Browsing Category
ବିଦେଶ
କେମିତି ତୋଫା ଗୋରା ମାଆ-ବାପାଙ୍କ ଶିଶୁ ହେଲା କଳା, ଅଜଣା ବ୍ୟକ୍ତିର ଛୁଆକୁ ଜନ୍ମ ଦେଲେ ମହିଳା
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ (ଆଇଭିଏଫ) ଜରି।।ରେ ମାଆ ହୋଇଥିବା ଜଣେ ମହିଳା ଅଜାଣତରେ ଏକ ଅଜଣା ବ୍ୟକ୍ତିଙ୍କ ଶିଶୁକୁ ଜନ୍ମ ଦେଇଛନ୍ତି। ଏହି ଆଶ୍ଚର୍ଯ୍ୟଜନକ ଭୁଲ ବ୍ରିସ୍ୱେନ ସ୍ଥିତ ମୋନାଶ…
ୟୁଟ୍ୟୁବରଙ୍କ ରୋଜଗାର କଲା ତାଜୁବ, ପଛରେ ପଡ଼ିଗଲେ ବଡ଼ ବଡ଼ ହଲିଉଡ଼ ଷ୍ଟାର
ନୂଆଦିଲ୍ଲୀ: ୟୁଟ୍ୟୁବରୁ ରୋଜଗାର। ଏଭଳି ଅନେକ ଉଦାହରଣ ଆପଣ ଶୁଣିଥିବେ। କିଏ ଘର କରୁଛି, ଗାଡ଼ି କରୁଛି ଆଉ କିଏ ବ୍ଲଗ କରି ଏକ ଆରାମ ଦାୟକ ଜୀବନ କାଟୁଛନ୍ତି। କିନ୍ତୁ ଆଜି ଜଣେ ୟୁଟ୍ୟୁବରଙ୍କ କଥା ଜାଣିବା ଯେ ୟୁଟ୍ୟୁବରୁ…
ପ୍ରବାସୀଙ୍କୁ ବାହାର କରିବା ପାଇଁ ଟ୍ରମ୍ପଙ୍କ ‘ବେରହମ’ ଯୋଜନା: ୬୦୦୦ ଜୀବିତ ଲୋକଙ୍କୁ ମୃତ ଘୋଷଣା
ନୂଆଦିଲ୍ଲୀ: ପ୍ରବାସୀମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରୁଥିବା ଟ୍ରମ୍ପ ପ୍ରଶାସନ ଛଅ ହଜାର ପ୍ରବାସୀଙ୍କୁ ଦେଶାନ୍ତର କରିବା ପାଇଁ ଏକ କଠୋର ପଦକ୍ଷେପ ନେଇଛି । ପ୍ରକୃତରେ ଆମେରିକା ସରକାର ଏହି ୬୦୦୦ ଜୀବିତ…
ହ୍ରାସ ପାଇଲାଣି ଡଲାର, ତଥାପି ଆମେରିକା କହୁଛି ଟାରିଫକୁ ନେଇ ଆମେ ଆଗକୁ ବଢୁଛୁ
ୱାଶିଂଟନ,୧୧ା୪: ଆମେରିକା ବିଶ୍ୱର ୭୫ରୁ ଅଧିକ ଦେଶକୁ ଶୁଳ୍କରୁ ମୁକ୍ତି ଦେଇଛି, କିନ୍ତୁ ଟ୍ରମ୍ପ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଶୁଳ୍କ କ୍ରମାଗତ ଭାବରେ ବୃଦ୍ଧି କରୁଛନ୍ତି। ଡଲାରର ମୂଲ୍ୟ ହ୍ରାସ ପାଇ ବଜାରରେ…
ପୋଷ୍ଟ ଅଫିସ କର୍ମଚାରୀଙ୍କ ଅଜବ କାରନାମା: ମହିଳା ସହକର୍ମୀଙ୍କୁ ପଠାଇଲେ ବ୍ୟବହୃତ କଣ୍ଡୋମ,କାରଣ ଜାଣିଲେ…
ଟୋକିଓ,୧୧ା୪: ଜାପାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଜାପାନ ପୋଷ୍ଟ ଅଫିସର ଜଣେ କର୍ମଚାରୀଙ୍କୁ ଅଜବ ଆଚରଣ ପାଇଁ ଗିରଫ କରାଯାଇଛି। ଜଣେ ମହିଳା ସହକର୍ମୀଙ୍କୁ ବ୍ୟବହୃତ କଣ୍ଡୋମ ଏବଂ ଅନ୍ୟାନ୍ୟ…
