛି । ଏହି ପେଣ୍ଟିଂକୁ ୟୋଶିତୋମୋ ନାମରେ…