fbpx
Browsing Category

ବିଦେଶ

ଏହି ଦେଶରେ ଅଚାନକ ରକ୍ତ ପରି ଲାଲ ହୋଇଗଲା ଆକାଶ, ଲୋକମାନେ କହିଲେ ସର୍ବନାଶର ସମୟ ଆସିଗଲା

ନୂଆଦିଲ୍ଲୀ: ବୁଲଗେରିଆରେ ରବିବାର ରାତିରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ସମୟରେ ଏକ ଧ୍ରୁବୀୟ ଜ୍ୟୋତି ବା ଆଲୋକ ବୁଲଗେରିଆ ଆକାଶକୁ ଢାଙ୍କି ଦେଇଥିଲା ଯାହାଫଳରେ ପୁରା ଆକାଶ ଏକ ରକ୍ତନଦୀ ପରି…

ଗାଜାରେ ୟୁଏନର ୮୮ ଜଣ କର୍ମଚାରୀଙ୍କର ମୃତ୍ୟୁ, ଯୁଦ୍ଧରେ ଏହା ଜାତିସଂଘର ସର୍ବାଧିକ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ମିଳିତ ଜାତିସଂଘ କହିଛି ଯେ, ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହାର ୮୮ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଟାଇମ୍ସ ଅଫ୍ ଇସ୍ରାଏଲ୍ ରିପୋର୍ଟ ଅନୁଯାୟୀ, ସୋମବାର ଦିନ ମିଳିତ ଜାତିସଂଘ…

ଯାହା କହିଥିଲା ତାହା କରି ଦେଖାଇଲା ଇସ୍ରାଏଲ: ୨ ଭାଗ ହେଲା ଗାଜା ପଟି

ନୂଆଦିଲ୍ଲୀ : ଇସ୍ରାଏଲ ଓ ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଇତି ମଧ୍ୟରେ ବଡ଼ ଖବର ଆସିଛି ଯେ ଗାଜାକୁ ଇସ୍ରାଏଲ ୨ ଭାଗରେ ଭାଗ କରିଦେଇଛି । ଗାଜା ପଟିକୁ ଦୁଇ ଭାଗରେ ବିଭକ୍ତ କରିଦେବା ଦ୍ୱାରା ହମାସକୁ…

ସାମ୍ବାଦିକଙ୍କ ଲାଗି ସବୁଠୁ ବିପଦପୂର୍ଣ୍ଣ ଏହି ଦେଶ , ୧୭ ମାସ ମଧ୍ୟରେ କରାଗଲାଣି ବହୁ ସାମ୍ବାଦିକଙ୍କୁ ହତ୍ୟା

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲୁଥିବା ଯୁଦ୍ଧରେ ସାଧାରଣ ନାଗରିକଙ୍କ ସହିତ ବହୁ ସାମ୍ବାଦିକଙ୍କ ବି ହତ୍ୟାର ଶିକାର ହୋଇଛନ୍ତି । କିନ୍ତୁ ଆମ ବିଶ୍ୱରେ ଏପରି ଏକ ଦେଶ ରହିଛି ଯେଉଁଠି ବିନା ଯୁଦ୍ଧରେ ବି ବହୁ…

ଗାଜା କ୍ୟାମ୍ପ ଉପରେ ଆକ୍ରମଣ କଲା ଇସ୍ରାଏଲ, ୩୦ ମୃତ

ନୂଆଦିଲ୍ଲୀ: ହାମାସ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ଶନିବାର ବିଳମ୍ବିତ ରାତିରେ କେନ୍ଦ୍ରୀୟ ଗାଜାରେ ଥିବା ଏକ ଶରଣାର୍ଥୀ ଶିବିର ଉପରେ ଆକ୍ରମଣ କରି ୩୦ ରୁ ଅଧିକ ଲୋକଙ୍କୁ ହତ୍ୟା କରିଛି। ଇସ୍ରାଏଲ୍ ସେନା ଏବଂ…

ଏୟାରପୋର୍ଟରେ ଗୁଳିକାଣ୍ଡ: ପ୍ରଭାବିତ ହେଲା ୨୭ଟି ବିମାନ

ନୂଆଦିଲ୍ଲୀ: ଜର୍ମାନୀର ହାମବର୍ଗ ବିମାନବନ୍ଦରରେ ଗୁଳି ଚଳାଇ ଜଣେ କାର୍ ଆରୋହୀ ଆତଙ୍କ ସୃଷ୍ଟି କରିଛନ୍ତି। ଶନିବାର ଦିନ ରାତି ୮ ଟା ସମୟରେ ଜଣେ କାର ଆରୋହୀ ଜବରଦସ୍ତି ବିମାନବନ୍ଦର ପଡିଆରେ ପ୍ରବେଶ କରି ଦୁଇ ରାଉଣ୍ଡ…

Breaking News; ପୁଣି ଭୂମିକମ୍ପରେ ଥରିଲା ନେପାଳ: କାଠମାଣ୍ଡୁରେ ଝଟକା ଅନୁଭୂତ

ନୂଆଦିଲ୍ଲୀ: ନେପାଳରେ ଲାଗି ରହିଛି ଗୋଟିଏ ପରେ ଗୋଟିଏ ଭୂମିକମ୍ପ । ପ୍ରତିଦିନ ଭୂକମ୍ପର ଝଟକାରେ ଥରି ଉଠୁଛି ନେପାଳର ବିଭିନ୍ନ ସହର । ୨ ଦିନ ତଳେ ହୋଇଥିବା ଭୟଙ୍କର ଭୂକମ୍ପରେ ଶହ ଶହ ଜୀବନ ଚାଲିଯାଇଛି । ଏଭଳି ଭୟାନକ…

(Video) ହତ୍ୟାକାଣ୍ଡର ଛାତିଥରା ଭିଡିଓ ସେୟାର କଲା ହମାସ: ଅକ୍ଟୋବର ୭ର ଭୟଙ୍କର ଦୃଶ୍ୟ ଭାଇରାଲ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟାନକ ରୂପ ନେଉଛି । ପ୍ରତିଦିନ ଗୋଳାବାରୁଦର ଶବ୍ଦ ସହିତ ଦେଖିବାକୁ ମିଳୁଛି ଲୋକଙ୍କ ମୃତ୍ୟୁର ତାଣ୍ଡବ । ଉଭୟ ଦେଶର ହଜାର ହଜାର ଲୋକ ଏହି ଯୁଦ୍ଧରେ ବଳି ପଡ଼ୁଛନ୍ତି ।…

ଗିରଫ ହେଲେ ପିଟିଆଇର ପୂର୍ବତନ ନେତା ଫୱାଦ ଚୌଧୁରୀ, ଟ୍ୱିଟ କରି ସୂଚନା ଦେଲେ ସ୍ତ୍ରୀ

ଇସଲାମାବାଦ: ଇମ୍ରାନ ଖାନଙ୍କ ନିକଟତର ପାକିସ୍ତାନୀ ତହରୀକ-ଏ-ଇଂସାଫ (ପିଟିଆଇ)ର ପୂର୍ବତନ ନେତା ଫୱାଦ ଚୌଧୁରୀଙ୍କୁ ଶନିବାର ଦିନ ଗିରଫ କରାଯାଇଛି । ତାଙ୍କ ସ୍ତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି…

ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ଘଟଣାରେ ଆସିଲା ନୂଆ ମୋଡ଼: ବଡ଼ ଅଧିକାରୀଙ୍କ ସମ୍ପୃକ୍ତି ଅଭିଯୋଗ

ନୂଆଦିଲ୍ଲୀ: ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଆସିଲା ନୂଆ ମୋଡ଼ । ନିଜ୍ଜର ହତ୍ୟାଘଟଣାରେ ଭାରତ ଉପରେ ଲାଗିଥିବା ଅଭିଯୋଗରେ ଜଣେ କାନାଡ଼ୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ…