fbpx
Browsing Category

ବିଦେଶ

ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରୀ ମାସ ଅନ୍ତିମ ସପ୍ତାହରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବ । ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ଏନେଇ ଘୋଷଣା କରିଛନ୍ତି । ନିର୍ବାଚନ ଆୟୋଗ ନିର୍ବାଚନ ମଣ୍ଡଳୀର ସୀମା…

କଠୋର ହେଲା ହିଜାବ ନିୟମ : ଟାଇଟ ପୋଷାକ ପିନ୍ଧି ପାରିବେନି ମହିଳା

ନୂଆଦିଲ୍ଲୀ : ଇରାନରେ ହିଜାବର ନିୟମକୁ କଠୋର କରାଯାଇଛି । ଏଠାରେ ମହିଳାମାନେ ଟାଇଟ ପୋଷାକ ପିନ୍ଧି ପାରିବେ ନାହିଁ । ଏନେଇ ମୌଲବୀଙ୍କ ଦ୍ୱାରା ସଂସଦରେ ବିଲ ପାସ କରାଯାଇଛି । ଏଠାରେ ପୁରୁଷ ଏବଂ ମହିଳା ଉଭୟଙ୍କ ପାଇଁ…

କାନାଡାରେ ପଞ୍ଜାବ ଗ୍ୟାଙ୍ଗଷ୍ଟର ସୁଖା ଡୁନେକେକୁ ହତ୍ୟା: ଆକ୍ରମଣକାରୀମାନେ ମାରିଥିଲେ ୧୫ ଟି ଗୁଳି

ନୂଆଦିଲ୍ଲୀ: ରାତିରେ କାନାଡାର ମୋଗା ଜିଲ୍ଲାର ଦାବିନ୍ଦର ବମ୍ବିହା ଗ୍ୟାଙ୍ଗର ସୁଖଦୁଲ ସିଂ ଓରଫ୍ ସୁଖା ଡୁନେକେକୁ ବୁଧବାର (୨୦ ସେପ୍ଟେମ୍ବର)ରେ ହତ୍ୟା କରାଯାଇଛି । ଏହି ଘଟଣା ଜୁନ୍ ୧୯ ରେ ଆତଙ୍କବାଦୀ ହରଦୀପ ସିଂ…

ନବରାତ୍ରୀ ପୂର୍ବରୁ ବାଙ୍ଗଲାଦେଶ ସରକାରଙ୍କ ବଡ ନିସ୍ପତି, ଭାରତକୁ ରପ୍ତାନୀ କରିବେ ୪୦୦୦ଟନ ଇଲିସି ମାଛ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଧୁମଧାମରେ ପାଳନ ହୋଇଥାଏ ନବରାତ୍ରୀ । ବିଶ୍ୱରେ ସବୁଠାରୁ ବଡ ଏବଂ ଭବ୍ୟ ଭାବରେ ପଶ୍ଚିମବଙ୍ଗରେ ଦୁର୍ଗା ପୂଜା ପାଳନ ହୋଇ ଥାଏ । ଏହି ଉତ୍ସବ ଏଠାରେ ୧୦ ଦିନ ଧରି ଚାଲିଥାଏ । ଏଥି ପାଇଁ…

ପ୍ରଥମ ଥର ଜଣେ ଓଡ଼ିଆ ବୈଜ୍ଞାନିକ ପାଇବେ ସମ୍ମାନଜନକ ‘ନରମାନ ବୋରଲଗ ପୁରସ୍କାର ୨୦୨୩’: ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ବୈଜ୍ଞାନିକ ଡା. ସ୍ୱାତୀ ନାୟକଙ୍କୁ ସମ୍ମାନଜନକ ‘ନରମାନ ବୋରଲଗ ପୁରସ୍କାର ୨୦୨୩’ ମିଳିବ । ଆମେରିକା ସ୍ଥିତ ୱାର୍ଲ୍ଡ ଫୁଡ ପ୍ରାଇଜ ଫାଉଣ୍ଡେସନ (ଆଇଡବ୍ଲ୍ୟୁଏ) ପକ୍ଷରୁ ଏନେଇ ଘୋଷଣା…

