fbpx
Browsing Category

ବିଦେଶ

କୋଟି କୋଟି ଲୋକଙ୍କ ଜୀବନ ବଞ୍ଚାଇଲା ଭାରତୀୟ ଟୀକା: ବିଶ୍ୱ ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ କମଲା ହାରିସ୍‌

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାସିଙ୍ଗଟନ୍ ଡିସିରେ ବିଦେଶ ମନ୍ତ୍ରଳାୟ ଦ୍ୱାର ଆୟୋଜିତ ଷ୍ଟେଟ୍ ଲଞ୍ଚରେ ସାମିଲ ହୋଇଥିଲେ । ଏହି ଅବସରରେ ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନୀ…

ପ୍ୟାରିସ ସମ୍ମିଳନୀରେ କାନ୍ଦିଲେ ଶାହବାଜ ସରିଫ: କହିଲେ-‘ଯୁଦ୍ଧ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ଆମକୁ ଖାଇବା ପାଇଁ ମଧ୍ୟ ଲୋନ୍…

ନୂଆଦିଲ୍ଲୀ: ପାକିସ୍ତାନର ଆର୍ଥିକ ସ୍ଥିତି ଏବେ ଏପରି ହୋଇଯାଇଛି ଯେ, ପ୍ୟାରିସ ସମ୍ମିଳନୀରେ ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଋଣ ପାଇଁ ଦେଶମାନଙ୍କୁ ଅପିଲ୍ କରିଛନ୍ତି । ପାକିସ୍ତାନରେ ୨୦୨୨ରେ ଆସିଥିବା…

ବଢ଼ିଲା ମୋଦୀ-ବାଇଡେନଙ୍କ ବନ୍ଧୁତ୍ୱ: ଡିଲ୍ ପରେ ଡିଲ୍ ଫାଇନାଲ, ଭାରତକୁ ମିଳିଲା ୮ଟି ବଡ଼ ବେନିଫିଟ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ପୁଣି ଥରେ ଆମେରିକାରେ ମୋଦୀ ନିଜର ମ୍ୟାଜିକ ଦେଖାଇଛନ୍ତି । ଆମେରିକାର ସାଂସଦମାନେ…

ଟାଇଟନିକ ଦୁର୍ଘଟଣା ନେଇଥିଲା ୧୫୦୦ ଲୋକଙ୍କ ଜୀବନ: କୁହାଯାଉଥିଲା ପାଣି ପଶିଲେ ବି ଜାହାଜ ଜମା ବୁଡ଼ିବନି, ତେବେ ବୁଡ଼ିଲା କାହିଁକି?

ନୂଆଦିଲ୍ଲୀ: ଗତ ୧୮ ତାରିଖରେ ଟାଇଟନିକ ପଣ୍ଡୁବୀର ଧ୍ୱଂସାବଶେଷ ଦେଖିବାକୁ ଯାଇଥିବା ୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଟାଇଟନ ପଣ୍ଡୁବୀ ମାଧ୍ୟମରେ ଯାଇଥିବା ଓସେନଗେଟର ସିଇଓ ଷ୍ଟକଟନ ରଶ, ବ୍ରିଟିଶ ଅରବପତି ହାମିଶ…

ଆମେରିକାରେ ଶୁଭିଲା ‘ମୋଦୀ-ମୋଦୀ’ ନାରା: ମୋଦୀଙ୍କ ଅଟୋଗ୍ରାଫ ନେବାକୁ ସାଂସଦମାନେ ଲଗାଇଲେ ଲାଇନ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଆମେରିକା ଗସ୍ତରେ ଯାଇଥିବା ବେଳେ ସେଠାରେ ସେ ଗତ ୨୨ ତାରିଖରେ ଆମେରିକୀୟ କଂଗ୍ରେସକୁ ସମ୍ବୋଧିତ କରିଥିଲେ । ମୋଦୀ ନିଜର ଭାଷଣ ଅବସରରେ କୋଭିଡ ଟିକରକରଣ,…

