Browsing Category

ବିଦେଶ

୩୦ହଜାର କିଲୋ ମିଟର ଯାତ୍ରା କରି, ସବୁଠାରୁ ଲମ୍ବା ଫୁଡ ଡେଲିଭରୀ ର ରେକର୍ଡ ସୃଷ୍ଟି କରିଲେ ମହିଳା

ସିଙ୍ଗାପୁର: ସମାଜରେ ସବୁବେଳେ ନାରୀ ମାନଙ୍କୁ ଅବଳା ଦୁର୍ବଳାର ପରିଚୟ ଦିଆଯାଇ ଆସୁଥିବା ବେଳେ, ଏବେ ଯୁଗ ବଦଳିଲାଣି । ନାରୀମାନଙ୍କ ଚାଲିଚଳନିରେ ସୁଧାର ଆସିଛି । ବର୍ତ୍ତମାନ ନାରୀମାନେ ଟଙ୍କା ରୋଜଗାର କରିବା ସହିତ…

ଲୋକଙ୍କ ଦୁଇ ବର୍ଷ ଆୟୁଷ କମାଇଲା କରୋନା ମହାମାରୀ, ବର୍ତ୍ତିଗଲେ କେବଳ ୨ଟି ଦେଶ

ନୂଆଦିଲ୍ଲୀ: ସଂପ୍ରତି ଦୁନିଆ ମହାମାରୀର ପ୍ରାଦୁର୍ଭାବରୁ ଧିରେ ଧିରେ ମୁକୁଳିବାରେ ଲାଗିଛି। କିନ୍ତୁ ଏହାର କିଛି ପ୍ରଭାବ ଲୋକଙ୍କ ଉପରେ ଦୀର୍ଘ ସମୟ ଧରି ଅନୁଭୂତ ହେବ। ମିଳିତ ଜାତିସଂଘ ଜନସଂଖ୍ୟା କୋଷ(ୟୁଏନଏଫପିଏ)ର…

ଏଲନ ମସ୍କଙ୍କ ବଡ ଘୋଷଣା: ଟ୍ୱିଟର ପାଇଁ ଲାଗୁ ହେଲା ନୂଆ ନୀତି

ନୂଆଦିଲ୍ଲୀ:ଏଲନ ମସ୍କ ଟ୍ୱିଟରକୁ ଅଧିଗ୍ରହଣ କରିବା ପାରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି । ସେ ପୂର୍ବରୁ ଟ୍ୱିଟରରେ ବ୍ଲୁ ଟିକ୍ ପାଇଁ ଚାର୍ଜ ଦେବାକୁ ପଡିବ ବୋଲି ଘୋଷଣା କରିଥିବା ବେଳେ ବର୍ତ୍ତମାନ ପୁଣି ଏକ…

IRCTC ଲଞ୍ଚ କଲା ସ୍ପେଶାଲ ଟୁର ପ୍ୟାକେଜ୍, ଶସ୍ତାରେ ବୁଲନ୍ତୁ ଥାଇଲାଣ୍ଡ

ଲକ୍ଷ୍ନୌ: ଯଦି ଆପଣ ଡିସେମ୍ବର ମାସରେ ଥାଇଲ୍ୟାଣ୍ଡ ପରିଦର୍ଶନ କରିବାକୁ ଯୋଜନା କରୁଛନ୍ତି, ତେବେ IRCTC ଆପଣଙ୍କୁ ଥାଇଲ୍ୟାଣ୍ଡ ପାଇଁ ଏକ ଅତ୍ୟନ୍ତ ଅର୍ଥନୈତିକ ବିମାନ ଯାତ୍ରା ପ୍ୟାକେଜ୍ ପ୍ରଦାନ କରୁଛି ।ଏହି ପ୍ୟାକେଜ୍…

ଇଣ୍ଡୋନେସିଆ ରାଜଧାନୀ ଜାକାର୍ତାରେ ୬.୬ ତିବ୍ରତାର ଭୟଙ୍କର ଭୁମିକମ୍ପ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ରାଜଧାନୀ ଜାକାର୍ତାରେ ଶୁକ୍ରବାର ଭୟଙ୍କର ଭୁମିକମ୍ପ ଅନୁଭବ ହୋଇଛି । ଏହା ଏତେ ତିବ୍ରତର ଥିଲା ଯେ, ଲୋକେ ସେମାନଙ୍କ ଘରୁ ବାହାରକୁ ଚାଲି ଆସିଥିଲେ । ରିକ୍ଟର ସେଲ୍‌ରେ ଏହାର ତିବ୍ରତା ୬.୬…

(Video)ସୂର୍ଯ୍ୟ ଚାରିପଟେ ଘୁରୁଛି ସାପ , ଏହି ଭିଡିଓ ଆପଣଙ୍କୁ ମଧ୍ୟ କରିଦେବ ଆଶ୍ଚର୍ଯ୍ୟ..

