fbpx
Browsing Category

ବିଦେଶ

ନୂଆ ଭାରିଆଣ୍ଟ XBB1.16କୁ ନେଇ ଭାରତରେ ଚିନ୍ତା ବଢ଼ିଲା: ବିଶ୍ୱର ୧୨ଟି ଦେଶକୁ ବ୍ୟାପିଲା ସଂକ୍ରମଣ, ଆସିଲା WHO ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ନୂଆ ମାମଲା ଗତ କିଛିଦିନ ଧରି ବଢ଼ୁଥିବା ଦେଖାଯାଉଛି । ତେବେ ଏହି ନୂଆ ମାମଲା ବୃଦ୍ଧିର କାରଣ ଏକ୍ସବିବି୧.୧୬ ଭାରିଆଣ୍ଟ ବୋଲି କୁହାଯାଉଛି । ଏହା ମଧ୍ୟରେ ଏହି ଭାରିଆଣ୍ଟ ବିଶ୍ୱର…

କ୍ରିକେଟ ଖେଳି ଫେରୁଥିବା ନେତାଙ୍କ କାରରେ ରକେଟ ଆକ୍ରମଣ, ୧୦ ମୃତ

ଇସଲାମାବାଦ: ପାକିସ୍ତାନରେ ଆର୍ଥନୀତି ପରିସ୍ଥିତି ଠିକ୍ ନଥିବା ବେଳେ ଆନ୍ତରିକ ଅବସ୍ଥା ସୋଚନୀୟ ହୋଇ ପଡିଛି । ଏବଟାବାଦର ମୂକ୍ୟ ବିପକ୍ଷ ପାର୍ଟୀ ପିଟିଆଇର ଏକ ସ୍ଥାନୀୟ ନେତାଙ୍କୁ ଲକ୍ଷ ରଖାଯାଇ ହତ୍ୟା କରାଯିବା ଘଟଣା…

ଟ୍ୟାପ୍ ପାଣିରେ ମୁହଁ ଧୋଇବାରୁ ଜୀବନ ଚାଲିଗଲା! ଆପଣଙ୍କ ସହ ବି ଏମିତି ହୋଇପାରେ, ସତର୍କ ହୁଅନ୍ତୁ

ନୂଆଦିଲ୍ଲୀ: ଦିନକୁ ଦିନ ଆମ ଚାରିପାଖର ପରିବେଶ ବେଳକୁ ବେଳ ଖରାପ ଆଡ଼କୁ ଗତି କରୁଛି । ଜଳ, ବାୟୁ ସବୁ ପ୍ରଦୂଷିତ ହେବା ସହ ମଣିଷ ପାଇଁ ତାହା ଅନେକ ଭୟଙ୍କର ରୋଗ ସୃଷ୍ଟି କରୁଛି । ତେବେ ସାଧାରଣ ଭାବେ ଆମେମାନେ ବ୍ୟବହାର…

ପାକିସ୍ତାନକୁ ଘାରିଲା ଶନିଦଶା: ଭୂକମ୍ପରେ ଚାଲିଗଲା ୯ ଜଣଙ୍କ ଜୀବନ, ୧୦୦ ଜଣ ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଭୂକମ୍ପର ଆତଙ୍କ ଛାଇ ରହିଛି । ନିକଟରେ ତୁର୍କୀ-ସିରିଆରେ ଦେଖାଦେଇଥିବା ଭୂକମ୍ପ ତାଣ୍ଡବରେ ହଜାର ହଜାର ଲୋକଙ୍କର ପ୍ରାଣହାନୀ ଘଟିବା ସହିତ ହଜାର ହଜାର ଘର ମାଟିରେ ମିଶିଯାଇଥିଲା ।…

Video: ଲଣ୍ଡନ ହାଇ କମିଶନ ସମ୍ମୁଖରେରେ ଶକ୍ତି ଦେଖାଇଲେ ପ୍ରବାସୀ ଭାରତୀୟ, ‘ଜୟ ହୋ’ ସ୍ଲୋଗାନ ସହିତ ଉଡ଼ାଇଲେ ତ୍ରିରଙ୍ଗା

ନୂଆଦିଲ୍ଲୀ: ଲଣ୍ଡନରେ ଭାରତୀୟ ସମ୍ପ୍ରଦାୟର ଲୋକମାନେ ଖଲିସ୍ତାନୀଙ୍କ ବିରୋଧରେ ବଡ଼ ପ୍ରଦର୍ଶନ କରିଛନ୍ତି। ଆଜି ଭାରତୀୟ ଉଚ୍ଚ ଆୟୋଗ ସମ୍ମୁଖରେ ଭାରତୀୟମାନେ ଏକ ବଡ଼ ସଭାର ଆୟୋଜନ କରିଥିଲେ। ଫ୍ରେଣ୍ଡସ୍ ଅଫ୍ ଇଣ୍ଡିଆ…

