Browsing Category

ବିଦେଶ

ମରିସସ୍ ର ପୂର୍ବତନ ରାଷ୍ଟ୍ରପତିଙ୍କ ଦେହାନ୍ତରେ ଦେଶରେ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ଘୋଷଣା

ନୂଆଦିଲ୍ଲୀ: ମରିସସ୍ ର ପୂର୍ବତନ ରାଷ୍ଟ୍ରପତି ଅନିରୁଦ୍ଧ ଜଗନ୍ନାଥଙ୍କ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ଭାରତ ସରକାର ଆସନ୍ତା କାଲି ଶନିବାର ଦିନ ଦେଶରେ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏ ସମ୍ପର୍କରେ…

୧୨ରୁ ୧୫ ବର୍ଷର ପିଲାଙ୍କୁ ଦିଆଯିବ ଫାଇଜର୍ ଟିକା, ବ୍ରିଟେନ୍ ସରକାରଙ୍କ ବଡ଼ ଘୋଷଣା

ଲଣ୍ଡନ: କରୋନା ମହାମାରୀର ଦ୍ୱିତୀୟ ଲହର ବ୍ୟାପୁଥିବା ବେଳେ ଏହା ମଧ୍ୟରେ ବୈଜ୍ଞାନିକ ମାନେ ତୃତୀୟ ଲହର ବ୍ୟାପିବା ସଂକ୍ରାନ୍ତରେ ଆଗୁଆ ସଚେତନ କରିସାରିଲେଣି । ଏଥିରେ ବିଶେଷ କରି ପିଲାମାନଙ୍କ ପ୍ରତି ଅଧିକ ବିପଦ ଥିବା…

ପିଲାଙ୍କ ପାଇଁ ମଧ୍ୟ ପ୍ରସ୍ତୁତ ହେବ ଫାଇଜର୍ ଟିକା, ଜାଣନ୍ତୁ କଣ କହିଲେ AIIMS ମୁଖ୍ୟ…

ନୂଆଦିଲ୍ଲୀ: ଦେଶରେ ଲାଗି ରହିଛି କରୋନାରୁ ମୁକ୍ତି ପାଇବାର ଚିନ୍ତା । ସରକାରଠୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ମହାମାରୀ କବଳରୁ ମୁକୁଳିବାକୁ ଉପାୟ ଖୋଜୁଛନ୍ତି । ଇତିମଧ୍ୟରେ ଦେଶରେ ଚାଲିଛି…

ରୋଲ୍ସ-ରଏସ୍ ଲଞ୍ଚ କଲା ଦୁନିଆର ସବୁଠାରୁ ଦାମୀ ଓ ବିଳାସପୂର୍ଣ୍ଣ ଗାଡି, ଦାମ୍ ଜାଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ କାର୍ ନିର୍ମାତା ରୋଲ୍ସ-ରଏସ୍ ଦୁନିଆର ସବୁଠାରୁ ଦାମୀ କାର୍ ଲଞ୍ଚ କରିଛନ୍ତି । ଏହି କାର୍ ର ଡିଜାଇନ୍ ଗୋଟିଏ ରେସିଙ୍ଗ ବୋଟ୍ ପରି କରାଯାଇଥିବାରୁ ଏହାର ନାମ "ବୋଟ୍ ଟେଲ୍" ରଖାଯାଇଛି ।…

ବିଶ୍ୱ ବ୍ୟାଙ୍କରେ ଅବସ୍ଥାପିତ ହେଲେ ଗ୍ଲୋବାଲ୍ ଟିଚର୍ ଆୱାର୍ଡ ବିଜେତା ରଞ୍ଜିତସିନ୍ ଜିଜେଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱସ୍ତରରେ ପୁଣି ଜଣେ ଭାରତୀୟ ବଡ଼ ପଦବୀରେ ଅସ୍ଥାପିତ ହୋଇଛନ୍ତି । ଯୁବକ ଜଣଙ୍କ ହେଉଛନ୍ତି ମହାରାଷ୍ଟ୍ରର ରଞ୍ଜିତସିନ୍ ଡିଜେଲ୍। ସେ ପୂର୍ବରୁ ଗ୍ଲୋବାଲ୍ ଟିଚର୍ ଆୱାର୍ଡ ପାଇ ଭାରତ ପାଇଁ…

ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣ ପ୍ରୟାସ ବୃଥା, ଖାଲି ହାତରେ ଡୋମିନିକାରୁ ଉଡାଣ ଭରିଲା ଭାରତୀୟ ବିମାନ !

ନୂଆଦିଲ୍ଲୀ : ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣ ପାଇଁ ଭାରତ ପକ୍ଷରୁ ଯଥା ସମ୍ଭବ ପ୍ରୟାସ ଜାରି ରହିଛି । କିନ୍ତୁ ଚୋକସିକୁ ଆଣିବା ପାଇଁ ଗତ ସପ୍ତାହରେ ଦସ୍ତାବିଜ ସହ ଡୋମିନିକା ଯାଇଥିବା ଭାରତର…

ଭାରତର ହସ୍ତକ୍ଷେପ ପରେ ନରମିଲା ଆମେରିକା: ହଟାଇଲା ପ୍ରତିବନ୍ଧକ, ଖୁବଶୀଘ୍ର ଭାରତକୁ ପଠାଇବ ଭ୍ୟାକ୍ସିନ୍ ଓ କଞ୍ଚାମାଲ

ୱାଶିଂଟନ: ଭାରତ ପ୍ରତି ନରମ ଭାବ ପ୍ରଦର୍ଶନ କରିଛି ଆମେରିକା । ଖୁବଶୀଘ୍ର ଭ୍ୟାକ୍ସିନ ଓ ଭ୍ୟାକ୍ସିନ ପ୍ରସ୍ତୁତି ନିମନ୍ତେ ଆବଶ୍ୟକ କଞ୍ଚାମାଲ ଭାରତକୁ ପଠାଇବ । ଏଥିସହ ଆମେରିକାର ଭାରତକୁ ନିଜର ପଡ଼ୋଶୀ ତଥା ସହଭାଗିତା…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୭.୧୬ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୭ ଲକ୍ଷ ୧୬ ହଜାର ୩୩୭ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୨୮ ଲକ୍ଷ ୮୬…

ଇଣ୍ଡୋନେସିଆରେ ୬.୦ ତୀବ୍ରତାର ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଗୁରୁବାର ଇଣ୍ଡୋନେସିଆର ସୁଦୂର ମାଲୁକୁ ଦ୍ୱୀପପୁଞ୍ଜ ଉପକୂଳରେ ୬.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ରାତି ପ୍ରାୟ ୩.୩୯ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ପରେ ଲୋକଙ୍କ ମଧ୍ୟରେ ଆତଙ୍କ…

ଇଂଲଣ୍ଡର ବାଥ୍‌ ସହରରେ ପ୍ରତିଷ୍ଠା ହେଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର, ବିଦେଶରେ ପୂଜା ପାଇବେ ଚତୁର୍ଦ୍ଧାମୂର୍ତ୍ତି

ଲଣ୍ଡନ(ଓଡ଼ିଶା ଭାସ୍କର): ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଇଂଲଣ୍ଡର ବାଥ୍‌ ସହରରେ ପ୍ରତିଷ୍ଠା ହୋଇଛି । ଏହା ଓଡ଼ିଶା ପାଇଁ ଅତ୍ୟନ୍ତ ଗର୍ବର ବିଷୟ । ୨୦୨୦ ପବିତ୍ର ରଥଯାତ୍ରା ଅବସରରେ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ…