fbpx
Browsing Category

ବିଦେଶ

ନ୍ୟୁଜରୁମ୍‌କୁ ଗ୍ରାସିଲା ଆର୍ଥିକ ମାନ୍ଦାବସ୍ତା, ବଡ଼ ଛଟେଇ କଲେ ଆମରିକାର ଗଣମାଧ୍ୟମ ସଂସ୍ଥା

ନୂଆଦିଲ୍ଲୀ: ଆମେରିକାରେ ଆରମ୍ଭ ହୋଇଥିବା ଆର୍ଥିକ ମାନ୍ଦାବସ୍ତା ଏବେ ସମଗ୍ର ବିଶ୍ୱକୁ ଗ୍ରାସ କରିବାରେ ଲାଗିଛି। ଏହାର ପ୍ରଭାବରେ ଆମେରିକାର ବିଭିନ୍ନ କ୍ଷେତ୍ରରେ ଛଟେଇ ଜାରି ରହିଛି। ଏବେ ମାନ୍ଦାବସ୍ତାର ପଞ୍ଜାରେ…

ଏବେ କାହିଁକି ରାତିରେ କମ୍ ଦେଖାଯାଉଛି ତାରା ? ରିସର୍ଚ୍ଚରୁ ଖୁଲାସା

କ’ଣ ଆପଣ ପ୍ରକାଶ ପ୍ରଦୂଷଣ ବିଷୟରେ ଶୁଣିଛନ୍ତି କି? ଅବାଂଛିତ, ଅନାବଶ୍ୟକ ଏବଂ କୃତ୍ରିମ ଆଲୋକର ଅତ୍ୟଧିକ ବ୍ୟବହାର ଯୋଗୁଁ ବିଶ୍ୱରେ ପ୍ରକାଶ ପ୍ରଦୂଷଣ ବୃଦ୍ଧି ପାଇଛି । ବର୍ତ୍ତମାନ ଏକ ଅଧ୍ୟୟନରୁ ଜଣାପଡିଛି ଯେ…

XBB-XBB.1.5-BA.2: ଭ୍ୟାକ୍ସିନ ନେବା ପରେ ବି ସଂକ୍ରମିତ କରୁଛି ନୂଆ ଭାରିଆଣ୍ଟ, ଏହାର ଲକ୍ଷଣ କ’ଣ

ନୂଆଦିଲ୍ଲୀ: ସାରା ଦୁନିଆରେ ଅନ୍ୟ ଭାରିଆଣ୍ଟ ତୁଳନାରେ ଏବେ କରୋନାର ଏକ୍ସବିବି.୧.୫ ଭାରିଆଣ୍ଟ ଅଧିକ ଚିନ୍ତା ବଢ଼ାଉଛି । ଭ୍ୟାକ୍ସିନ ନେବା ପରେ ଲୋକଙ୍କୁ ଏହା ସଂକ୍ରମିତ କରୁଛି । ଆମେରିକାର ସେଣ୍ଟର ଫର୍ ଡିଜିଜ…

ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ: ଯାତ୍ରା କରୁଛନ୍ତି ୨୩୮ ଯାତ୍ରୀ, ଜରୁରୀକାଳୀନ ଅବତରଣ

ନୂଆଦିଲ୍ଲୀ: ରୁଷରୁ ଆସୁଥିବା ଏକ ବିମାନରେ ବୋମା ଆତଙ୍କ ନେଇ ଆଲର୍ଟ ଜାରି କରାଯାଇଛି । ଏହି ବିମାନଟି ରୁଷର ପେରମ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଗୋଆ ଅଭିମୁଖେ ଯାତ୍ରା କରୁଥିଲା । ତେବେ ଏହି ସମୟରେ ବିମାନକୁ ନେଇ…

ଆଉ ନାହାନ୍ତି ରୁଷ୍ ରାଷ୍ଟ୍ରପତି! ପୁଟିନ ବଞ୍ଚିଛନ୍ତି ବୋଲି ବିଶ୍ୱାସ ହେଉନି, ବଡ଼ ବୟାନ ଦେଲେ ଜେଲେନସ୍କି

