fbpx
Browsing Category

ବିଦେଶ

PSG ର ଅନୁମତି ବିନା ସାଉଦି ଯିବା ପାଇଁ କ୍ଲବକୁ କ୍ଷମା ମାଗିଥିଲେ ମେସି , ନିଲମ୍ବନକୁ ନେଇ ବଦଳିବ କି କ୍ଳବର ନିଷ୍ପତ୍ତି ?

ନୂଆଦିଲ୍ଲୀ: କ୍ଲବ୍ ର ବିନା ଅନୁମତିରେ ସାଉଦି ଆରବ ଯାତ୍ରା କରିଥିବାରୁ ଆର୍ଜେଣ୍ଟିନା ଏବଂ ପ୍ୟାରିସ୍ ସେଣ୍ଟ-ଜର୍ମାନ (PSG) ତାରକା ଫୁଟବଲର୍ ଲିଓନେଲ ମେସି କ୍ଷମା ମାଗିଛନ୍ତି। ନିକଟରେ ମେସି ତାଙ୍କ ପତ୍ନୀ ଏବଂ…

ସହରକୁ ଗ୍ରାସ କରିବାକୁ ଆଁ କରୁଛି ବଡ଼ ବଡ଼ ଗାତ; ୭୦,୦୦୦ ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ସହର ଖୁବ ଶୀଘ୍ର ମାଟିରେ ମିଶିବ !

ନୂଆଦିଲ୍ଲୀ: ପ୍ରକୃତିର ବିକଟାଳ ଦୃଶ୍ୟ ଆମେ ସମସ୍ତେ ଦେଖିଛନ୍ତି। ଆଉ ବହୁତ ଭଲ ଭାବରେ ଆମକୁ ଜଣା ଅଛି ସମୟ ଆସିଲେ ପ୍ରକୃତି କିଭଳି ଦାଉ ସାଜି ପାରେ। ତେବେ ଏହି ଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ୭୦,୦୦୦…

ଦୋହା ଡାଇମଣ୍ଡ ଲିଗରେ ନୀରଜ ଚୋପ୍ରା ଦମଦାର ପ୍ରଦର୍ଶନ, ଟାଇଟଲ ଜିତିବା ସହ ପୂର୍ବ ପରାଜୟର ନେଲେ ପ୍ରତିଶୋଧ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ଜାଭେଲିନ୍ ଥ୍ରୋଅର ନୀରଜ ଚୋପ୍ରା ଫିଟ୍ ହେବା ପରେ ଏକ ନୂତନ ୭ଜଣ ସିଜନ ଆରମ୍ଭ କରିଛନ୍ତି। ଦୋହା ଡାଇମଣ୍ଡ ଲିଗରେ ନୀରଜ ଭଲ ପ୍ରଦର୍ଶନ କରିବା ସହିତ ଏଠାରେ ବିଜୟ ମୁକୁଟ ପିନ୍ଧିଥିଲେ। କତାରର…

ମାଉଣ୍ଟ ଏଭରେଷ୍ଟରୁ ରାତିରେ ଆସୁଛି ଭୟଙ୍କର ଶବ୍ଦ: ଶହ ଶହ କିମି ଦୂର ପର୍ଯ୍ୟନ୍ତ ଶୁଭୁଛି, ଏହି ରହସ୍ୟ ନେଇ କ’ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ୨୯,୦୨୯ ଫୁଟ ବା ୮,୮୪୮ ମିଟର ଅଟେ । ମାଉଣ୍ଟ ଏଭରେଷ୍ଟରେ ଚଢ଼ିବା ଏତେ ସହଜ କଥା ନୁର୍ହେ । ବର୍ତ୍ତମାନ ସୁଦ୍ଧା ଏହି ପର୍ବତକୁ ୩୦୦ରୁ ଅଧିକ ଲୋକ…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଡ଼ ଘୋଷଣା: ଗ୍ଲୋବାଲ ମହାମାରୀ ତାଲିକାରୁ ହଟିଲା କରୋନା

ନୂଆଦିଲ୍ଲୀ: ଦୀର୍ଘ ତିନି ବର୍ଷରୁ ଅଧିକ ସମୟ ଧରି କରୋନା ଭାଇରସ୍ ସାରା ବିଶ୍ୱକୁ ତା’ର ମାୟାଜାଲରେ କବଳିତ କରି ରଖିଛି । ଏହା ମଧ୍ୟରେ କରୋନାର ଏକାଧିକ ସବଭାରିଆଣ୍ଟ ସୃଷ୍ଟି ହେବା ସହ ତାହା ଲୋକଙ୍କ ମଧ୍ୟରେ ଆଶଙ୍କା…