ମହାକାଶରେ ଘଟୁଥିବା ଅନେକ ମହାଜାଗତିକ ଦୃଶ୍ୟ ପାଇଁ ସବୁବେଳେ ଲୋକ ମାନଙ୍କ ମନରେ ରୋମାଞ୍ଚକ ଭରି ରହିଥାଏ। ସେହିଭଳି ସୂର୍ଯ୍ୟରେ ଘଟୁଥିବା କାର୍ଯ୍ୟକଳାପ ଯଥା ସୌର ଫ୍ଲେର୍, କରୋନାଲ୍ ମାସ୍ ଏଜେକ୍ସନ୍ (ସିଏମଇ) ଇତ୍ୟାଦି…

୨୦୦ ପୁରୁଷଙ୍କ ସହ ରାତି ବିତାଇଥିଲେ ୬୧ ବର୍ଷିୟ ମହିଳା.. ଫିଲ୍ମର ଗୋଟିଏ ରୋଲ ବଦଳାଇଲା ଜୀବନ

ନୂଆଦିଲ୍ଲୀ: ଅଭିନେତା ବା ଅଭିନେତ୍ରୀ ପ୍ରାୟତ ସେମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ସାକ୍ଷାତକାରରେ ଏପରି ଖୋଲାଖୋଲି ଭାବରେ କୁହନ୍ତି ଯେ ସମସ୍ତେ ଏହା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ନିକଟରେ ଜଣେ ଆମେରିକୀୟ…

ବୈଦେଶିକ ମନ୍ତ୍ରଣାଳୟର ଡ୍ରାଇଭର ଗିରଫ, ପାକିସ୍ତାନକୁ ପଠାଉଥିଲେ ଗୁପ୍ତ ସୂଚନା

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଆସିଛି ଚକିତକର ଖବର। ପୋଲିସ ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟରେ କାମ କରୁଥିବା ଜଣେ ଡ୍ରାଇଭରଙ୍କୁ ଗିରଫ କରିଛି। ଡ୍ରାଇଭର ଗୋପନୀୟ ଏବଂ ସମ୍ବେଦଶନୀଳ ସୂଚନା ପାକିସ୍ତାନ ପଠାଉଥିବା…

ଆମାଜନରୁ ଅର୍ଡର କରିଥିଲେ ୬୧ ହଜାର ଟଙ୍କାର ଫୋନ: ପ୍ୟାକେଟ ଖୋଲିବା ପରେ ବାହାରିଲା କିଛି ଏମିତି..

ନୂଆଦିଲ୍ଲୀ: ବର୍ତ୍ତମାନ ଅନଲାଇନ ସପିଂର ଚାହିଦା ବହୁତ ଅଧିକ ରହିଛି । କିନ୍ତୁ ଏହି ଅନଲାଇନ ସପିଂ ବିପଦଜ୍ଜନକ ହେବାରେ ଲାଗିଛି । ବର୍ତ୍ତମାନ ସମୟରେ ଅନଲାଇନ ସପିଂକୁ ନେଇ ଅନେକ ଅଭିଯୋଗ ମଧ୍ୟ ଆସୁଛି । ଏପରିକି ଆପଣ…

୨୦୨୨ ଜାନୁୟାରୀ-ଅଗଷ୍ଟ ରିପୋର୍ଟ: ଚାହା ରପ୍ତାନି ୧୪.୮ ପ୍ରତିଶତ ବୃଦ୍ଧି

କୋଲକାତା :ଚା ବୋର୍ଡ ତଥ୍ୟ ଅନୁଯାୟୀ ୨୦୨୨ କ୍ୟାଲେଣ୍ଡର ବର୍ଷର ପ୍ରଥମ ଆଠ ମାସରେ ଭାରତରୁ ଚା ରପ୍ତାନି ୧୪.୮ ପ୍ରତିଶତ ବୃଦ୍ଧି ହୋଇ ୧୪୦.୨୮ ନିୟୁତ କିଲୋଗ୍ରାମରେ ପହଞ୍ଚିଛି। ୨୦୨୧ରେ ଜାନୁୟାରୀ-ଅଗଷ୍ଟ ଅବଧିରେ ଚା…