Browsing Category

ବିଦେଶ

ପ୍ରଥମ ଥର ପାଇଁ ଟି-୨୦ ଅନ୍ତର୍ଜାତୀୟରେ ପାକିସ୍ତାନକୁ ହରାଇ ଇତିହାସ ରଚିଲା ଆୟର୍ଲାଣ୍ଡ

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ପ୍ରଥମ ଥର ପାଇଁ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଇତିହାସ ରଚିଛି। ଡବ୍ଲିନରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡ ପାକିସ୍ତାନକୁ…

(Video): ମୁଁ ଆତ୍ମହତ୍ୟା କରୁନାହିଁ, ମୋତେ କୌଣସି କ୍ଷତି ହେଲେ …, କାହିଁକି Pfizer ହ୍ୱିସିଲବ୍ଲୋଅର ଏପରି କହିଲେ ?

ଲଣ୍ଡନ: ଗତ ସପ୍ତାହ ବୋଇଂର ୨ୟ ହ୍ୱିସିଲବ୍ଲୋଅର(Boeing whistleblower)ଙ୍କ ଦେହାନ୍ତ ପରେ Pfizer whistleblower ମେଲିସା ମେକଏଟି(Melissa McAtee) ଏକ ଭିଡିଓ ଜାରି କରି କହିଛନ୍ତି, ‘ତାଙ୍କୁ କୌଣସି ପ୍ରକାର…

ଆଜି ଆସିପାରେ ବିପଜ୍ଜନକ Solar Storm; ନେଟୱାର୍କ, ଜିପିଏସ୍ ସାଟେଲାଇଟ୍ ଏବଂ ପାୱାର୍ ଗ୍ରୀଡ୍ ହୋଇପାରେ ଠପ୍

ନୂଆଦିଲ୍ଲୀ: ଶୁକ୍ରବାର ଦିନ ମହାକାଶରେ ବହୁତ ଶକ୍ତିଶାଳୀ ସୌର ଝଡ଼ ଆସିବାର ସମ୍ଭାବନା ରହିଛି । ଖବର ଅନୁଯାୟୀ, ଯଦି ଏହି ଝଡ ଆସେ, ତେବେ ଏହା ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଘଟିବ । ଆମେରିକାର ନ୍ୟାସନାଲ ଓସେନିକ୍…

ଚୀନକୁ ଝଟକା ଦେଲେ ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜ୍ଜୁ, ଡ୍ରାଗନ ଜାହଜକୁ ଦେଲେ ନାହିଁ ଅନୁମତି

ନୂଆଦିଲ୍ଲୀ: ଚୀନ ସହ ନିବିଡ ସଂପର୍କ ରଖୁଥିବା ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜ୍ଜୁ ବର୍ତ୍ତମାନ ଚୀନକୁ ହିଁ ଝଟକା ଦେଇଛନ୍ତି । ମାଳଦ୍ୱୀପ ଚୀନର ଗୁପ୍ତଚର ଜାହଜକୁ ଅଟକାଇବା ସହ ତାକୁ ଅନୁମତି ଦେଇନାହିଁ । ଏହାକୁ ହିନ୍ଦ…

Moon-Express : ଚନ୍ଦ୍ରରେ ଟ୍ରେନ୍ ଚଲାଇବ ନାସା, ଏହି ବଡ ପ୍ରୋଜେକ୍ଟ ଉପରେ ଆରମ୍ଭ କରିଦେଇଛି କାମ

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ଚନ୍ଦ୍ରରେ ଅସମ୍ଭବ ପ୍ରକାର ପ୍ରୋଜେକ୍ଟ ସଫଳ ହୋଇଛି । ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ଇସ୍ରୋ ଚନ୍ଦ୍ରଯାନ ୩ର ଅବତରଣ କରାଇ ଏହାର ସବୁଠାରୁ ବଡ ଉଦାହରଣ ଉପସ୍ଥାପନ କରିଛି । ଗତ…

