Browsing Category

ବିଦେଶ

ମହାତ୍ମାଗାନ୍ଧିଙ୍କ ନାତୁଣୀଙ୍କୁ ସାତ ବର୍ଷ ଜେଲ୍, ଫେକ୍ ଡକ୍ୟୁମେଣ୍ଟ ଦେଇ ଲକ୍ଷାଧିକ ଟଙ୍କା ଲୁଟିଥିଲେ

ଡର୍ବାନ: ଭାରତର ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ଜନନାୟକ ତଥା ଜାତିର ପିତା ମହାତ୍ମାଗାନ୍ଧିଙ୍କ ନାତୁଣୀଙ୍କୁ ସାତ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଗାନ୍ଧିଙ୍କର ୫୬ ବର୍ଷୀୟା ନାତୁଣୀ ଆଶିଷ ଲତା ରାମଗୋବିନଙ୍କ ନାମରେ ୬୨…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୭.୫୧ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୭ ଲକ୍ଷ ୫୧ ହଜାର ୮୩୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୪୩ ଲକ୍ଷ ୬୬…

ଆଇପିଏଲର ଦ୍ୱିତୀୟ ଭାଗ ସେପ୍ଟେମ୍ବର ୧୯ରେ ଆରମ୍ଭ, ଅକ୍ଟୋବର ୧୫ରେ ଫାଇନାଲ୍‌ ମୁକାବିଲା : ବିଦେଶୀ ଖେଳାଳିଙ୍କୁ ନେଇ ଚିନ୍ତାରେ ବିସିସିଆଇ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଆସନ୍ତା ସେପ୍ଟେମ୍ବର ୧୯ରୁ ଅକ୍ଟାେବର ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ସ୍ଥଗିତ ଆଇପିଏଲର ଦ୍ୱିତୀୟ ଭାଗ । ୟୁନାଇଟେଡ ଆରବ ଏମିରେଟ୍ସର ଦୁବାଇ , ଶାରଜା ଓ ଆବୁଧାବିରେ ସମସ୍ତ ମ୍ୟାଚ…

ଜୁଲାଇ ୨୦ ରେ ମହାକାଶକୁ ଯିବେ ଆମାଜନ ସିଇଓ ଜେଫ ବେଜୋସ

ନୂଆଦିଲ୍ଲୀ: ମହାକାଶକୁ ଯାଉଛନ୍ତି ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ । ଜେଫ୍ ବେଜୋସଙ୍କର ବ୍ଲୁ ଅରିଜିନ୍ ନାମକ ଏକ ସ୍ପେସ୍ କମ୍ପାନୀ ମଧ୍ୟ ଅଛି । ଜେଫ୍ ବେଜୋସ୍ ଘୋଷଣା କରିଛନ୍ତି ଯେ ଜୁଲାଇ ୨୦ ରେ ସେ ନିଜ ଭାଇଙ୍କ ସହ…

ବୁଲେଟ୍‌ ଟ୍ରେନ୍‌, ବୋଇଂ ବିମାନଠୁ ଦ୍ରୁତ ‘ହାଇପର୍‌ଲୁପ୍‌’, ଏହି ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ

ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର) : ବେଶ କିଛି ଦିନ ଧରି ଏକ ନୂଆ କୌଶଳକୁ ନେଇ ଜୋର୍‌ଦାର ଚର୍ଚ୍ଚା ହେଉଛି, ଯାହା ସାର୍ବଜନୀନ ଯାତାୟତ ପଦ୍ଧତିକୁ ସମ୍ପୂର୍ଣ୍ଣ ଭାବେ ବଦଳାଇଦେବ ବୋଲି ଦାବି କରାଯାଉଛି । ଏହି କୌଶଳର ନାଁ…

