fbpx
Browsing Category

ବିଦେଶ

ଚୀନ ଗୁପ୍ତଚର ବେଲୁନର ବଡ ଖୁଲାସା : ଭାରତ-ଆମେରିକା ନୁହେଁ, ଅନେକ ଦେଶରେ ଉଡିଛି ବେଲୁନ

ନୂଆଦିଲ୍ଲୀ: ଚୀନ ଗୁପ୍ତଚର ବେଲୁନକୁ ନେଇ ଏକ ବଡ ଖୁଲାସା ହୋଇଛି । ଆମେରିକାର ଅଧିକାରୀମାନେ ଦାବି କରିଛନ୍ତି ଯେ, ଚୀନ କେବଳ ଆମେରିକାର ଏବଂ ଭାରତରେ ନୁହେଁ ଅନେକ ଗୁଡିଏ ଦେଶରେ ନିଜର ଗୁପ୍ତଚର ବେଲୁନ ଉଡାଇଛି ।…

ଆମେରିକାର ଫାଷ୍ଟ ଲେଡି ଜିଲ ବିଡେନ କମଳା ହାରିସଙ୍କ ସ୍ୱାମୀ ଡଗ ଏମହୋଫଙ୍କୁ କିସ୍ କଲେ, Video Viral

ନୂଆଦିଲ୍ଲୀ: ବର୍ତ୍ତମାନର ଇଣ୍ଟରନେଟ ଯୁଗରେ ପ୍ରତ୍ୟେକ ଘଟଣା ଖୁବ୍ କମ୍ ସମୟ ମଧ୍ୟରେ ଭାଇରାଲ ହୋଇଯାଇଥାଏ । ଏପରିକି ଅନେକ ସମୟରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କର କିଛି ଘଟଣା ସୋସିଆଲ ମିଡ଼ିଆରେ ଘୂରି ବୁଲିଥାଏ । ତେବେ…

ଭୂକମ୍ପ ଧ୍ୱଂସାବଶେଷରେ ଜନ୍ମ ହେଲା ଶିଶୁ ; ୩୦ ଘଣ୍ଟା ପରେ ନାଭି କଟାଯାଇ ସୁରକ୍ଷିତ ବାହାରିଲା

ନୂଆଦିଲ୍ଲୀ : ତୁର୍କୀ ଓ ସିରିୟାରେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୭୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ହଜାରରୁ ଅଧିକ ଆହତ ହୋଇଛନ୍ତି । ଭାରତ ସମେତ ଅନେକ ଦେଶ ସହାୟତାର ହାତ ବଢାଇଛନ୍ତି । ଏ ମଧ୍ୟରେ ଅନେକ…

ପାକିସ୍ତାନ ପେଶାୱରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩୦ ମୃତ୍ୟୁ

ଇସଲାମାବାଦ: ପାକିସ୍ତାନର ଅବସ୍ଥା ଦିନକୁ ଦିନ ସାଂଘାତିକ ପରିସ୍ଥିତିରେ ଗତି କରୁଛି । ଅର୍ଥନୈତିକ ସସମ୍ୟା ଦେଖାଯିବା ସାଙ୍ଗକୁ ବର୍ତ୍ତମାନ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଥା ସାମ୍ନାକୁ ଆସିଛି । ଦୁର୍ଘଟଣାରେ ୩୦…

Zoomରୁ ଛଟେଇ ହେବେ ୧୩୦୦ କର୍ମଚାରୀ, ଆର୍ଥିକ ମାନ୍ଦାବସ୍ଥା ପାଇଁ କମ୍ପାନୀର ବଡ଼ ଘୋଷଣା

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଭୟଙ୍କର ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । ତେଣୁ ଏହାର ଭୟଙ୍କର ପ୍ରଭାବ ଟେକ ଜଗତକୁ ଗ୍ରାସ କରିଛି । ଏହା ମଧ୍ୟରେ ଫେସବୁକ, ଗୁଗଲ, ମାଇକ୍ରୋସଫ୍ଟ, ଆମାଜନ ପରି ବିଶ୍ୱର ବଡ଼ ବଡ଼…

