fbpx
Browsing Category

ବିଦେଶ

‘ଉଲଗ୍ନ ଫଟୋ ଦିଅ ନହେଲେ ବମ୍ ପକାଇ ଉଡାଇ ଦେବି’: ଗୋଟିଏ ଧମକରେ ବନ୍ଦ ହେଲା ସ୍କୁଲ, ଏୟାରପୋର୍ଟ, ହସ୍ପିଟାଲ, ସପିଂ ମଲ୍‌

ଓଡିଶା ଭାସ୍କର: ନାବାଳିକା ମାନେ ନଗ୍ନ ଫଟୋ ନ ପଠାଇବାରୁ ବିଭିନ୍ନ ସ୍ଥାନରେ ବୋମା ମାଡ କରିବାକୁ ଧମକ ଦେଇ ଗିରଫ ହେଲା ଯୁବକ । ସ୍କୁଲ ସମେତ ଅନେକ ସାର୍ବଜନୀନ ସ୍ଥାନରେ ୧୫୦ରୁ ଅଧିକ ନକଲି ବୋମା ରଖିଥିବା କଥା କହିବା…

ମହିଳା ସଂରକ୍ଷଣ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ: ଆଇନରେ ପରିଣତ ହେଲା ବିଲ୍

ଓଡିଶା ଭାସ୍କର: ମହିଳା ସଂରକ୍ଷଣ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ଆଇନରେ ପରିଣତ ହେଲା ମହିଳା ସଂରକ୍ଷଣ ବିଲ୍ । 'ନାରୀ ଶକ୍ତି ବନ୍ଦନ' କୁ ମିଳିଲା ମଞ୍ଜୁରୀ ।  ଏହାଦ୍ୱାରା ମହିଳାଙ୍କୁ ଲୋକସଭା ଓ ରାଜ୍ୟସଭାରେ…

(Video) ବ୍ରିଟେନର ଆକାଶରେ ଚମକିଲା ‘ନୀଳ ସୂର୍ଯ୍ୟ’, ରଙ୍ଗର ପରିବର୍ତ୍ତନ ଦେଖି ଲୋକେ ଆଶ୍ଚର୍ଯ୍ୟ : ବୈଜ୍ଞାନିକମାନଙ୍କଠାରୁ ଜାଣନ୍ତୁ…

ନୂଆଦିଲ୍ଲୀ: ବ୍ରିଟେନର ଲୋକଙ୍କ ପାଇଁ ଗୁରୁବାର ସକାଳ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ହୋଇଥିଲା । ଶୋଇକି ଉଠିଲା ପରେ ଲୋକମାନେ ଦିନର ବଦଳିଥିବା ରୂପ ଦେଖିଥିଲେ । ବାସ୍ତବରେ ବ୍ରିଟେନରେ ସୂର୍ଯ୍ୟ 'ନୀଳ' ଦେଖାଗଲା । ଲୋକମାନେ…

ପୁଣି ଭାଇରାଲ ହେଲା ପାକିସ୍ତାନର ଭିଡିଓ, ଲାଇଭ ଚାଲିଥିବା ବେଳେ ଚାପୁଡା-ଗୋଇଠା ମାରିଲେ ନେତା

ଇସଲାମାବାଦ : ରାଜନୈତିକ ବିତର୍କ ସୋରେ ଭାଗ ନେଇଥିବା ଦୁଇ ନେତା ହଠାତ ମାରଧର କରିଥିଲେ । ଅନ୍ୟପଟେ ଲାଇଭ ଚାଲିଥିଲା ଯାହାକୁ ସମସ୍ତେ ଦେଖୁଥିଲେ । ସାମାଜିକ ଗଣମାଧ୍ୟମରେ ଏହି ଘଟଣାଟିଜାୱେଦ ଚୌଧୁରୀଙ୍କ ଦ୍ୱାରା…

ଇଦ୍ ଉତ୍ସବ ବେଳେ ଆତଙ୍କବାଦୀଙ୍କ ବିସ୍ଫୋରଣ: DSPଙ୍କ ସମେତ ୭ ଜଣଙ୍କ ମୃତ୍ୟୁ, ୪୦ ଆହତ

ନୂଆଦିଲ୍ଲୀ: ଏକ ଭୟଙ୍କର ବିସ୍ଫୋରଣରେ ଜଣେ ଡିଏସପିଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ୪୦ ଜଣ ଲୋକ ଏହି ବିସ୍ଫୋରଣରେ ଆହତ ହୋଇଥିବା ଜଣାପଡ଼ିଛି । ବଲୁଚିସ୍ତାନରେ ଦେଖିବାକୁ ମିଳିଛି ଏପରି ଏକ ବଡ଼ ଅଘଟଣ ।…

ବଡ଼ ବିପଦ! ବାଦଲରୁ ପ୍ରଥମଥର ମିଳିଲା ମାଇକ୍ରୋପ୍ଲାଷ୍ଟିକ୍, ବୈଜ୍ଞାନିକମାନେ କଲେ ଆଲର୍ଟ

ଟୋକିଓ: ଜାପାନର ଅନୁସନ୍ଧାନକାରୀମାନେ ଏକ ରିସର୍ଚ୍ଚରେ ଏକ ବଡ଼ ଖୁଲାସା କରିଛନ୍ତି ଯେ ମାଇକ୍ରୋପ୍ଲାଷ୍ଟିକ୍ ଶେଷରେ ମେଘରେ ମିଳିଛି । ଗବେଷକମାନେ ବିଶ୍ୱାସ କରନ୍ତି ଯେ, ଏହା ସାମୁଦ୍ରିକ ପରିବେଶ ଏବଂ ଜଳବାୟୁ…

ଭାରତ-କାନାଡା ବିବାଦ ମଧ୍ୟରେ ବ୍ଲିନକେନଙ୍କ ସହ ଭେଟିଲେ ଜୟଶଙ୍କର, ଏହି ପ୍ରସଙ୍ଗକୁ ନେଇ ହେଲା ଆଲୋଚନା

ନୂଆଦିଲ୍ଲୀ : କାନାଡା ସହିତ ଦ୍ୱିପାକ୍ଷିକ ସଂପର୍କର ତିକ୍ତତା ମଧ୍ୟରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଗୁରୁବାର ଦିନ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିନକେନଙ୍କୁ ଭେଟିଛନ୍ତି। ଏହି ବୈଠକର ଏଜେଣ୍ଡା ସାର୍ବଜନୀନ…

ଆଖିବୁଜା ଗୁଳିମାଡ଼: ଜଣେ ଡାକ୍ତରଙ୍କ ସହ ୨ ସାଧାରଣ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଜିକାଲି ୟୁରୋପରେ ଗୁଳି ଓ ଛୁରାମାଡ଼ ଘଟଣା ବୃଦ୍ଧି ପାଇଛି। ପୁଣି ଥରେ ନେଦରଲ୍ୟାଣ୍ଡ, ୟୁରୋପରେ ଗୁଳିକାଣ୍ଡ ଘଟିଛି ଯେଉଁଥିରେ ତିନି ଜଣ ପ୍ରାଣ ହରାଇଛନ୍ତି। ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି ପୋଲିସ…

US ଯାଉଥିବା ଭାରତୀୟଙ୍କ ପାଇଁ ଖୁସି ଖବର, ଆମେରିକା ଦୂତାବାସ କଲେ କମାଲ

ନୂଆଦିଲ୍ଲୀ : ଆମେରିକାରେ ଭାରତୀୟ ଦ୍ରୃତାବାସ ୧୦ ଲକ୍ଷରୁ ଅଧିକ ଭିସା ଜାରିକରିଛନ୍ତି । ୨୦୨୩ରେ ଏହାର ପରିମାଣ ୨୦୧୯ର ପରିମାଣଠାରୁ ୨୦ ପ୍ରତିଶତ ଅଧିକ । ଆମେରିକା ଦୃତାବାସ ଗୁରୁବାର ଘୋଷଣା କରିଥଲେ ଏହା ସବୁ ରେକର୍ଡ…

‘ହ୍ୟାରି ପୋଟର୍’ ର ‘ଡମ୍ବଲଡୋର’ ସାର୍ ମାଇକେଲ୍ ଗମ୍ବୋନଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ

ନୂଆଦିଲ୍ଲୀ: ହଲିଉଡ ଚଳଚ୍ଚିତ୍ର 'ହ୍ୟାରି ପୋଟର୍'ରେ ଆଲବସ୍ ଡମ୍ବଲଡୋର ଭୂମିକାରେ ଅଭିନୟ କରିଥିବା ଅଭିନେତା ସାର୍ ମାଇକେଲ୍ ଗାମ୍ବନଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖ ଖବର ସାମ୍ନାକୁ ଆସିଛି। ବାସ୍ତବରେ ଅଭିନେତାଙ୍କର…