ମେକ୍ସିକୋର ସହସ୍ୟମୟ ଗାଁ, ଏଠାରେ ମଣିଷଠୁ ଆରମ୍ଭ କରି ପ୍ରାଣୀ ସବୁ ଦୃଷ୍ଟିହୀନ

ନୂଆଦିଲ୍ଲୀ: ଏବେ ପର୍ଯ୍ୟନ୍ତ ଆପଣ ମାନେ ଅନେକ ରହସ୍ୟମୟୀ ସ୍ଥାନ ବିଷୟରେ ଜାଣିଥିବେ । ଆଉ ଏହିସବୁ ମଧ୍ୟରୁ କିଛି ସ୍ଥାନର କାହାଣୀ ଆପଣ ମାନଙ୍କୁ ଚିନ୍ତାରେ ପକାଇଥିବ ନିଶ୍ଚୟ । ତାହେଲେ ଚାଲନ୍ତୁ ଜାଣିବା ସେହି ଭଳି…

ସୁସ୍ଥ ଭବିଷ୍ୟତ ପାଇଁ ଖାଦ୍ୟ ସୁରକ୍ଷା କରନ୍ତୁ, ଜାଣନ୍ତୁ ସ୍ୱତନ୍ତ୍ର ଦିବସର ଅନୁଚିନ୍ତା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ଦେଶରେ ପ୍ରତି ବର୍ଷ ଦୂଷିତ ଖାଦ୍ୟ ବା ବ୍ୟାକ୍ଟେରିଆଯୁକ୍ତ ଖାଦ୍ୟ ପାଇଁ ପ୍ରତି ୧୦ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି। ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟରେ…

ବେଲୁଚିସ୍ତାନରେ ହିନ୍ଦୁ ବ୍ୟବସାୟୀଙ୍କୁ ମିଳୁଛି ହତ୍ୟା ଧମକ, ଭୟରେ ଦୋକାନ ବଜାର ଖୋଲୁ ନାହାନ୍ତି ଲୋକେ

ନୂଆଦିଲ୍ଲୀ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ହିନ୍ଦୁ ବ୍ୟବସାୟୀଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି । ଯାହା ଏବେ ସୀମା ପାର୍ କରିଛି । ବାରମ୍ବାର ହିନ୍ଦୁ ବ୍ୟବସାୟୀଙ୍କୁ ଧମକ ଦିଆଯାଉଛି । ଯାହା ଫଳରେ ସେମାନେ…

୯ ବର୍ଷ ଓ ୪ ବର୍ଷ ବୟସର ଦୁଇ ଭଉଣୀଙ୍କ ଅଜବ ସଉକ: ପିତାମାତାଙ୍କ କାର୍ ଚୋରି କରି ସହର ଓ ବେଳାଭୂମି ବୁଲିବାକୁ ବାହାରିଥିଲେ, ହେଲେ କିଛି ଦୂର…

ନ୍ୟୁୟର୍କ: ଆଜିକାଲିର ଛୋଟ ପିଲାଙ୍କର ସଉକ କିଛି କମ୍ ନୁହେଁ । ୯ ବର୍ଷ ଓ ୪ ବର୍ଷ ବୟସର ଦୁଇଜଣ ଭଉଣୀ ନିଜର ସଉକକୁ ପୂରା କରିବାକୁ ଯାଇ ଏକ ଭୟଙ୍କର କାଣ୍ଡ କରିଛନ୍ତି । ଦୁହେଁ ସେମାନଙ୍କ ଘର ଠାରୁ ପ୍ରାୟ ୧୦ କିମି…

ଦୁଇ ଯାତ୍ରୀବାହୀ ଟ୍ରେନ୍ ମୁହାଁମୁହିଁ ଧକ୍କା: ମୃତକଙ୍କ ସଂଖ୍ୟା ୩୦ ଛୁଇଁଲା, ୫୦ ଆହତ, ଉଦ୍ଧାର କାର୍ଯ୍ୟ ଜାରି

ଇସଲାମାବାଦ: କରୋନା କାଳରେ ପାକିସ୍ତାନରେ ଏକ ବଡ଼ଧରଣର ରେଳ ଦୁର୍ଘଟଣା ଘଟିଛି । ଏହି ଭୟଙ୍କର ଦୁର୍ଘଟଣାରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଦୁଇଟି ଟ୍ରେନ୍ ପରସ୍ପର ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ସଂଘଟିତ…