fbpx
Browsing Category

ବିଦେଶ

Video: ଆମେରିକାରେ ଭୟଙ୍କର ଘୂର୍ଣ୍ଣିବଳୟର ତାଣ୍ଡବ ଦୃଶ୍ୟ, ୨୧ ମୃତ, ଅନେକ ଆହତ

ୱାଶିଂଟନ: ଆମେରିକାରେ ପୁଣି ଥରେ ଏକ ଭୟଙ୍କର ଘୂର୍ଣ୍ଣିବଳୟ ହଇଚଇ ସୃଷ୍ଟି କରିଛି। ଶୁକ୍ରବାର ଏବଂ ଶନିବାର ପ୍ରାରମ୍ଭରେ ଦେଶର ଦକ୍ଷିଣ ଏବଂ ମଧ୍ୟ-ପଶ୍ଚିମ ଭାଗରେ ପ୍ରବଳ ଘୂର୍ଣ୍ଣିବଳୟରେ ଅତି କମରେ ୨୧ ଜଣଙ୍କର ମୃତ୍ୟୁ…

ପାକିସ୍ତାନରେ ଆକାଶ ଛୁଆଁ ଦରଦାମ, କଦଳୀ ଡର୍ଜନ ୨୫୦ ଟଙ୍କା, ୮୦୦ ଟଙ୍କାରେ ମିଳୁଛି ଲେମ୍ବୁ

ଇସଲାମାବାଦ: ପାକିସ୍ତାନରେ ଦରଦାମ ଏତେ ପରିମାଣରେ ବଢିଯାଇଛି ଯେ, ସାଧାରଣ ଲୋକେ କିପରି ଜୀବନ ଅତିବାହିତ କରିବେ ତାହା ଚିନ୍ତାର ବିଷୟ ପାଳଟିଛି । ପେଟ୍ରୋଲ ଠାରୁ ନେଇ ଖାଦ୍ୟ ପେୟ ପର୍ଯ୍ୟନ୍ତ ସମସ୍ତ ଦର ଆକାଶ ଛୁଇଁଛି ।…

ଆମେରିକାର ଏହି ରାଜ୍ୟ ହିନ୍ଦୁଫୋବିୟା ବିରୋଧରେ ପାରିତ କଲା ସଂକଳ୍ପ

ନୂଆଦିଲ୍ଲୀ: ଆମେରିକାର ଜର୍ଜିଆ ବିଧାନସଭାରେ ହିନ୍ଦୁଫୋବିଆ(ହିନ୍ଦୁମାନଙ୍କ ପ୍ରତି କ୍ରୂରତା)କୁ  ନିନ୍ଦା କରି ଏକ ସଂକଳ୍ପ ପାରିତ କରାଯାଇଛି। ଏହା କରିବାରେ ଆମେରିକାର ପ୍ରଥମ ରାଜ୍ୟ। ହିନ୍ଦୁଫୋବିୟା ଏବଂ ହିନ୍ଦୁ…

ବେଆଇନ ଭାବେ ଆମେରିକାରେ ପ୍ରବେଶ କରିବାକୁ ଉଦ୍ୟମ, କାନାଡା ସୀମାରେ ଭାରତୀୟଙ୍କ ସମେତ ୮ ଜଣ ପ୍ରବାସୀ ମୃତ

ନୂଆଦିଲ୍ଲୀ: କାନାଡାରୁ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ କାନାଡ଼ା- ଆମେରିକା ସୀମାରେ ଜୀବନ ହରାଇଲେ ୪ ଭାରତୀୟ। ସେଣ୍ଟ ଲରେନ୍ସ ନଦୀରେ ବୁଡ଼ିଯିବା ପରେ ଗୋଟିଏ ଭାରତୀୟ ପରିବାରର…

ChatGPT ଉପରେ ନିଷେଧ ଲଗାଇଲେ ସରକାର, ଜାଣନ୍ତୁ କାହିଁକି AI ଚାଟବଟ୍ କୁ ବିରୋଧ କରାଯାଉଛି?

