Browsing Category

ବିଦେଶ

American Airlines: ଆମେରିକୀୟ ଏୟାରଲାଇନ୍ସ ବିମାନରେ ଅଗ୍ନିକାଣ୍ଡ, ରହିଥିଲେ 6 କ୍ରୁ ସଦସ୍ୟଙ୍କ ସମେତ 178 ଯାତ୍ରୀ

ନୂଆଦିଲ୍ଲୀ: ଆମେରିକାର ଡେନଭର ଅନ୍ତର୍ଜାତୀୟ ବିମାନବନ୍ଦରରେ ଆମେରିକୀୟ ଏୟାରଲାଇନ୍ସ ଫ୍ଲାଇଟ୍ ୧୦୦୬ର ଏକ ଇଞ୍ଜିନରେ ନିଆଁ । ବିମାନଟି ଡାଲାସ୍ ଫୋର୍ଟ ୱର୍ଥ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଉଡ଼ାଣ କରିବା ନେଇ ସ୍ଥିର…

ଅସ୍ତ୍ରବିରତି ପ୍ରସ୍ତାବକୁ ପୁଟିନଙ୍କ ସମର୍ଥନ, କିନ୍ତୁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ 30 ଦିନିଆ ଯୁଦ୍ଧବିରତି ଲାଗି ଆମେରିକାର ପ୍ରସ୍ତାବ ଉପରେ ୟୁକ୍ରେନ ରାଜି ହୋଇଛି । ତେବେ ଅସ୍ଥାୟୀ ନୁହେଁ ଏହା ସ୍ଥାୟୀ ହେବା ଆବଶ୍ୟକ ବୋଲି ପୁଟିନ କହିଛନ୍ତି । ଋଷ ରାଷ୍ଟ୍ରପତି…

ପାକିସ୍ତାନ ସରକାର ନେଲେ ବଡ଼ ନିଷ୍ପତ୍ତି, ହିନ୍ଦୁ-ଶିଖ୍ ମନ୍ଦିର ପାଇଁ କଲେ ବଡ଼ କାମ, ସାରା ବିଶ୍ୱ ଚକିତ

ଇସଲାମାବାଦ,୧୩ା୩:  ପ୍ରତିଦିନ ପାକିସ୍ତାନରୁ ହିନ୍ଦୁ ମନ୍ଦିର ଏବଂ ଗୁରୁଦ୍ୱାର ଉପରେ ଆକ୍ରମଣ ହେବାର ଖବର ଆସୁଛି। ଏହି ସମୟରେ ପାକିସ୍ତାନ ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି, ଯାହା ଜାଣି ସମସ୍ତେ ଚକିତ…

ଜଳବାୟୁ ସମ୍ପର୍କିତ ସମ୍ମିଳନୀ ପାଇଁ ଆମାଜନ ଜଙ୍ଗଲରୁ ହଜାର ହଜାର ସଂଖ୍ୟାରେ ଗଛ କାଟିଦେଲା ବ୍ରାଜିଲ, ପରିବେଶବିତ୍ ଆଶ୍ଚର୍ଯ୍ୟ

ବ୍ରାସିଲିଆ,୧୩ା୩: ଆଗାମୀ COP30 ଜଳବାୟୁ ସମ୍ମିଳନୀ ପାଇଁ ରାସ୍ତା ନିର୍ମାଣ କରିବାକୁ  ଆମାଜନ ଜଙ୍ଗଲରୁହଜାର ହଜାର ସଂଖ୍ୟାରେ ଗଛ କାଟିବା ପରେ ବ୍ରାଜିଲ  ଅଭିଯୋଗର ସମ୍ମୁଖୀନ ହେଉଛି। ଜାତିସଂଘ ଜଳବାୟୁ ସମ୍ମିଳନୀ ପାଇଁ…

All England Open Badminton Championships: ପ୍ରଥମ ରାଉଣ୍ଡରେ ପରାଜୟର ଶିକାର ହେଲେ ପିଭି ସିନ୍ଧୁ, ଭାଙ୍ଗିଗଲା ଟାଇଟଲର ସ୍ୱପ୍ନ

