Browsing Category

ବିଦେଶ

ହ୍ୱାଟସଆପ୍‌ର ବଡ କାର୍ଯ୍ୟାନୁଷ୍ଠାନ, ବନ୍ଦ କଲା ୭୦ ଲକ୍ଷ ଭାରତୀୟ ଆକାଉଣ୍ଟ

ନୂଆଦିଲ୍ଲୀ: ହ୍ୱାଟସଆପ୍ ପ୍ରାୟ ୭୧ ଲକ୍ଷ ଭାରତୀୟ ଆକାଉଣ୍ଟ ବନ୍ଦ କରିଦେଇଛି । କମ୍ପାନୀ ଏହି କାର୍ଯ୍ୟାନୁଷ୍ଠାନ ପଲିସି ଉଲଙ୍ଘନ ନେଇ ରିପୋର୍ଟ ପାଇବା ପରେ ଗ୍ରହଣ କରିଛି । କମ୍ପାନୀ ଏହାର ମାସିକ ରିପୋର୍ଟରେ ଏହି…

କଙ୍ଗୋରେ ବଡ଼ ଅଘଟଣ, ନଦୀରେ ଡଙ୍ଗା ବୁଡ଼ିଯିବାରୁ ପ୍ରାଣ ହରାଇଲେ ୮୦ ରୁ ଅଧିକ ଲୋକ

ନୂଆଦିଲ୍ଲୀ: ମଧ୍ୟ ଆଫ୍ରିକାରେ ସ୍ଥିତ କଙ୍ଗୋର ରାଜଧାନୀ କିନ୍ସାସା ନିକଟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଠାରେ ୨୭୦ ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ନଦୀରେ ବୁଡ଼ି ଯାଇଛି । ଏହି ଦୁର୍ଘଟଣାରେ ୮୦ ରୁ ଅଧିକ…

ଏବେ X’ରେ ଦୃଶ୍ୟମାନ ହେବନି ଆପଣଙ୍କର ଲାଇକ୍ସ! ଆସିଲା ନୂଆ ଅପଡେଟ୍

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏବେ ଆପଣ ଯଦି କୌଣସି କଣ୍ଟେଣ୍ଟକୁ ଲାଇକ୍ କରିବେ ତେବେ ତାହା କେବଳ ଆପଣଙ୍କୁ ହିଁ ଦେଖାଯିବ । ପବ୍ଲିକ୍ ଲାଇକ୍ସକୁ ଡିଫଲ୍ଟ ଭାବେ ପ୍ରାଇଭେଟ୍ କରିଦିଆଯାଇଛି । ଫଳରେ…

କୁଏତ୍ ଅଗ୍ନିକାଣ୍ଡ: ଭାରତୀୟଙ୍କ ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି, ୩୦ ଜଣ ଆହତ

ନୂଆଦିଲ୍ଲୀ: କୁଏତରେ ଘଟିଥିବା ବିଲ୍ଡିଂ ଅଗ୍ନିକାଣ୍ଡରେ ପୂର୍ବରୁ ୪ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିବା ସହିତ ୪୧ ଜଣ ଆହତ ହୋଇଥିଲେ । ଆଜି ସକାଳ ସମୟରେ ଘଟିଥିବା ଏହି ଅଗ୍ନିକାଣ୍ଡରେ କୋଠାରି ସମ୍ପୂର୍ଣ୍ଣ ଭାବେ ଜଳି ପୋଡ଼ି…

ପ୍ରଥମ ବିଦେଶ ଯାତ୍ରାରେ କାଲି ଇଟାଲୀ ଗସ୍ତରେ ଯିବେ ମୋଦୀ, ଜି ୭ ସମ୍ମିଳନୀରେ ନେବେ ଭାଗ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପରେ କାଲି ଅର୍ଥାତ୍ ଗୁରୁବାର ପ୍ରଥମ ବିଦେଶ ଯାତ୍ରାରେ ଇଟାଲୀ ଗସ୍ତ କରିବେ । ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା ବୁଧବାର କହିଛନ୍ତି କି…