ବୈଜ୍ଞାନିକଙ୍କ ୬୦ ବର୍ଷର ସଂଘର୍ଷର ଅନ୍ତ: ବିଶ୍ୱର ପ୍ରଥମ RSV ଭ୍ୟାକ୍ସିନକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଦୀର୍ଘ ବର୍ଷର ଅନବରତ ପ୍ରୟାସ ପରେ ଶେଷରେ ବୈଜ୍ଞାନିକମାନେ ପାଇଛନ୍ତି ବଡ଼ ସଫଳତା । ପାଖାପାଖି ୬୦ ବର୍ଷ ପରେ ରେସପିରେଟୋରି ସିନସିଟିଆଲ ଭାଇରସ (ଆରଏସଭି) ଭ୍ୟାକ୍ସିନକୁ ମଞ୍ଜୁରୀ ମିଳିଛି । ଆମେରିକାର ଫୁଡ୍…

ବିବାହ ନ କରି ସାଙ୍ଗ ହୋଇ ରହିଲେ ୩୫ ବର୍ଷ, ଏବେ ୬୦ ବର୍ଷରେ କରିବାକୁ ଯାଉଛନ୍ତି ବିବାହ

ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ବୟଷ୍କ ବ୍ୟକ୍ତିଙ୍କ ଲଭ ଷ୍ଟୋରୀ ଭାଇରାଲ ହେବାରେ ଲାଗିଛି । ୩୫ ବର୍ଷ ସାଙ୍ଗ ହୋଇ ରହିବା ପରେ ଏବେ ୬୦ ବର୍ଷରେ ବିବାହ କରିବାକୁ ଯାଉଛନ୍ତି । ତାଙ୍କ କହିବା ଅନୁସାରେ ବୟସ…

ଦୁନିଆରେ ପ୍ରଥମ ଥର ପାଇଁ ଡାକ୍ତରମାନେ କଲେ ଚମତ୍କାର, ମାତୃ ଗର୍ଭରେ ଥିବା ଶିଶୁର ହେଲା ମସ୍ତିଷ୍କ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ସଫଳ ହେଲା ବିରଳ ଅପରେସନ, ବିଶ୍ୱରେ ପ୍ରଥମ ଥର ପାଇଁ ଡାକ୍ତରଙ୍କ ଏକ ଟିମ୍ ମାତୃ ଗର୍ଭରେ ବଢୁଥିବା ଶିଶୁର ମସ୍ତିଷ୍କ ଅସ୍ତ୍ରୋପଚାର କରିଛନ୍ତି। ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ ଏଭଳି ଅପରେସନ ପ୍ରଥମ ଥର…

SCO meeting: ଭାରତରେ ପହଞ୍ଚିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜାରଦାରୀ, କହିଲେ-ଗଠନମୂଳକ ଆଲୋଚନା ପାଇଁ ପ୍ରସ୍ତୁତ

ଗୋଆ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ଗୁରୁବାର ଆସି ଭାରତରେ ପହଞ୍ଚିଛନ୍ତି । ଗୋଆରେ ୪ ଏବଂ ୫ ମେରେ ହେବାକୁ ଥିବା ସାଂଘାଇ କର୍ପୋରେସନ୍ ସଂଗଠନ (ଏସସିଓ) ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଭାଗ…

ଋଷ-ୟୁକ୍ରେନ ଯୁଦ୍ଧ ; କ୍ରେମଲିନ୍ ଉପରେ ଆକ୍ରମଣ ପରେ ରକ୍ତ ମୁଖା ରଷିଆ, ୨୪ଟି ଡ୍ରୋନ୍ ଆକ୍ରମଣରେ ୨୧ ମୃତ

ନୂଆଦିଲ୍ଲୀ : ଋଷ-ୟୁକ୍ରେନ ଯୁଦ୍ଧ ବର୍ତ୍ତମାନ ବିପଜ୍ଜନକ ରୂପ ନେଉଛି। କ୍ରେମଲିନ୍ ଉପରେ ଡ୍ରୋନ୍ ଆକ୍ରମଣ ପରେ ଏବେ ରକ୍ତମୁଖା ହୋଇଛି ରଷିଆ । ରୁଷ ସେନା ପ୍ରତିଶୋଧ ପରାୟଣ ହୋଇ ସାରା ରାତି ୟୁକ୍ରେନ୍ ଉପରେ ଗୁଳି ବର୍ଷା…