ନୂଆଦିଲ୍ଲୀ: ଆଜିକାଲି OpenAI ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଟୁଲ୍ ଚାଟ ଜିପିଟି ବହୁତ ଲୋକପ୍ରିୟ ହେବାରେ ଲାଗିଛି। କିନ୍ତୁ ନିକଟରେ ଅନେକ ବିଶେଷଜ୍ଞମାନେ ଏହାକୁ ବନ୍ଦ କରିବାକୁ ଏକ ଖୋଲା ଚିଠି ଲେଖିଥିଲେ।…

ପାକିସ୍ତାନର ଆର୍ଥିକ ସଂକଟ ନେଇ ଚାଲିଛି ଜୀବନ: ମାଗଣା ଅଟା ଆଣିବାକୁ ଯାଇ ଦଳଚକଟାରେ ୧୨ ଜଣଙ୍କର ମୃତ୍ୟୁ

ପାକିସ୍ଥାନ: ମାଗଣା ରାସନକୁ ନେଇ ପାକିସ୍ତାନ କରାଚିରେ ପୁଣି ଦଳାଚକଡା ଖବର ସାମ୍ନାକୁ ଆସୁଛି। ସୂଚନାନୁସାରେ, ଶୁକ୍ରବାର ଦିନ ଷ୍ଟାମ୍ପଡ ସମୟରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଅନେକ ଲୋକ ଆହତ ହୋଇଥିବା ସୂଚନା…

ଆଫ୍ରିକାରେ ରହସ୍ୟମୟ ଭାଇରସ୍ ; ନାକରୁ ଝରୁଛି ରକ୍ତ , ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତର ମୃତ୍ୟୁ ସୁନିଶ୍ଚିତ

ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ ବୁରୁଣ୍ଡିରେ ଏକ ଅଜ୍ଞାତ ଜୀବାଣୁ ଆତଙ୍କ ସୃଷ୍ଟି କରିଛି । ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତର ମୃତ୍ୟୁବରଣ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ଗଣମାଧ୍ୟମ ରିପୋର୍ଟ…

ନୂଆ ରିସର୍ଚ୍ଚ: ବୃକ୍ଷଲତା ବି କଥା କୁହନ୍ତି, ଖୁସି ହେଲେ, ଶୋଷ ହେଲେ, ଆଘାତ ପାଇଲେ ଗଛରୁ ଶବ୍ଦ ସୃଷ୍ଟି ହୁଏ, ମଣିଷ ଶୁଣିପାରେନା, ମାତ୍ର…

ନୂଆଦିଲ୍ଲୀ: ମଣିଷକୁ ଯେତେବେଳେ କିଛି ଆବଶ୍ୟକତା ପଡ଼ିଥାଏ ସେ ମୁହଁ ଖୋଲି ତାହା ପରିପ୍ରକାଶ କରିଥାଏ । ଫଳରେ ଅନ୍ୟମାନେ ତା’ର କଥାକୁ ସହଜରେ ଜାଣିପାରନ୍ତି । ତେବେ ଆପଣମାନେ କେବେ ଭାବିଛନ୍ତି ବୃକ୍ଷଲତାମାନେ ଏଭଳି…

ଚିଲୀରେ ଭୂମିକମ୍ପର ଝଟକା, ଆଫଗାନିସ୍ଥାନରେ ମଧ୍ୟ ଥରିଲା ଭୂଇଁ

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକା ଦେଶ ଚିଲୀରେ ଗୁରୁବାର ବିଳମ୍ବ ରାତ୍ରୀରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହା ରିକ୍ଟର ସ୍କେଲରେ ୬.୨ ତୀବ୍ରତାର ରେକର୍ଡ କରାଯାଇଛି । ଏହାପରେ ଆଫଗାନିସ୍ଥାନରେ ମଧ୍ୟ ଭୁମିକମ୍ପ ଅନୁଭୂତ…

ବିଶ୍ୱର ପ୍ରଥମ ଘଟଣା: ବୃକ୍ଷଠାରୁ ମଣିଷ ଶରୀରରେ ବ୍ୟାପୁଛି ଏକ ଭୟଙ୍କର ଫଙ୍ଗସ, WHO ଜାରି କଲା ରିପୋର୍ଟ

ନୂଆଦିଲ୍ଲୀ: ଦିନକୁ ଦିନ ମଣିଷ ବିପଦ ଆଡ଼କୁ ମୁହାଁଇବାରେ ଲାଗିଛି । ମଣିଷ କରୋନା, ବ୍ଲାକ ଫଙ୍ଗସ, ଓମିକ୍ରନ ଆଦି ବିଭିନ୍ନ ପ୍ରକାର ଭାରିଆଣ୍ଟର ସଂକ୍ରମଣର ଶିକାର ହେଉଛି । ତେବେ ଏହା ମଧ୍ୟରେ ପୁଣି ଏକ ଫଙ୍ଗସକୁ ନେଇ ବଡ଼…