(Video)କୁଏତ୍‌ରେ ଭୀଷଣ ଅଗ୍ନିକାଣ୍ଡ, ୪ ଭାରତୀୟଙ୍କ ସହିତ ୪୧ ଲୋକ ଜୀବନ୍ତ ଜଳିଗଲେ

କୁଏତ୍‌: ଦକ୍ଷିଣ କୁଏତ୍‌ରେ ଏକ ବିଲ୍ଡିଂରେ ନିଆଁ ଲାଗିଯିବା ଫଳରେ ୪ ଭାରତୀୟଙ୍କ ସହିତ ୪୧ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଅଗ୍ନିକାଣ୍ଡରେ କୋଠାଟି ପୁରା ଜଳିପୋଡି ପାଉଁଶ ହୋଇଯାଇଛି । ଆଜି ସକାଳେ ଏହି ଅଗ୍ନିକାଣ୍ଡ…

WWDC 2024 Roundup: iOS 18, iPadOS 18 ପାଇଁ AI କ୍ଷମତାସମ୍ପନ୍ନ ଫିଚର ଘୋଷଣା କଲା ଆପଲ

ନୂଆଦିଲ୍ଲୀ: ଆପଲ ଶେଷରେ ଆପଲ ଆଇଓଏସ ୧୮, ଆଇପ୍ୟାଡଓଏସ, ମାକଓଏସ ସେକ୍ୟୁଇଆ, ୱାଚଓଏସ୧୧ ଓ ଅନ୍ୟ ଆପଲ ଇଣ୍ଟେଲିଜେନ୍ସ (ଆଇଫୋନ, ଆଇପ୍ୟାଡ ଓ ମାକ ପାଇଁ ଏଆଇ ପିଚର) ଘୋଷଣା କରିଛି । ଏଥିରେ ମଧ୍ୟ ଫଟୋ, ହୋମ ସ୍କ୍ରିମନ,…

ମାଲାୱିର ଉପରାଷ୍ଟ୍ରପତିଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ, ଅନ୍ୟ ୯ଜଣ ମଧ୍ୟ ସାମିଲ, ୨୪ ଘଣ୍ଟା ପରେ ବିମାନର ଧ୍ୱଂସାବଶେଷ ଉଦ୍ଧାର

ଲିଲଙ୍ଗୱେ: ପୂର୍ବ ଆଫ୍ରିକୀୟ ଦେଶର ମାଲାୱିର ଉପରାଷ୍ଟ୍ରପତି ସାଉଲୋସ ଚିଲିମାଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ତାଙ୍କ ସହ ବିମାନରେ ଥିବା ଅନ୍ୟ ୯ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି ।…

ତିବ୍ବତର ୩୦ଟି ସ୍ଥାନର ନାମ ପରିବର୍ତ୍ତନ କରିବ ଭାରତ, ଅରୁଣାଚଳ ପ୍ରଦେଶର ପ୍ରତିଶୋଧ ନେବା ପାଇଁ ଭାରତର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ଦେଶର ୩ୟ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଏଥିମଧ୍ୟରେ ଖବର ଆସୁଛି କି ଅରୁଣାଚଳ ପ୍ରଦେଶରେ ଚୀନର ଗତିବିଧିକୁ ନେଇ ତାଙ୍କରି ଭାଷାରେ କଡ଼ା ଜବାବ ଦେବା ପାଇଁ ସରକାର…

ଅର୍ଶଦୀପଙ୍କ ଉପରେ ଜାତିବାଦୀ ମନ୍ତବ୍ୟ ପାଇଁ କମରାନ୍‌ଙ୍କୁ କଡ଼ା ସମାଲୋଚନା କଲେ ହରଭଜନ

ନୂଆଦିଲ୍ଲୀ: ନ୍ୟୁୟର୍କରେ ଅନୁଷ୍ଠିତ ହୋଇଥିବା 'ଟି-୨୦ ବିଶ୍ୱକପ୍'ରେ ପାକିସ୍ତାନ ବିପକ୍ଷରେ ଭାରତର ୬ରନ୍ ର ରୋମାଞ୍ଚକର ବିଜୟ ପରେ ପାକିସ୍ତାନର ପୂର୍ବତନ ୱିକେଟକିପର କାମରାନ୍ ଅକମଲ ଲାଇଭ୍ ଷ୍ଟ୍ରିମ୍ ରେ ଭାରତୀୟ ବୋଲର…