ଅଧିକ ବର୍ଷ ବଞ୍ଚିବା ସହିତ ଅବିବାହିତଙ୍କ ତୁଳନାରେ ବିବାହିତଙ୍କ ମୃତ୍ୟୁ ହାର କାମ, ଅଧ୍ୟୟନରୁ ପ୍ରକାଶ ପାଇଲା ଆଶ୍ଚର୍ଯ୍ୟକର ତଥ୍ୟ

ନୂଆଦିଲ୍ଲୀ:କ୍ୟାରିୟର ଉପରେ ଧ୍ୟାନ ଥିବାରୁ ଯୁବକ ଏବେ ବିବାହ ପାଇଁ ଏତେଟା ରାଜି ହେଉ ନାହାଁନ୍ତି । ଅନେକ ଦେଶରେ ଯୁବକମାନଙ୍କ ମଧ୍ୟରେ ବିବାହ ନକରିବାର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେବେ ଏହି ସମୟ ମଧ୍ୟରେ…

ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ: ବିଶ୍ୱର ୫୦ଟି ଶ୍ରେଷ୍ଠ ପ୍ରାକୃତିକ ପରିବେଶ ତାଲିକାରେ ସ୍ଥାନ ପାଇଲା ମୟୂରଭଞ୍ଜ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛି ମୟୂରଭଞ୍ଜ ଜିଲ୍ଲା । ଅନ୍ତର୍ଜାତୀୟ ଟାଇମ୍ ମାଗାଜିନରେ ଶ୍ରେଷ୍ଠ ସ୍ଥାନ- ୨୦୨୩ ତାଲିକାରେ ମୟୂରଭଞ୍ଜକୁ ସ୍ଥାନ ମିଳିଛି । ବିଶ୍ୱର ୫୦ଟି ପ୍ରାକୃତିକ ପରିବେଶ…

ମୃତ୍ୟୁ ପରେ ମଣିଷ ପୁଣି ଥରେ ଜୀବିତ ହୋଇ ପାରିବ! ମରିବା ପରର ୬ ମିନିଟ୍ ଗୁରୁତ୍ୱପୂର୍ଣ୍ଣ, ଆମେରିକା ଡାକ୍ତରଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ: ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ଏକ ଦୁର୍ଲ୍ଲଭ ସୃଷ୍ଟି । ବୃକ୍ଷଲକ୍ଷତା, ପଶୁପକ୍ଷୀ, ସରିସୃପଙ୍କ ଅପେକ୍ଷା ମଣିଷକୁ ସବୁଠାରୁ ଶ୍ରେଷ୍ଠ ଜୀବ ଭାବେ ଗ୍ରହଣ କରାଯାଇଥାଏ । ମୃତ୍ୟୁ ପରେ ମଣିଷ ଦୁନିଆରୁ ମୁକ୍ତ ହୋଇ…

ପୁଣି ଆସିଲା ଛଟେଇ ଝଡ଼: ୯ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଛଟେଇ ସିଜିନ୍ ଚାଲିଛି । ବିଶ୍ୱର ବହୁ ବଡ଼ ବଡ଼ ଟେକ୍ କମ୍ପାନୀମାନେ ସେମାନଙ୍କର କର୍ମଚାରୀ ସଂଖ୍ୟା ହ୍ରାସ କରୁଛନ୍ତି । ତେବେ ଏହା ମଧ୍ୟରେ ବିଶ୍ୱର ଅନ୍ୟତମ ବହୁରାଷ୍ଟ୍ରୀୟ…

କୋର୍ଟ ଶୁଣାଣି ବେଳେ ହତ୍ୟା କରାଯାଇପାରେ ; ଚାଲିଛି ଷଡଯନ୍ତ୍ର, ଭର୍ଚୁଆଲ ଶୁଣାଣି ପାଇଁ ଅନୁମତି ମାଗିଲେ ଇମ୍ରାନ୍ ଖାନ୍‌ 

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ହତ୍ୟା ଷଡଯନ୍ତ୍ର ଚାଲିଛି । ତାଙ୍କୁ ହତ୍ୟା କରିବା ପାଇଁ କୋର୍ଟ ପରିସରରେ ଜାଲ ବିଛା ହେଉଛି ଅର୍ଥାତ୍ ଷଡଯନ୍ତ୍ର କରାଯାଉଛି । ତେଣୁ…