ଟାଇଟନିକ ଜାହାଜ ଦେଖିବାକୁ ଯାଇ ଶେଷ ଯାତ୍ରା: ପଣ୍ଡୁବୀରେ ଯାତ୍ରା କରିଥିବା ୫ ଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଟଲାଣ୍ଟିକ ମହାସାଗରେ ଟାଇଟନିକ ପଣ୍ଡୁବୀର ଧ୍ୱଂସାବଶେଷ ଦେଖିବାକୁ ଯାଇଥିବା ସମସ୍ତ ଯାତ୍ରୀଙ୍କୁ ନେଇ ଆସିଛି ଏକ ଦୁଃଖଦ ଖବର । ଟାଇଟନ ପଣ୍ଡୁବୀରେ ଯାତ୍ରା କରିଥିବା ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ।…

“ବିଶ୍ୱ ଶାନ୍ତି ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଭାରତ, ଆମେରିକା ପ୍ରତିଶ୍ରୁତିବଦ୍ଧ”: ହ୍ୱାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ: ତିନି ଦିନିଆ ଆମେରିକା ରାଜ୍ୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହ୍ୱାଇଟ୍ ହାଉସ୍‌ରେ ଭବ୍ୟ ସ୍ୱାଗତ କରାଯାଇଛି। ଏଠାରେ ସେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଦ୍ୱିପାକ୍ଷିକ ବୈଠକ…

ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍‌କୁ ମିଳିତ ଅଭିଯାନ କରିବେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା, ହ୍ୱାଇଟ୍ ହାଉସ୍ କଲା ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ମଧ୍ୟରେ ଭାରତ ପାଇଁ ବଡ଼ ଘୋଷଣା ଜାରି ରହିଛି । ଏହାରି ମଧ୍ୟରେ ଖବର ଆସିଛି ଯେ, ୨୦୨୪ରେ ଭାରତ ଏବଂ ଆମେରିକା ମିଳିତ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ…

ଭାରତ ଓ ବ୍ରିଟେନ୍ ସଂପର୍କରେ ଇଣ୍ଡିଆନ୍ ଗ୍ଲୋବାଲ ଫୋରମର ଭୂମିକାକୁ ଜୋରଦାର ପ୍ରଶଂସା କଲେ ଋଷି ସୁନକ, କହିଲେ ଏହା ଦୁଇ ଦେଶର ଅର୍ଥନୀତିକୁ…

ନୂଆଦିଲ୍ଲୀ:ବ୍ରିଟେନ୍ ପ୍ରଧାନମନ୍ତ୍ରୀ ୠଷି ସୁନକ ଭାରତ -ବ୍ରିଟେନ୍ ସଂପର୍କରେ ଇଣ୍ଡିଆନ୍ ଗ୍ଲୋବାଲ ଫୋରମର ଭୂମିକାକୁ ଜୋରଦାର ପ୍ରଶଂସା କରିଛନ୍ତି । ଇଣ୍ଡିଆନ୍ ଗ୍ଲୋବାଲ ଫୋରମ ଫ୍ଲାଗସିପ୍ ରେ ଆଗକୁ ଆୟୋଜିତ ହେବାକୁ…

ପ୍ରସିଦ୍ଧ କୋରିଆନ୍ ଗାୟକ ଚୋଇ ସୁଙ୍ଗ ବୋଙ୍ଗଙ୍କ ପରଲୋକ: ମାତ୍ର ୩୩ ବର୍ଷ ବୟସରେ ଦୁନିଆରୁ ଚାଲିଗଲେ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ପ୍ରସିଦ୍ଧ କୋରିଆନ୍ ଗାୟକ ଚୋଇ ସୁଙ୍ଗ ବୋଙ୍ଗଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ଚୋଇଙ୍କୁ ମାତ୍ର ୩୩ ବର୍ଷ ବୟସ ହୋଇଥିଲା । ଗତ ୨୦ ତାରିଖ ସକାଳେ…