CHARIDHAM
Browsing Category

ବିଦେଶ

ନେପାଳ ବିମାନ କ୍ରାସରେ ନିଖୋଜ ୪ ଭାରତୀୟଙ୍କ ମିଳିଲା ପରିଚୟ

ନୂଆଦିଲ୍ଲୀ: ନେପାଳରେ ହୋଇଥିବା ବିମାନ କ୍ରାସ ଘଟଣାରେ ୨୨ ଜଣ ଯାତ୍ରୀ ନିଖୋଜ ରହିଛନ୍ତି । ତେବେ ଏମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ଥିବା ନେଇ ସୂଚନା ମିଳିଥିଲା । ଏବେ ଏହି ୪ ଜଣଙ୍କ ପରିଚୟ ମଧ୍ୟ ଜଣାପଡିଛି । ଗୋଟିଏ…

ଇରାକରେ ବ୍ୟାପୁଛି ଘାତକ ସଂକ୍ରାମକ ରୋଗ: ଜ୍ୱର ହେବା ସହ ନାକରୁ ବାହାରୁଛି ରକ୍ତ, ଆଉ ତା’ପରେ ମୃତ୍ୟୁ

ବଗଦାଦ: ମଧ୍ୟ ପୂର୍ବ ଏସିୟ ଦେଶ ଇରାକରେ ଗତକିଛି ଦିନ ହେବ ଏକ ନୂଆ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ରୋଗରେ ପିଡ଼ିତ ବ୍ୟକ୍ତିକୁ ପ୍ରଥମେ ଜ୍ୱର ହେବା ପରେ ନାକରୁ ରକ୍ତ ବାହାରିଥାଏ । ନାକରୁ ଅତ୍ୟଧିକ…

ନେପାଳରେ ବିମାନ ନିଖୋଜ: ୨୨ ଯାତ୍ରୀଙ୍କ ସହ ଥିଲେ ୪ ଭାରତୀୟ

କାଠମାଣ୍ଡୁ: ନେପାଳରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ହେବାର ଆଶଙ୍କା ରହିଛି । ଖବର ଅନୁସାରେ, ଘରୋଇ ବିମାନ ତାରା ୯ ଏନଏଇଟି ସହ ବିମାନବନ୍ଦରର ସମ୍ପର୍କ ହୋଇପାରୁନି । ବିମାନରେ କ୍ରୁ ମେମ୍ବର ସହିତ ୨୨ ଜଣ ଲୋକ ଥିବା…

ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତି ମନାଇଲେ ନିଜର ୧୧୩ତମ ଜନ୍ମଦିନ: କଫି ଓ ମଦରୁ ହୁଏ ଦିନର ଆରମ୍ଭ

ନୂଆଦିଲ୍ଲୀ: ଦୁନିଆରେ ବିଭିନ୍ନ କାରଣ ଯୋଗୁଁ ଧିରେ ଧିରେ ମଣିଷର ହାରାହାରି ବୟସ କମିବାରେ ଲାଗିଛି । କିନ୍ତୁ କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ଆଜି ବି ନିଜ ବୟସ ଓ ସ୍ୱାସ୍ଥ୍ୟକୁ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

ଦକ୍ଷିଣ ଚୀନ୍‌ରେ ବନ୍ୟା ବିତ୍ପାତ: ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ୧୫ ମୃତ, ୩ ନିଖୋଜ ଥିବା ସୂଚନା

ବେଜିଂ : ଦକ୍ଷିଣ ଚୀନ୍‌ରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ସେଠାରେ ବିପୁଳ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ମୂଷଳଧାରାରେ ବର୍ଷା ଓ ବନ୍ୟା ଯୋଗୁଁ ଅତି କମ୍‌ରେ ୧୫ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଛି…

ଜୁନ୍‌ ୨୪ରେ ବ୍ରିକ୍ସ ସମ୍ମିଳନୀ: ଭର୍ଚୁଆଲ୍‌ରେ ଏକାଠି ହେବେ ମୋଦି, ଜିନ୍‌ପିଙ୍ଗ୍‌, ପୁଟିନ

ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଚାଲୁ ରହିଥିବା ଲମ୍ବା ସମୟର ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି ହୋଇଛି । ସେହିପରି ଲଦାଖ ସୀମାରେ ଚୀନର ସୀମାପାର କାର୍ଯ୍ୟକଳାପ ଅଶାନ୍ତକର ପରିସ୍ଥିତି ସୃଷ୍ଟି…

ଗୋଷ୍ଠୀ ସଂକ୍ରମଣ କରିପାରେ ‘ମଙ୍କିକ୍ସ, ଭାଇରସ ବ୍ୟାପିବା ପୂର୍ବରୁ ସତର୍କ କରାଇଲା ‘ହୁ’

ନୂଆଦିଲ୍ଲୀ : ଗତ ୨ ବର୍ଷରୁ ଅଧିକ ସମୟ ଧରି ଲାଗି ରହିଥିବା ମହାମାରୀ କରୋନା ସଂକ୍ରମଣ ଥମିବା ପରେ ଦେଶବାସୀ ଶାନ୍ତିରେ ନିଃଶ୍ୱାସ ମାରୁଥିବାବେଳେ ଏବେ ପୁଣି ଗୋଟିଏ ଭାଇରସ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ବିଶ୍ୱର ଅନେକ…

ଆଶ୍ଚର୍ୟ୍ୟ, ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ସ୍ମୃତିଶକ୍ତି ହରାଇଲେ ବ୍ୟକ୍ତି

ଆଇରଲାଣ୍ଡ: ଏକ ବିଚିତ୍ର ଘଟଣାରେ, ଜଣେ ୬୬ ବର୍ଷୀୟ ଇଂରେଜ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ସ୍ମୃତିଶକ୍ତି ହରାଇଛନ୍ତି। ବୁଧବାର ପ୍ରକାଶିତ ଇଂରେଜ ମେଡିକାଲ ଜର୍ଣ୍ଣାଲର ମେ ମାସରେ ଏହି…

ଦୁଲର୍ଭ ସ୍ଥିତି କାରଣରୁ ‘ସ୍ଥାୟୀ ହସ’ ସହ ଜନ୍ମ ହେଲା ଶିଶୁ

ଶିଶୁ ଜନ୍ମ ହେବା ମାତ୍ରେ କାନ୍ଦି ଥାଏ ଏହାତ ସମସ୍ତେ ଜାଣନ୍ତି । କିନ୍ତୁ ଅଷ୍ଟ୍ରେଲିଆର ଏକ ପରିବାରରେ ସ୍ଥାୟୀ ହସ ସହ ଜନ୍ମ ହୋଇଛି ଏକ ଶିଶୁ । ବିରଳ ସ୍ଥାୟୀ ହସ ସହ ଶିଶୁଟିର ଜନ୍ମକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର…

ଗୋଷ୍ଠୀ ସଂକ୍ରମଣ ହୋଇପାରେ ମଙ୍କିପକ୍ସ: WHO

ନୂଆଦିଲ୍ଲୀ: ଦୁନିଆରେ ଏବେ ମଙ୍କିପକ୍ସ ଭାଇରସ୍ ଦ୍ରୁତ ଗତିରେ ମାଡ଼ିଚାଲିଛି । ଏହାରି ମଧ୍ୟରେ ମଙ୍କିପକ୍ସକୁ ନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ସତର୍କ ନରହିଲେ ଏହା ଗୋଷ୍ଠୀ ସଂକ୍ରମଣ ହୋଇପାରେ ବୋଲି WHO…