ନୂଆଦିଲ୍ଲୀ: ଭାରତର ଷ୍ଟାର ଖେଳାଳି ଏବଂ ଦୁଇଥର ଅଲମ୍ପିକ ପଦକର ବିଜେତା ପିଭି ସିନ୍ଧୁଙ୍କୁ ଅଲ୍ ଇଣ୍ଡିଆ ବ୍ୟାଡମିଣ୍ଟନ ଚାମ୍ପିୟନସିପର ପ୍ରଥମ ରାଉଣ୍ଡରେ ପରାଜୟର ଶିକାର ହେବାକୁ ପଡିଛି। ଏହି ମ୍ୟାଚରେ ସେ କୋରିୟାର…

କାମ କଲାନି ଟ୍ରମ୍ପଙ୍କ ପ୍ରତିଶୃତି.. ଲଞ୍ଚ ହେଲାନି କ୍ରୁ-10, କେବେ ଫେରିବେ ସୁନୀତା?

ନୂଆଦିଲ୍ଲୀ: ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କ ପୃଥିବୀକୁ ଫେରିବା ପୁଣି ଥରେ ଅଟକି ଯାଇଛି । ୯ ମାସ ଧରି ମହାକାଶରେ ଫସି ରହିଥିବା ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କ ଫେରିବା ପାଇଁ ବହୁତ…

ଜାଫର ଏକ୍ସପ୍ରେସ ଅପହରଣ ମାମଲାରେ ମୁହଁ ଖୋଲିଲେ ଶେହବାଜ, କହିଲେ ଆତଙ୍କବାଦୀଙ୍କୁ…

ଇସଲାମାବାଦ,୧୨ା୩: ପାକିସ୍ତାନର ବାଲୁଚିସ୍ତାନରେ ଜାଫର ଏକ୍ସପ୍ରେସ ଟ୍ରେନକୁ ବାଲୁଚ ଲିବରେସନ ଆର୍ମି (BLA) ଅପହରଣ କରି ନେଇଛି। ଏ ସମ୍ପର୍କରେ ବିଭିନ୍ନ ଦାବି କରାଯାଉଛି। ଗୋଟିଏ ପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ…

କ୍ୟାମେରାକୁ ଚାହିଁ ଖତେଇ ହେଲେ ଟ୍ରୁଡୋ, ନିଜେ ଟେକି ନେଲେ ଚେୟାର

ଓଟାୱା: ଖୁସି ଖୁସିରେ ସଂସଦରୁ ବିଦାୟ ନେଲେ କାନାଡାର ବିଦାୟୀ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । ଟ୍ରୁଡୋ ବେଶ୍ ମଜାଳିଆ ଢଙ୍ଗରେ ସଂସଦରୁ ବାହାରକୁ ଯାଇଛନ୍ତି । ଯାହାର ଫଟୋ ଓ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।…

ପାକ୍ ସରକାରଙ୍କୁ ୨୦ ଘଣ୍ଟାର ମହଲତ, ରାଜି ନ ହେଲେ ପ୍ରତି ଘଣ୍ଟାରେ ମୁଣ୍ଡ ଗଡ଼ିବ ବୋଲି BLAର ଧମକ

କରାଚୀ: ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ପାକ ସେନାଙ୍କୁ ହତ୍ୟା କରିସାରିଛନ୍ତି ବେଲୁଚିସ୍ତାନ ଲିବରେଶନ୍ ଆର୍ମି । ଏ ନେଇ ବାଦି କରିଛି ବିଏଲଏ । ଘଣ୍ଟାକ ମଧ୍ୟରେ ୫୦ ପାକିସ୍ତାନୀ ସେନାଙ୍କୁ ହତ୍ୟା କରାସରିଛି ।…

Pakistan Train Hijack: ମୁକୁଳିଲେ ୧୦୪ ପଣବନ୍ଦୀ, ୧୬ ଆତଙ୍କୀ ନିହତ

ନୂଆଦିଲ୍ଲୀ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବେଲୁଚ ଲିବରେସନ ଆର୍ମି(ବିଏଲଏ) ମଙ୍ଗଳବାର ଏକ ଯାତ୍ରୀବାହୀ ଟ୍ରେନ ଅପହରଣ କରି ନେଇଥିଲା । ତେବେ ଜାଫର ଏକ୍ସପ୍ରେସରେ ରହିଥିବା 214 ଜଣ ଯାତ୍ରୀଙ୍କୁ ବନ୍ଧକ…