ସାଧାରଣତନ୍ତ୍ର ଦିବସ ସମାରୋହକୁ ଜୋ’ ବାଇଡେନଙ୍କୁ ନିମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରି ୨୬ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା ଭାରତର ସାଧାରଣତନ୍ତ୍ର ଦିବସ ସମାରୋହରେ ଅତିଥି ହେବାପାଇଁ ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ଭାରତରେ…

ମହିଳା ସଂରକ୍ଷଣ ବିଲ୍ ଉପରେ ଜାତିସଂଘର ବୟାନ: କହିଲା ବିଶ୍ୱର ଏକ ନମ୍ବର ହେବ ଭାରତ

ନୂଆଦିଲ୍ଲୀ: ସମାନତା କଥା ହେଉ କି ମହିଳା ଅଧିକାର କଥା ହେଉ ରାଜନୀତିରେ ଲିଙ୍ଗ ଭିତ୍ତିକ ସଂରକ୍ଷଣ ଗୁରୁତ୍ୱପୂର୍ଣ୍ଣ। ଭାରତରେ ମହିଳା ସଂରକ୍ଷଣ ବିଲ୍ କୁ ଠିକ୍ ସମୟରେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ରାଜନୈତିକ ଦଳ…

ଡୋନାଲଡ୍ ଟ୍ରମ୍ପଙ୍କ ପୁଅଙ୍କର ଟ୍ୱିଟ: ‘ମୋ ପିତାଙ୍କର ମୃତ୍ୟୁ ହୋଇଯାଇଛି, ମୁଁ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବି’….

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପକୁ ନେଇ ଆସିଛି ଏକ ବଡ଼ ଖବର । ଟ୍ରମ୍ପଙ୍କ ପୁଅଙ୍କର ସୋସିଆଲ ମିଡ଼ିଆ ‘ଏକ୍ସ’ ଆକାଉଣ୍ଟରୁ କ୍ରମାଗତ ଭାବେ ଆପତ୍ତିଜନକ ପୋଷ୍ଟ କରାଯାଉଛି । ତେବେ ତାଙ୍କ…

ଭାରତ-କାନାଡା ବିବାଦ: ଜଷ୍ଟିସ ଟ୍ରୁଡୋଙ୍କ ଅଭିଯୋଗକୁ ମୋହରା କରି ବିଷଭରା କଥା କହିଲା ପାକିସ୍ତାନ

ଓଡ଼ିଶା ଭାସ୍କର: ଭାରତ ବିରୋଧରେ ସବୁବେଳେ ବିଷ ଓଗାଳୁଥିବା ପାକିସ୍ତାନକୁ ପୁଣି ସୁଯୋଗ ମିଳିଛି। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋଙ୍କ ଅଭିଯୋଗକୁ କେନ୍ଦ୍ରକରି ପାକିସ୍ତାନ ଆଉଥରେ ଏପରି ସୁଯୋଗ ପାଇଛି।…

କେବେ ବି ବାଥରୁମରେ ରଖନ୍ତୁ ନାହିଁ ଟୁଥ୍ ବ୍ରସ୍: ଜାଣନ୍ତୁ ଏହା ଦ୍ୱାରା କ’ଣ ହୋଇଥାଏ କ୍ଷତି….

ଓଡ଼ିଶା ଭାସ୍କର: ବଡ଼ ପରିବାର କିମ୍ବା ବାହାରେ ରହୁଥିବା ଲୋକମାନେ ପ୍ରାୟତଃ କମନ୍ ବାଥରୁମ୍ ବ୍ୟବହାର କରନ୍ତି । ସେଠି ସମସ୍ତଙ୍କ ଟୁଥ୍ ବ୍ରସ୍ ସବୁ ଏକାଠି ରଖାଯାଏ, ଯାହା ଅତ୍ୟନ୍ତ ଖରାପ ହୋଇଥାଏ । ଦାନ୍ତ…