Browsing Category
ବିଦେଶ
ମହଙ୍ଗା ହେବ ମ୍ୟାଗି ! ଭାରତ ସହ MFN clauseକୁ ସ୍ଥଗିତ କଲା ସ୍ୱିଜରଲାଣ୍ଡ, ଏବେ ଅଧିକ ଟିକସ ଦେବ Nestle
ନୂଆଦିଲ୍ଲୀ: ‘ଦୁଇ ମିନିଟରେ ମ୍ୟାଗି ।’ ଭାରତୀୟ ବଜାରରେ ମ୍ୟାଗି ବିଜ୍ଞାପନର ଏହି ଟ୍ୟାଗ୍ ଲାଇନ୍ ବେଶ ଲୋକପ୍ରିୟତା ଅର୍ଜନ କରିଛି । ପଲ୍ଲୀରୁ ସହର, ପିଲାଙ୍କ ଠାରୁ ବୟସ୍କ ପ୍ରାୟ ସମସ୍ତଙ୍କ ପ୍ରିୟ ମ୍ୟାଗି । ମାତ୍ର…
କାହିଁକି ହଠାତ୍ ଇରାକରେ ପହଞ୍ଚିଲେ ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍
ନୂଆଦିଲ୍ଲୀ: ଶୁକ୍ରବାର ଦିନ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ହଠାତ୍ ଇରାକର ରାଜଧାନୀ ବାଗଦାଦରେ ପହଞ୍ଚିଥିଲେ । ସେ ଇରାକ ପ୍ରଧାନମନ୍ତ୍ରୀ ମହମ୍ମଦ ସିଆ ଅଲ୍ ସୁଦାନୀଙ୍କୁ ଭେଟିଥିଲେ । ଆମେରିକାର…
Video: ବିଳମ୍ଵ ହେଲା ବୋଲି ଜୈସୱାଲଙ୍କୁ ହୋଟେଲରେ ଏକା ଛାଡି ରାଗି ଚାଲିଗଲା ଭାରତୀୟ ଟିମ୍ !
ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍ ୧୪ ତାରିଖ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ମ୍ୟାଚ୍ ବ୍ରିସବେନ୍ କ୍ରିକେଟ ଗ୍ରାଉଣ୍ଡ ତଥା ଗାବାରେ ଖେଳାଯିବ। ସେଥିପାଇଁ ଭାରତୀୟ କ୍ରିକେଟ୍ ଦଳ…
(video): ଷ୍ଟୁଡେଣ୍ଟଙ୍କ ମା’ଙ୍କୁ କମେଣ୍ଟ ମାରୁଥିଲେ, ବିରୋଧ କରିବାରୁ ଟେକି ଫୋପାଡ଼ିଦେଲେ…
ୱାଶିଂଟନ୍: ସୋସିଆଲ ମିଡିଆ ଗୋଟେ ଏମିତିକା ପ୍ଲାଟଫର୍ମ ଯେଉଁଠାରେ ନାନା ରକମର ଭିଡିଓ ଓ ଫଟୋ ଦେଖିବାକୁ ମିଳେ । ଦେଶ, ବିଦେଶ ଚାରିଆଡ଼ର ଖବର ଆଜିକାଲି ସୋସିଆଲ ମିଡିଆରେ ସହଜରେ ଉପଲବ୍ଦ । ବର୍ତ୍ତମାନ ସମୟରେ ଘଟଣା…
ଆର୍ଥିକ ସଙ୍କଟରେ ଫେସବୁକ୍ ମାଲିକ ମାର୍କ ଜୁକରବର୍ଗ ! ନିଲାମ କରିବେ ସୁନା ଚେନ୍… ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ । ବିଶ୍ୱର ଶୀର୍ଷ ୫ ଜଣ ଆରବପତିଙ୍କ ତାଲିକାରେ ତାଙ୍କ ନାଁ ସାମିଲ ରହିଛି । ୨୦୨୪ରେ ତାଙ୍କ ନେଟ୍ ୱର୍ଥ୍ ୨୧୧ ବିଲିୟନ ଡଲାର (୧୭.୭୩ ଲକ୍ଷ କୋଟି ଟଙ୍କା) ରହିଛି ।…
ଗୁକେଶଙ୍କୁ ବଡ଼ Gift ଦେଲା Google: ବିଶ୍ୱ ଚମ୍ପିଆନଙ୍କ ପାଇଁ ବଦଳିଗଲା Doodle
ନୂଆଦିଲ୍ଲୀ: ବିଶ୍ୱ ଚେସ୍ ଚମ୍ପିଆନସିପରେ ଇତିହାସ ସୃଷ୍ଟି କରିଛନ୍ତି ଭାରତର ଗ୍ରାଣ୍ଡମାଷ୍ଟର ଡି. ଗୁକେଶ । ମାତ୍ର ୧୮ ବର୍ଷ ବୟସରେ ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ଗୁକେଶ ବିଶ୍ୱ ଚେସ୍ ଚମ୍ପିଆନର ମୁକୁଟ…
ରେକର୍ଡ ହେଲା ଆଶ୍ଚର୍ଯ୍ୟଜନକ ତଥ୍ୟ: ସାଥୀ ସନ୍ଧାନରେ ଆମେରିକାରୁ ଆଫ୍ରିକା ପର୍ଯ୍ୟନ୍ତ ୧୩ ହଜାର କିମି ଯାତ୍ରା କଲା ତିମି!
ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଏକ ହପମ୍ପବ୍ୟାକ ହ୍ୱେଲ ବା ତିମିକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟକୁ ରେକର୍ଡ କରିଛନ୍ତି । ଏହି ତିମିଟି ଦକ୍ଷିଣ ଆମେରିକାରୁ ଆଫ୍ରିକା ପର୍ଯ୍ୟନ୍ତ ୧୩ ହଜାର କିମି ଯାତ୍ରା କରିଥିବା…
(Video) ପର୍ଣ୍ଣ ଷ୍ଟାର କରିବେ ବିଶ୍ୱ ରେକର୍ଡ: ୨୪ ଘଣ୍ଟାରେ ୧୦୦୦ ପୁରୁଷଙ୍କ ସହ ଯୌନ ସମ୍ପର୍କ ସ୍ଥାପନ ପାଇଁ କଲେ ଘୋଷଣା
ନୂଆଦିଲ୍ଲୀ: ଜଣେ ପର୍ଣ୍ଣ ଷ୍ଟାରକୁ ନେଇ ଆସିଛି ଏକ ବଡ଼ ଖବର । ଓନଲି ଫ୍ୟାନ୍ସ ମଡେଲ ଲିଲି ଫିଲିପ୍ସ ନିଜର ବ୍ୟକ୍ତିଗତ ଜୀବନକୁ ଅନେକ ଅଜଣା ତଥା ଗୋପନୀୟ କାହାଣୀର ଖୁଲାସା କରିଛନ୍ତି । ଅତୀତର ଦୁଃଖଦ କାହାଣୀକୁ…
WhatsApp ଲଞ୍ଚ କଲା ୪ଟି ନୂଆ ଫିଚର୍ସ: ଏଣିକି ୟୁଜର୍ସଙ୍କ କଲିଂର ତରିକା ବଦଳିଯିବ
ନୂଆଦିଲ୍ଳୀ: ସୋସିଆଲ ମିଡ଼ିଆ ମେସେଜିଂ ଆପ୍ ହ୍ୱାଟସଆପ୍ ବ୍ୟବହାରୀଙ୍କ ପାଇଁ ଆସିଛି ଏକ ନୂଆ ଅପଡେଟ୍ । ହ୍ୱାଟସଆପ୍ ଏକସଙ୍ଗେ ୪ଟି ନୂଆ ଫିଚର୍ସ ଲଞ୍ଚ କରିଛି । ଏହା ଫଳରେ ଏଣିକି ୟୁଜର୍ସଙ୍କ କଲିଂ କରିବାର ତରିକାରେ…
(Video) ସମୁଦ୍ର ଦେଇ ଯାଉଥିଲା ଟ୍ରେନ୍, ମହିଳା ଜଣକ ମୁଣ୍ଡ ବାହାର କରି କରୁଥିଲେ ରିଲ୍: ତା’ପରେ ଘଟିଲା ଲୋମଟାଙ୍କୁରା ଘଟଣା
ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ୍ କଣ୍ଟେଣ୍ଟ ତିଆରି କରିବାକୁ ଲୋକମାନେ କିଛିବି କରିବାକୁ ପଛାଉନାହାଁନ୍ତି, କିନ୍ତୁ ବେଳେବେଳେ ଏହା ବିପଜ୍ଜନକ ପ୍ରମାଣିତ ହୋଇପାରେ । ନିକଟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି…