Browsing Category

ବିଦେଶ

US Shooting: ଫ୍ଲୋରିଡା ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ, 2 ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡା ଷ୍ଟେଟ୍ ୟୁନିଭରସିଟି (FSU)ରେ ଗୁଳିକାଣ୍ଡ । ଏହି ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଅଧିକାରୀମାନେ କହିଛନ୍ତି ଯେ, ଏହି ଘଟଣାରେ ଅତି କମରେ ପାଞ୍ଚ ଜଣ ଆହତ ହୋଇଛନ୍ତି ଏବଂ…

କମାଲ୍ ଟେକନିକ: ଭୂକମ୍ପରେ ଆଉ ଭାଙ୍ଗିବନି ଘର! ମାଟି ଥରିବା ମାତ୍ରେ ଆକାଶରେ ଉଡିବ

ନୂଆଦିଲ୍ଲୀ: ପ୍ରତିବର୍ଷ ଭୂମିକମ୍ପ ଯୋଗୁଁ, ଅନେକ ଲୋକଙ୍କ ଘର ଭାଙ୍ଗିଯାଏ ଏବଂ ଅନେକ ଥର ଲୋକମାନେ ଭୟଙ୍କର ଭୂମିକମ୍ପ ଯୋଗୁଁ ଜୀବନ ମଧ୍ୟ ହରାଉଛନ୍ତି । ଏହି ପ୍ରାକୃତିକ ବିପର୍ଯ୍ୟୟ ପ୍ରତିବର୍ଷ ଅନେକ ଲୋକଙ୍କ ଜୀବନ…

ରେଷ୍ଟୁରାଣ୍ଟରେ ପରସା ଗଲା ହାତୀ ମଳରେ ପ୍ରସ୍ତୁତ ଖିରୀ, ୫୦ ହଜାର ପର୍ଯ୍ୟନ୍ତ ଆସିଲା ବିଲ୍‌

ନୂଆଦିଲ୍ଲୀ: ଚୀନର ଲୋକେ ଅଜବ ଖାଦ୍ୟକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ଏଠାରୁ ବର୍ତ୍ତମାନ ଆଉ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ହାତୀ ମଳରେ ପ୍ରସ୍ତୁତ ଖିରୀକୁ ଏକ ରେଷ୍ଟୁରାଣ୍ଟରେ ପରସା ଯାଇଛି। ଏହି…

ନୀରଜ ଚୋପ୍ରା ଲହରାଇଲେ ତ୍ରିରଙ୍ଗା, ଧମାକେଦାର ଅନ୍ଦାଜରେ ଜିତିଲେ ଗୋଲ୍ଡ ମେଡାଲ

ନୂଆଦିଲ୍ଲୀ: ନୀରଜ ଚୋପ୍ରା ଭାରତର ଏକ ଦ୍ରୁତ ଖେଳାଳି। ଦୁଇ ଥର ଅଲମ୍ପିକ ପଦକ ବିଜେତା ନୀରଜ ଚୋପ୍ରା ଦକ୍ଷିଣ ଆଫ୍ରିକାର ପୋଟଚେଫଷ୍ଟ୍ରୁମରେ ପୋଟ୍ସ ମିଟରେ ଶାନଦାର ବିଜୟ ହାସଲ କରିଛନ୍ତି। ଭାରତର ଏହି ଜାଭେଲିନ…

Boat Accident: ନିଆଁ ଲାଗି ଓଲଟିଗଲା ଡଙ୍ଗା, 50ଜଣଙ୍କ ଚାଲିଗଲା ପ୍ରାଣ

ନୂଆଦିଲ୍ଲୀ: କଙ୍ଗୋର ପିଛା ଛାଡୁନି ଦୁର୍ଦ୍ଦଶା । କଙ୍ଗୋ ନଦୀ ନିକଟସ୍ଥ ମ୍ବାଣ୍ଡାକା ସହରରେ ଏକ ଯନ୍ତ୍ରଚାଳିତ କାଠ ଡଙ୍ଗାରେ ନିଆଁ ଲାଗି ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ଅତି କମରେ 50 ଜଣଙ୍କର ମୃତ୍ୟୁ ହୋଇଥିବା…