ଭାରତର ଲୋକସଭା ନିର୍ବାଚନରେ ବାଧା ସୃଷ୍ଟି କରିବାକୁ ପ୍ରୟାସ କରୁଛି ଆମେରିକା: ଋଷ

ନୂଆଦିଲ୍ଳୀ: ଦେଶରେ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇସାରିଥିବା ବେଳେ ଆଗକୁ ଆଉ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଭାରତର ଲୋକସଭା ନିର୍ବାଚନରେ…

ପିଓକେ ଭାରତକୁ ଫେରିବା ପ୍ରସ୍ତାବ ଉପରେ ସଂସଦରେ ସମସ୍ତ ରାଜନୈତିକ ଦଳ ସହମତ: ବିଦେଶ ମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ଭାରତକୁ ଫେରିବା ପ୍ରସଙ୍ଗକୁ ନେଇ ବର୍ଷ ବର୍ଷ ଧରି ଚର୍ଚ୍ଚା ଲାଗି ରହିଛି । ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା…

ରୁଷିଆ-ୟୁକ୍ରେନ ଯୁଦ୍ଧରେ ଭାରତୀୟ ଯୁବକଙ୍କୁ ସାମିଲ କରାଇବା ଅଭିଯୋଗରେ ୪ଜଣଙ୍କୁ ଗିରଫ କଲା CBI

ନୂଆଦିଲ୍ଲୀ: ଭାରତୀୟ ଯୁବକଙ୍କୁ ଭଲ ଚାକିରି ଦେଇ ରୁଷିଆ ସେନାରେ ଯୋଗ ଦେବାକୁ ପ୍ରଲୋଭନ ଦେଖାଇଥିବା ମାନବ ଚାଲାଣ ଗ୍ୟାଙ୍ଗ ସହ ସଂପୃକ୍ତ ଥିବା ଅଭିଯୋଗରେ ସିବିଆଇ ୪ ଜଣଙ୍କୁ ଗିରଫ କରିଛି। ସିବିଆଇ ଏକ ବିବୃତିରେ କହିଛି…

(Video) ପାକ୍ ଡିଜି ଆଇଏସପିଆରଙ୍କ ଦାବି ଉପରେ ପ୍ରତିକ୍ରିୟା: ‘ଟାର୍ଗେଟ କିଲିଂରେ ଭାରତର ସମ୍ପୃକ୍ତିର ଅଖଣ୍ଡ ପ୍ରମାଣ’

ନୂଆଦିଲ୍ଲୀ: ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ଆଇଏସ୍ପିଆର୍)ର ମହାନିର୍ଦ୍ଦେଶକ ମେଜର ଜେନେରାଲ୍ ଅହମ୍ମଦ ଶରିଫ ଚୌଧୁରୀଙ୍କ ବୟାନ ପରେ ପାକିସ୍ତାନ ପୁଣି ଥରେ ବିବାଦରେ ଫସିଯାଇଛି। ମେଜର ଜେନେରାଲ ଚୌଧୁରୀ ଦାବି…

(Video) ସମସ୍ତେ ଆଚାର୍ଯ୍ୟ! ହଠାତ୍ ଆକାଶରୁ ହେଲା ମାଛ ବର୍ଷା, ସଡ଼କରେ ଗଦା ହେଲା ଶହ ଶହ ମାଛ

ନୂଆଦିଲ୍ଲୀ: ଅନେକ ସମୟରେ ବର୍ଷା ସମୟରେ ଆକାଶରୁ ହଜାର ହଜାର ସଂଖ୍ୟାରେ କୁଆପଥର ଖସିଥାଏ । ତେବେ ଆକାଶରୁ କେବେ ମାଛ ବର୍ଷା ହେବାର ଖବର ଆପଣମାନେ ଶୁଣିଛନ୍ତି? ଏହାକୁ କେହି ସହଜରେ ବିଶ୍ୱାସ କରିବେ ନାହିଁ । ତେବେ ଏହା…