Browsing Category
ବିଦେଶ
ମୋ ବାପା ୫୦ରୁ ୭୦ ଜଣ ମହିଳାଙ୍କୁ ହତ୍ୟା କରି କୂଅକୁ ଫିଙ୍ଗି ଦେଇଛନ୍ତି: ଭୟଙ୍କର ଖୁଲାସା କଲେ ଜଣେ ମହିଳା
ନୂଆଦିଲ୍ଲୀ: ଜଣେ ମହିଳା ତାଙ୍କର ବାପାଙ୍କୁ ନେଇ ଏକ ଭୟଙ୍କର ଖୁଲାସା କରିଛନ୍ତି । ମହିଳାଙ୍କ ମୁତାବକ, ତାଙ୍କ ବାପା ଜଣେ ସିରିୟଲ କିଲର ଥିଲେ । ସେ ୫୦ରୁ ଅଧିକ ମହିଳାଙ୍କୁ ହତ୍ୟା କରି କୂଅ ମଧ୍ୟକୁ ଫିଙ୍ଗି ଦେଇଥିଲେ ।…
ମଣିଷର ବ୍ରେନକୁ ସ୍କାନିଂ କରି ଭାବନାକୁ ପଢ଼ିହେବ: ବୈଜ୍ଞାନିକଙ୍କ ବଡ଼ ସଫଳତା
ନୂଆଦିଲ୍ଲୀ: ମଣିଷର ବ୍ରେନ ଉପରେ ବୈଜ୍ଞାନିକମାନେ ସର୍ବଦା ରିସର୍ଚ୍ଚ ଚଳାଇ ଆସିଛନ୍ତି । ତେବେ ଏନେଇ ଅନେକ ସମୟରେ କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ମଧ୍ୟ ଆସିଥାଏ । ତେବେ ବ୍ରେନ ସ୍କାନିଂ ମାଧ୍ୟମରେ ମଣିଷର ଭାବନାକୁ…
ଚୀନର ବୁହାନ ସହରରୁ ଜନ୍ମ ନେଇଥିଲା କରୋନା: ୩ ବର୍ଷ ପରେ ପୁଣି ଥରେ ଲାଗୁହେଲା ଲକଡାଉନ୍
ନୂଆଦିଲ୍ଲୀ: ୨୦୧୯ ମସିହାରେ ବିଶ୍ୱର କରୋନା ମାମଲା ଚୀନର ବୁହାନ ସହରରୁ ଆସିଥିଲା । ତେବେ ପୁଣି ଥରେ ସେଠାରୁ କିଛି ମାମଲା ସାମ୍ନାକୁ ଆସିଛି । ୨୦ରୁ ୨୫ ମାମଲା ଚିହ୍ନଟ ହେବା ପରେ ବୁହାନ ସହରରେ ଲକଡାଉନ ଲାