fbpx
Browsing Category

ବିଦେଶ

ବୈଜ୍ଞାନିକ ଆଶ୍ଚର୍ଯ୍ୟ: ତଳକୁ ଖସୁଛି ଭୂଭାଗ, ବଢ଼ୁଛି ପାହାଡ଼

ପୃଥିବୀ ପୃଷ୍ଠରେ ଥିବା ପାହାଡ଼ଗୁଡ଼ିକର ଉଚ୍ଚତା ବୃଦ୍ଧି ପାଉଛି । ଭୂପୃଷ୍ଠ ଆହୁରୀ ତଳକୁ ଖସୁଛି । ପୃଥିବୀ ପୃଷ୍ଠର ପ୍ଲେଟ୍ ଖସିବା ଯୋଗୁଁ ଏପରି ଘଟୁଥିବା ନେଇ ବୈଜ୍ଞାନିକମାନେ ଅନୁସନ୍ଧାନ ଆରମ୍ଭ କରିଦେଇଛନ୍ତି ।…

ମାତ୍ର ୧୩ବର୍ଷ ବୟସରେ ସ୍ପାନିସ ଫ୍ଲୁ କୁ ହରାଇଥିଲେ, ଏବେ ୧୧୩ବର୍ଷ ବୟସରେ କରୋନାକୁ ହରାଇଲେ ମହିଳା

ସ୍ପେନ, ୧୩ା୫: ସାରା ବିଶ୍ୱ କରୋନା ସହ ଲଢ଼େଇ କରୁଥିବା ବେଳେ ଏବଂ ଯେଉଁଠି ପ୍ରାୟ ବୟସ୍କ ଲୋକଙ୍କ ମୃତ୍ୟୁ ହୋଇଯାଉଛି ସେଠାରେ ଏକ ୧୧୩ବର୍ଷିୟ ବୟସ୍କ ମହିଳା କରୋନାକୁ ହରାଇଛନ୍ତି । ମାରିଆ ବ୍ରାନାୟସ ନାମକ ଜଣେ…

କରୋନା ଡରରେ ୩ ଲକ୍ଷରୁ ଅଧିକ ଲୋକ ଛାଡିଲେଣି ସିଗାରେଟ୍: ସର୍ଭେ

କରୋନା ଡରରେ ବ୍ରିଟେନରେ ୩ ଲକ୍ଷରୁ ଅଧିକ ଲୋକ ସିଗାରେଟ୍ ବା ଧୂମପାନ ଛାଡିସାରିଲେଣି । କେବଳ ଏତିକି ନୁହେଁ, ବରଂ ୨୪ ଲକ୍ଷରୁ ଅଧିକ ଲୋକ ପୂବ ଅପେକ୍ଷା ସିଗାରେଟ୍ ବ୍ୟବହାର କମ୍ କରିସାରିଛନ୍ତି । ଧୂମପାନ କରୁଥିବା…

ଚୀନକୁ ପୁଣି ଫେରିଲା କରୋନା, ଲଣ୍ଡ୍ରି ମାଧ୍ୟମରେ ବ୍ୟାପିଚାଲିଲା

ଚୀନରେ ସ୍ଥିତି ସୁଧାରିବା ପରେ ପୁଣି ଥରେ କରୋନା ସଙ୍କଟ ଫେରିଛି । ଋଷିଆର ସୀମା ନିକଟସ୍ଥ ଜିଲିନ୍ ପ୍ରାନ୍ତର ସୁଲାନ ସହରରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚୀନ୍ ସରକାର ବିଳମ୍ବ ନକରି ସହରରେ ଲକ୍-ଡାଉନ୍…

ମେ ଶେଷ ବେଳକୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଛୁଇଁବ !

ଭୁବନେଶ୍ୱର:୬ ।୫(ଓଡିଶା ଭାସ୍କର): ଦେଶରେ ଦିନକୁ ଦିନ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯଦିଓ ଲକ ଡାଉନ ଏହର ଅଭିବୃଦ୍ଧିରେ କିଛିଟା ବ୍ରେକ ଲଗାଉଛି ତଥାପି ପୂର୍ଣ୍ଣମାତ୍ରାରେ ସଫଳ ହେଉନାହିଁ ।ଆଜି ସୁଦ୍ଧା…