fbpx
Browsing Category

ବିଦେଶ

ବିଶ୍ୱ ବ୍ୟାଙ୍କର ନୂଆ ସଭାପତି ହେଲେ ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗା

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଙ୍କର ନୂତନ ସଭାପତି ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ମାଷ୍ଟରକାର୍ଡ ସିଇଓ ଅଜୟ ବାଙ୍ଗା। ଅଜୟ ବାଙ୍ଗାଙ୍କୁ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ମନୋନୀତ କରିଥିଲେ। ବିଶ୍ୱ ବ୍ୟାଙ୍କର…

Video: ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବାକୁ ଉଦ୍ୟମ କଲା ୟୁକ୍ରେନ: ଗମ୍ଭୀର ଅଭିଯୋଗ ଲଗାଇଲା ଋଷିଆ

ନୂଆଦିଲ୍ଲୀ: ଋଷ ଆଜି ଅଭିଯୋଗ କରିଛି ଯେ, ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ହତ୍ୟା ଉଦ୍ୟମ କରିଛି । ଋଷ ଦାବି କରିଛି ଯେ, ୟୁକ୍ରେନ୍ ଦ୍ୱାରା ଲଞ୍ଚ କରାଯାଇଥିବା ଦୁଇଟି ଡ୍ରୋନ୍ ଖସାଇ ଦିଆଯାଇଛି। ଋଷ…

ମାଛ ଧରିବାକୁ ଯାଇ ନିଖୋଜ ଥିଲେ ବ୍ୟକ୍ତି, ଦୁଇଟି କୁମ୍ଭୀର ପେଟରୁ ବାହାରିଲା ଖଣ୍ଡବିଖଣ୍ଡିତ ମୃତଦେହ

ନୂଆଦିଲ୍ଲୀ : ଜଣେ ବ୍ୟକ୍ତି ମାଛ ଧରିବାକୁ ଯାଇ ନିଖୋଜ ଥିଲେ । ଯେତେ କୋଜା ଖୋଜି କଲେ ମଧ୍ୟ କୌଣସି ପତ୍ତା ମିଳିଲାନାହିଁ । କିନ୍ତୁ ହଠାତ୍ ଦିନେ ତାଙ୍କର ପତ୍ତା ମିଳିଲା । ଦୁଇଟି କୁମ୍ଭୀର ପେଟରୁ ତାଙ୍କ ଖଣ୍ଡ…

ସମ୍ପର୍କ ବଜାୟ ରଖିବାରେ ଟପରେ ରହିଛି ଭାରତ, ଏହି ଦେଶରେ ହୋଇଛି ଅଧିକ ଛାଡ଼ପତ୍ର: ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ: ପାରିବାରିକ ବ୍ୟବସ୍ଥା ଏବଂ ମୂଲ୍ୟବୋଧକୁ ବଜାୟ ରଖୁଥିବା ଦେଶମାନଙ୍କ ମଧ୍ୟରେ ସମ୍ପର୍କ ବଞ୍ଚାଇବାରେ ଭାରତ ବିଶ୍ୱରେ ଟପରେ ରହିଛି । ଭାରତରେ ଛାଡପତ୍ର ମାମଲା ମାତ୍ର ୧ ପ୍ରତିଶତ ଥିବାବେଳେ ଅନେକ ଦେଶ ଅଛି…

ମଙ୍ଗଳ ଗ୍ରହରେ ଆଶାଠାରୁ ଅଧିକ ରହିଛି ପାଣି, ଜୁରୋଙ୍ଗ ଦେଲା ପ୍ରମାଣ

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ଆଶା କରାଯାଉଥିବା ଠାରୁ ଅଧିକ ପାଣି ଥିବା ପ୍ରମାଣ ମିଳିଛି । ଜୁରୋଙ୍ଗ ନାମକ ଚୀନର ମାର୍ସ ରୋଭର ଏହି ଦିଗରେ ନୂଆ ସୂଚନା ଦେଇଛି । 'ବିଜ୍ଞାନ ଆଡଭାନ୍ସ' ପତ୍ରିକାରେ ପ୍ରକାଶିତ ଏହି ନୂଆ…

ବକିଙ୍ଗହମ୍ ପ୍ୟାଲେସ ପ୍ରତି ବିପଦ! ବନ୍ଧୁକ ସହ ଗିରଫ ହେଲେ ଜଣେ ବ୍ୟକ୍ତି, ରାଜପ୍ରସାଦକୁ କରାଗଲା ସିଲ୍

ଲଣ୍ଡନ: ବକିଙ୍ଗହମ୍ ପ୍ୟାଲେସ୍ ବାହାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବ୍ୟକ୍ତି ଜଣକ ରାଜପ୍ରାସାଦ ନିକଟରେ କିଛି ସନ୍ଦେହଜନକ ବନ୍ଧୁକ ଫୋପାଡିଥିଲେ। ସେ ଲଣ୍ଡନର ବକିଙ୍ଗହମ୍…

ଲିଷ୍ଟେରିଆ ଭୟ: ବଜାରରୁ ବିପୁଳ ମାତ୍ରାରେ ପ୍ରଡକ୍ଟ ଫେରାଇ ନେଲା କାଡବରୀ, କିଣିଥିଲେ ନଖାଇବାକୁ ପରାମର୍ଶ

ନୂଆଦିଲ୍ଲୀ: ଲିଷ୍ଟେରିଆ ଭୟରେ ବ୍ରିଟେନ୍ ବଜାରରୁ ବିପୁଳ ମାତ୍ରାରେ ପ୍ରଡକ୍ଟ ଫେରାଇ ନେଇଛି କାଡବରୀ ଚକୋଲେଟ । ଏହା ସହିତ ଏହି ବ୍ୟାଚ୍‌ର ପ୍ରଡକ୍ଟ କିଣିଥିବା ଲୋକମାନଙ୍କୁ ମଧ୍ୟ ସତର୍କ କରି ଦିଆଯାଇଛି ଏବଂ ଏହାକୁ…

Video : ଧୂଳି ଝଡ଼ ଯୋଗୁଁ ପବନରେ ଉଡ଼ିଲା କାର, ୧୦୦ଟି ଗାଡି ପରସ୍ପର ମଧ୍ୟରେ ଧକ୍କା, ୬ ଜଣଙ୍କର ମୃତ୍ୟୁ

ୱାଶିଂଟନ୍: ସୋମବାର ଦିନ ଆମେରିକାରେ ଧୂଳି ଝଡ଼ ହଇଚଇ ସୃଷ୍ଟି କରିଥିଲା। ଏଥି ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ଧୂଳି ଝଡ଼ ଯୋଗୁଁ ଆମେରିକାର ରାଜପଥରେ କିଛି ଦେଖା ନ ଯିବାରୁ ପ୍ରାୟ ୧୦୦ ଟି ଗାଡି…

ନୂଆ ଟେକନିକ: ମହିଳାଙ୍କୁ ଗର୍ଭବତୀ କଲା ରୋବୋଟ, IVF ପ୍ରକ୍ରିୟାରେ ଜନ୍ମନେଲେ ୨ ଜଣ ଶିଶୁ

ନୂଆଦିଲ୍ଲୀ: ଦିନକୁ ଦିନ ବିଜ୍ଞାନ ଆଗକୁ ବଢ଼ିବାରେ ଲାଗିଛି । ଅସମ୍ଭବକୁ ସମ୍ଭବ କରିବା ନିମନ୍ତେ ବୈଜ୍ଞାନିକମାନେ କ୍ରମାଗତ ପ୍ରୟାସ ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ବିଜ୍ଞାନ ଆଉ ଦୁଇ ପାଦ ଆଗକୁ ଅଗ୍ରଗତି କରିଛି ।…

ୟୁକ୍ରେନ ସହିତ ଯୁଦ୍ଧରେ ଋଷ୍ ସହିଛି ବହୁତ କ୍ଷତି ! ୫ ମାସରେ ହରାଇଛି ୨୦ ହଜାର ସୈନିକ , ଲକ୍ଷାଧିକ ଆହତ

ୱାଶିଂଟନ୍ : ୟୁକ୍ରେନ ସହିତ ରଷିଆର ଘମାଘୋଟ୍ ଯୁଦ୍ଧ ଚାଲିଛି । ଯେତିକି କ୍ଷତି ୟୁକ୍ରେନ୍ ସହିଛି ସେତିକି ମଧ୍ୟ ରଷିଆ ସହିଛି । ଡିସେମ୍ବର ୨୦୨୨ ରୁ ବର୍ତ୍ତମାନ ପର‌୍ୟ୍ୟନ୍ତ ଅର୍ଥାତ୍ ଗତ ୫ ମାସ ମଧ୍ୟରେ ରଷିଆ ୨୦,୦୦୦…