ନୂଆଦିଲ୍ଲୀ: ପାଖାପାଖି ୧ ବର୍ଷ ଧରି ଲାଗି ରହିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ବିରାମ ଲାଗିପାରୁନାହିଁ । ଏହା ମଧ୍ୟରେ ଏକାଧିକ ବାର ଦ୍ୱିପାକ୍ଷିକ ଆଲୋଚନା ବିଫଳ ହୋଇଛି । ଏହି ଯୁଦ୍ଧ ପାଇଁ ଦୁଇ ରାଷ୍ଟ୍ରର ବହୁ…

ଜେସିଣ୍ଡା ଆରଡର୍ଣ୍ଣଙ୍କ ସ୍ଥାନରେ କ୍ରିସ ହିପକିନ୍ସ ହେବେ ନ୍ୟୁଜିଲାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜେସିଣ୍ଡା ଆରଡର୍ଣ୍ଣଙ୍କ ସ୍ଥାନରେ କ୍ରିସ ହିପକିନ୍ସ ନ୍ୟୁଜିଲାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ । ଲେବର ପାର୍ଟିରୁ ଏକମାତ୍ର ପ୍ରାର୍ଥୀମାନେ କ୍ରିସ ମନୋନୀତ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି ।…

ବ୍ରିଟେନ ପ୍ରଧାନମନ୍ତ୍ରୀ ସିଟ୍ ବେଲ୍ଟ ନ ପିନ୍ଧିଥିବାରୁ ପଡ଼ିଲା ଏତିକି ଜରିମାନା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ଗତ ଗୁରୁବାର ଦିନ କାରରେ ବସି ଲୋକମାନଙ୍କ ପାଇଁ ଏକ ଭିଡ଼ିଓ ପ୍ରସ୍ତୁତ କରିଥିଲେ । ଯେଉଁ ଭିଡ଼ିଓରେ ସେ ସିଟ ବେଲ୍ଟ ପିନ୍ଧିନଥିଲେ । ଏହାକୁ ନେଇ ଚର୍ଚ୍ଚା ହୋଇଥିଲା ଏବଂ ବିଭିନ୍ନ…

OIC ଲାଗୁକଲା ନୂଆ ନିୟମ: ପାକିସ୍ତାନକୁ ଲାଗିଲା ବଡ଼ ଝଟକା, ଆଉ ଉଠିବନି କଶ୍ମୀର ପ୍ରସଙ୍ଗ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ କଶ୍ମୀର ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଛି । ତେବେ ଅଧିକାଂଶ ସମୟରେ ପାକିସ୍ତାନ ଏହି ପ୍ରସଙ୍ଗକୁ ଇସଲାମିକ ସହଯୋଗ ସଂଗଠନ (ଓଆଇସି)ରେ ଉଠାଇଥାଏ । ସାରା ବିଶ୍ୱରେ ଓଆଇସି…

ଆଜିଠାରୁ Meta ଲାଗୁ କଲା ନୂଆ ଫିଚର: ଗୋଟିଏ ସ୍ଥାନରୁ କଣ୍ଟ୍ରୋଲ ହେବ Facebook, WhatsApp ଓ Instagram

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମେଟା ୟୁଜର୍ସଙ୍କ ପାଇଁ ଏକ ନୂଆ ଫିଚର ଆଣିଛି । ଏହାଦ୍ୱାରା ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସଆପ ଓ ମେସେଞ୍ଜରକୁ ଗୋଟିଏ ସ୍ଥାନରୁ କଣ୍ଟ୍ରୋଲ କରିବାର ବିକଳ୍ପ…

(VIDEO) କାହିଁକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ବ୍ଲୁ ଗୁମ୍ଫା; ଜାଣନ୍ତୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ରହସ୍ୟ ବିଷୟରେ

ନୂଆଦିଲ୍ଲୀ: ବ୍ଲୁ ଗ୍ରୋଟୋ କିମ୍ବା ବ୍ଲୁ ଗୁମ୍ଫା, ଯାହାକି ଏକ ଜଳସ୍ତରୀୟ ସମୁଦ୍ର ଗୁମ୍ଫା । ଏହା ବାଲୁନ୍ ନାମକ ଏକ ଛୋଟ ଉପସାଗରରେ ଅବସ୍ଥିତ । ବ୍ଲୁ ଗ୍ରାଟୋ ବିସେଭୋ ଦ୍ୱୀପର ପୂର୍ବ ପାଶ୍ୱର୍ରେ ପ୍ରାୟ ୪.୫…