ଆମେରିକା ବନାମ ଚାଇନା, ଜାଣନ୍ତୁ କିଏ କାହାଠୁ କେତେ ଅଧିକ ଶୁଳ୍କ ଲୁଟୁଛି
ୱାଶିଂଟନ/ବେଜିଂ,୧୧ା୪: ଯେତେବେଳେ ଚୀନ୍ ରପ୍ତାନୀ ଉପରେ ଶୁଳ୍କ ବୃଦ୍ଧି କରାଗଲା, ସମସ୍ତେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦୋଷ ଦେବା ଆରମ୍ଭ କଲେ, କହିଲେ ଯେ ତାଙ୍କ ନିଷ୍ପତ୍ତି ବଜାରରେ ନିଆଁ ଲଗାଇ…
Breaking: ଟାରିଫ ୱାର: ମିଳିତ ଭାବେ ଟାରିଫର ପ୍ରତିରୋଧ କରିବାକୁ ସି. ଜିନପିଙ୍ଗ ଆହ୍ୱାନ
ସାଂଘାଇ: ଟାରିଫ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ ।
ଟାରିଫ ବିରୋଧରେ ଏକାଠି ହେବାକୁ ୟୁରୋପୀୟ ସଂଘକୁ ଆହ୍ୱାନ ଦେଲେ ଜିନପିଙ୍ଗ । ଆମେରିକାର ଟାରିଫ କଟକଣା ଏକପାଖିଆ ଧମକ ଅଟେ…
Google Layoffs: ଏଥର ପିକ୍ସେଲ ଏବଂ କ୍ରୋମ କର୍ମଚାରୀଙ୍କ ପାଳି, ଗୁଗଲର ଛଟେଇ ଅଭିଯାନ ଜାରି
ୱାଶିଂଟନ୍: ଗୁଗଲରେ ପୁଣିଥରେ ବଡ଼ ଧରଣର ଛଟେଇ ଅଭିଯାନ ଆରମ୍ଭ ହୋଇଛି । ଏଥର କ୍ରୋମ ଓ ପିକ୍ସେଲର କର୍ମଚାରୀଙ୍କ ପାଳି ପଡ଼ିଛି । ଶତାଧିକ କର୍ମଚାରୀଙ୍କ ଛଟେଇ ଆରମ୍ଭ କରିଦେଇଛି ବିଶ୍ୱର ସବୁଠୁ ଟେକ୍ ଜିଆଣ୍ଟ ଗୁଗଲ ।…
‘ଯଦି ତୁମେ ଦାଢ଼ି କାଟ କିମ୍ବା ମସଜିଦରେ ନମାଜ ନ ପଢ଼, ତେବେ ହୋଇଯିବ ଜେଲ୍’: ୟୁଏନ ରିପୋର୍ଟରେ ଏହି ଦେଶକୁ ନେଇ ଆଶ୍ଚର୍ଯ୍ୟକର ଖୁଲାସା
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଶାସନ ଅଧୀନରେ ଲୋକଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଅଗଷ୍ଟ ୨୦୨୩ରେ କାର୍ଯ୍ୟକାରୀ ହୋଇଥିବା ନୈତିକ ଆଇନ ହିଁ ଦେଶରେ ବ୍ୟକ୍ତିଗତ ଜୀବନ,…
ନାତି-ନାତୁଣୀ ଖେଳାଇବା ବୟସରେ କ୍ରିକେଟରେ କଲେ ଡେବ୍ୟୁ, ଇତିହାସ ରଚିଲେ ଏହି ୬୪ ବର୍ଷୀୟ ଖେଳାଳି
ନୂଆଦିଲ୍ଲୀ: ପର୍ତ୍ତୁଗାଲର ଜୋଆନା ଚାଇଲ୍ଡ ୬୪ ବର୍ଷ ବୟସରଙ୍କ ଟି-୨୦ ଇଣ୍ଟରନେସନାଲ କ୍ରିକେଟରେ ଡେବ୍ୟୁ କରି ଇତିହାସ ରଚିଛନ୍ତି । ଏପରି କରି ସେ ଦ୍ୱିତୀୟ ବୃଦ୍ଧ କ୍ରିକେଟର ସାଜିଛନ୍ତି ଏବଂ ନିଜ ନାମ ରେକଡ୍ର ବୁକରେ…