fbpx
Browsing Category

ବିଦେଶ

ପୁଞ୍ଚ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନକୁ ମାଡ଼ିବସିଛି ଚିନ୍ତା: ଭାରତ କରିପାରେ ସର୍ଜିକାଲ ଷ୍ଟ୍ରାଇକ୍

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ଉପରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ କରିବାକୁ ଯାଉଛି କି? ପାକିସ୍ତାନର ପୂର୍ବତନ କୂଟନୀତିଜ୍ଞ ଅବଦୁଲ ବାସିତ ମଧ୍ୟ ସମାନ କଥା କହିଛନ୍ତି । ସେ କହିଛନ୍ତି ଯେ ପୁଞ୍ଚ ଆତଙ୍କବାଦୀ ଆକ୍ରମଣ…

(Video) ହେ ଭଗବାନ ! କାମ କରୁ କରୁ ମେସନ ଭିତରେ ସମ୍ପୂର୍ଣ୍ଣ ଚାପି ହେଇଗଲେ ମହିଳା, ଭିଡ଼ିଓ ଦେଖିଲେ ଥରି ଉଠିବ ହୃଦୟ

ନୂଆଦିଲ୍ଲୀ: ପ୍ରତିଦିନ କାରଖାନାଗୁଡ଼ିକରେ ବିପୁଳ ପରିମାଣର ଉତ୍ପାଦ ପ୍ରସ୍ତୁତ କରାଯାଏ, ଯାହା ଅଧିକାଂଶ ଲୋକଙ୍କ ପାଇଁ ରୋଜଗାରର ଉତ୍ସ ମଧ୍ୟ ହୋଇଥାଏ। ବହୁତ ଲୋକ ପ୍ରତିଦିନ ମେସନ ସହିତ କାମ କରନ୍ତି । ଏଥି ସହିତ,…

ଏଣିକି ଆଲୋକର ପର୍ବ ପାଳିବ ଆମେରିକା ; ଦୀପାବଳୀ ପାଇଁ ଜାତୀୟ ଛୁଟି ଘୋଷଣା…

ନୂଆଦିଲ୍ଲୀ : ଭାରତର ଅନେକ ପର୍ବ ବିଦେଶରେ ପାଳନ କରାଯାଏ । କିନ୍ତୁ ଏଥିପାଇଁ କୌଣସି ବିଧିବଦ୍ଧ ଭାବେ ସେହି ଦିନକୁ ଛୁଟି ଘୋଷଣା କରାଯାଏ ନାହିଁ । କିନ୍ତୁ ଏବେ ଭାରତର ଆଲୋକ ପର୍ବ ପାଇଁ ଆମେରିକା ଛୁଟି ଘୋଷଣା କରିଛି ।…

ପୁଣି ଥରେ ଅଡୁଆରେ ପଡିଲେ ଟ୍ରମ୍ପ, ଆଡଲ୍ଟ ଷ୍ଟାରଙ୍କ ପରେ ଏବେ ପୂର୍ବତନ ସ୍ତମ୍ଭକାର ଲଗାଇଲେ ଗଣ ଦୁଷ୍କର୍ମ ଅଭିଯୋଗ

ନ୍ୟୁୟର୍କ: ଆମେରିକାରେ ଆସନ୍ତା ବର୍ଷ ପାଇଁ ରାଷ୍ଟ୍ରପତି ପଦରେ ନିର୍ବାଚନ ହେବାକୁ ଯାଉଛି । ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂନର୍ବାର ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ହେଲେ ଏହା ପୂର୍ବରୁ…

ମା’ ଶବ୍ଦରେ କଳଙ୍କ ; ଭଜନ ଗାଇବାରୁ ୨ ବର୍ଷର ଶିଶୁକୁ ହତ୍ୟା କଲା, ପରେ ଉଲଗ୍ନ ହୋଇ ଖାଇଲା କଲିଜ ଓ ଅନ୍ତନଳୀ

ନୂଆଦିଲ୍ଲୀ : ଜଣେ ମା ନିଜ ସନ୍ତାନ ପାଇଁ ଦୁନିଆ ସହ ଲଢିପାରେ । ଛୁଆ ଉପରକୁ ଟିକେ ବିପଦ ଆସିଲେ କାହାକୁ ଛାଡେନି । କିନ୍ତୁ ଏହି ମା ଶବ୍ଦରେ କଳଙ୍କ ଲାଗିଛି । ଜଣେ ମା ଏଭଳି କିଛି କାଣ୍ଡ କରିଛି ଯାହା ପର ଠାରୁ ତାକୁ…