AI ସାହାଯ୍ୟରେ ବିଶ୍ୱର ପ୍ରଥମ ଶିଶୁ ହେଲା ଜନ୍ମ

ନୂଆଦିଲ୍ଲୀ: ମେଡିକାଲ ଦୁନିଆରେ ଏକ ଐତିହାସିକ ପଦକ୍ଷେପ ହାସଲ ହୋଇଛି। ଦୁନିଆର ପ୍ରଥମ ଶିଶୁ ସମ୍ପୁର୍ଣ୍ଣ ଭାବେ ଏଆଇ ରୋବୋଟକ୍ସ ବେଷ୍ଟ ଅଟୋମେଟେଡ ଆଇଭିଏଫ ପ୍ରୋସେସରେ ଜନ୍ମ ହୋଇଛି। ଏହି ଅତ୍ୟାଧୁନିକ ଟେକ୍‌ନିକ୍…

ବିଶ୍ୱରେ ପ୍ରଥମ ଥର ହେବାକୁ ଯାଉଛି Sperm ଦୌଡ଼ ପ୍ରତିଯୋଗିତା, ଦେଖିହେବ Live ଟେଲିକାଷ୍ଟ

ଓଡ଼ିଶା ଭାସ୍କର: ପଢ଼ିଲା ବେଳକୁ ଅଜବ ଲାଗିଲେ ବି ଏହା ସତ ଖବର । ଲସଆଞ୍ଜେଲ୍ସରେ ହେବାକୁ ଯାଉଛି ଏକ ନିଆରା ପ୍ରତିଯୋଗିତା । ଯାହାକୁ ନେଇ ବୈଜ୍ଞାନିକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏପ୍ରିଲ ୨୫ ତାରିଖରେ…

ଚମକାଇ ଦେଲା ସିଆଇଏ ରିପୋର୍ଟ… ୨୩ ଜଣ ଯବାନଙ୍କୁ ପଥର କରିଦେଲେ ଏଲିଅନ୍‌

ନୂଆଦିଲ୍ଲୀ: ଏଲିଅନ୍ ସମ୍ପର୍କରେ ଅନେକ ପ୍ରକାରର ତଥ୍ୟ ଆସେ। ଅନେକ ବୈଜ୍ଞାନିକ ଏପରିକି କୁହନ୍ତି ଯେ ଏଲିଅନ୍ ପୃଥିବୀରେ ପାଦ ରଖିଛନ୍ତି, ଯଦିଓ ସେମାନଙ୍କ ଅସ୍ତିତ୍ୱର ପ୍ରମାଣ ଆଜି ପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହିଛି।…

କମ୍ପାନୀ କରୁଥିଲା ହଇରାଣ, ଟଏଲେଟ୍ ପେପରରେ ଇସ୍ତାଫା ପତ୍ର ଲେଖିଲେ କର୍ମଚାରୀ

ନୂଆଦିଲ୍ଲୀ: ଅନେକ ଲୋକ କମ୍ପାନୀଗୁଡ଼ିକରେ ହଇରାଣ ଏବଂ ଅତ୍ୟଧିକ ଚାପ ପାଇଁ କମ୍ପାନୀରୁ ଇସ୍ତଫା ଦେଇଥାଆନ୍ତି। ଯାହା ଆପଣମାନେ ଦେଖିଥିବେ ଅଙ୍ଗେ ମଧ୍ୟ ଲିଭାଇଥିବେ। କିନ୍ତୁ ଆପଣଙ୍କୁ ଏପରି ଏକ ଇସ୍ତଫା ପତ୍ର ବିଷୟରେ…

Tariff War: ଚୀନ ଉପରେ ୨୪୫% ଟାରିଫ ଲଗାଇଲା ଆମେରିକା

ନୂଆଦିଲ୍ଲୀ: ଚୀନ ଉପରେ ୨୪୫ ପ୍ରତିଶତ ଟାରିଫ ଲଗାଇଲା ଆମେରିକା। ବେଳକୁ ବେଳ ଜଟିଳ ହେଉଛି ଆମେରିକା-ଚୀନ ବାଣିଜ୍ୟ ଯୁଦ୍ଧ। ଚୀନକୁ ଜବାବ ଦେଲା ଆମେରିକା। ଚୀନ ଉପରେ ଆମେରିକାର ଜବାବୀ ୨୪୫ % ଟାରିଫ ଘୋଷଣା। ଚୀନ…