ଥମୁନି ଶବ ଉଦ୍ଧାର, ତୁର୍କୀରେ ୭୭୦୦ ମୃତ୍ୟୁ, ଆନ୍ତର୍ଜାତୀୟ ପକ୍ଷରୁ ମିଳୁଛି ସହାୟତା

ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆରେ ୭.୮ ତୀବ୍ରତାର ଭୁମିକମ୍ପ ପରେ ଅନେକ ଧନ ଜୀବନ ନଷ୍ଟ ହୋଇଛି । ହଜାର ହଜାର ଅଟ୍ଟାଳିକା ଭୂଷୁଡି ପଡିବା ହେତୁ ଅନେକ ଜୀବନ ମାଟି ତଳେ ଫସିରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୭୭୦୦ ଜଣଙ୍କ…

(video)ଚାପୁଡ଼ା ଉପରେ ଚାପୁଡ଼ା ମାରି ସାପକୁ ଦରମରା କରିଲା ବିଲେଇ, ଭିଡିଓ ଦେଖିଲେ ଅଟକାଇ ପାରିବେ ନାହିଁ ନିଜ ହସ

ନୂଆଦିଲ୍ଲୀ:ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଥିବାର ଦେଖିଥିବେ । ଯାହା ଦେଖିଲେ ଆପଣ ନିଜ ହସ ଲୁଚାଇ ପାରିବେ ନାହିଁ । ତେବେ ଏହି ଭଳି ଏକ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି । ଯେଉଁଥିରେ ଆପଣ ଦେଖି…

WHO ର ଦାବି: ତୁର୍କୀ ଓ ସିରିୟାରେ ମୃତ୍ୟୁସଂଖ୍ୟା ୮ ଗୁଣ ବଢିବ

ନୂଆଦିଲ୍ଲୀ : ତୁର୍କୀ, ସିରିଆ, ଇସ୍ରାଏଲ୍ ଏବଂ ଲେବାନନରେ ଭୂକମ୍ପ ତାଣ୍ଡବ ରଚିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ତୁର୍କୀ ଏବଂ ସିରିଆରେ ପାଞ୍ଚ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୩୦…

ତୁର୍କୀରେ ପହଞ୍ଚିଲା ଭାରତୀୟ ଏନ୍‌ଡିଆରଏଫ୍ ଟିମ୍‌

ନୂଆଦିଲ୍ଲୀ : ତୁର୍କୀରେ ପହଞ୍ଚିଛି ଭାରତୀୟ ଏନ୍‌ଡିଆରଏଫ୍ ଟିମ୍ । ରିଲିଫ୍ ସାମଗ୍ରୀ ସହ ୫୦ରୁ ଅଧିକ ଉଭୟ ମହିଳା ଏବଂ ପୁରୁଷ କର୍ମୀ ଏହି ଟିମ୍ ରେ ସାମିଲ ଅଛନ୍ତି । ଉଦ୍ଧାରକାରୀ ଦଳ, ଚିକିତ୍ସକ ଦଳ, ତାଲିମପ୍ରାପ୍ତ…

କେବଳ ଲାଇକ ପାଇଁ କିଭଳି ବିପଦରେ ପକାଉଛନ୍ତି ଜୀବନ, ଦେଖନ୍ତୁ ସମ୍ପୁର୍ଣ୍ଣ ଭିଡ଼ିଓ

ନୂଆଦିଲ୍ଲୀ:ସୋସିଆଲ ମିଡିଆରେ ଲୋକମାନେ ପ୍ରସିଦ୍ଧ ହେବା ପାଇଁ ବିଭିନ୍ନ କୌଶଳ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଏହା ପାଗଳାମି ସ୍ତରରେ ପହଞ୍ଚିଛି। ଆମେରିକା ଏବଂ ୟୁରୋପର ଅନେକ ଦେଶରେ ଲୋକମାନେ କେବଳ ଗୋଟିଏ ଭିଡିଓ ପାଇଁ…