(video)‘ଭାରତ ମାତା କି ଜୟ’, ‘ମୋଦୀ ଜିନ୍ଦବାଦ୍’ ସ୍ଲୋଗାନରେ କମ୍ପୁଛି ଦିଲ୍ଲୀ ଏୟାରପୋର୍ଟ, ସୁଦାନରୁ ଫେରିବାପରେ ସବୁ ଭାରତୀୟଙ୍କ ମୁହଁରେ…

ନୂଆଦିଲ୍ଲୀ : ସୁଦାନରେ ଫସି ରହିଥିବା ଭାରତୀୟ ମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଅପରେସନ କାବେରୀ ଆରମ୍ଭ କରିଛନ୍ତି । ବୁଧବାର ସନ୍ଧ୍ୟା ସୁଦ୍ଧା ୩୬୦ ଜଣଙ୍କୁ ଭାରତ ଫେରାଇଅଣାଯାଇଛି । ତେବେ ସୁଦାନ ଫେରନ୍ତାେ…

ନାକରେ ଆଙ୍ଗୁଠି ପୂରାଇଲେ ଶ୍ରବଣ ଶକ୍ତି ପ୍ରଭାବିତ ହେବ! ନାକ ଦେଇ ବ୍ରେନରେ ପହଞ୍ଚିଯିବ ବ୍ୟାକ୍ଟେରିଆ, ଡିମେନ୍ସିଆ ଓ ଅଲଝେଇମର ରୋଗର ଆଶଙ୍କା…

ନୂଆଦିଲ୍ଲୀ: ଆମମାନଙ୍କ ମଧ୍ୟରେ ଏପରି କିଛି ଲୋକ ଥାଆନ୍ତି, ଯେଉଁମାନଙ୍କର ଅନେକ କୁଅଭ୍ୟାସ ରହିଥାଏ । ତେବେ ସେହି ଖରାପ ଅଭ୍ୟାସଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ନାକରେ ଆଙ୍ଗୁଠି ଭର୍ତ୍ତି କରିବା । କିଛି ଲୋକ କଥା…

ଭାରତ ଓ ସିଙ୍ଗାପୁର ମିଳିତ ଭାବେ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ କାର୍ଯ୍ୟ କରିବେ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନୂଆ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଆଧାରରେ ଦେଶର ଯୁବବର୍ଗଙ୍କ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଏହି…

ଡାକ୍ତରଙ୍କ ଭୁଲ ପାଲଟିଲା ଅଭିଶାପ! ୧୧ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କ ପେଟରେ ରହିଗଲା ଛୁଞ୍ଚି ଓ ସୂତା

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ ଏପରି କିଛି ଅଜବ ଘଟଣା ଘଟିଥାଏ, ଯାହାକୁ କି କେହି ସହଜରେ ବିଶ୍ୱାସ କରିପାରନ୍ତି ନାହିଁ । ଜଣେ ମହିଳାଙ୍କ ପେଟ ଭିତରୁ ଛୁଞ୍ଚି ଓ ସୂତା ବାହାରିବା ଘଟଣା ଏବେ ବଡ଼ ଚର୍ଚ୍ଚାର ବିଷୟ…

ଗଞ୍ଜେଇ ଚୋରା ଚାଲାଣ ପାଇଁ ସିଙ୍ଗାପୁର ଭାରତୀୟ ମୂଳ ବ୍ୟକ୍ତିଙ୍କୁ ଫାଶୀ, ବ୍ରିଟିଶ ବ୍ୟବସାୟୀ କହିଲେ- ‘ଏଠାରେ ଭୁଶୁଡ଼ି ପଡ଼ିଛି…

ନୂଆଦିଲ୍ଲୀ: ସିଙ୍ଗାପୁରରେ ଗଞ୍ଜେଇ ଚାଲାଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ଫାଶୀ ଦଣ୍ଡ ଦିଆଯାଇଛି । ଏହି ବ୍ୟକ୍ତି ଜଣଙ୍କର ନାମ ତଙ୍ଗରାଜୁ ସୁପୈୟା ଅଟେ ଏବଂ ସେ ଜଣେ ଭାରତୀୟ ମୂଳ ବାସିନ୍ଦା ଥିଲେ କିନ୍ତୁ ତାଙ୍କର…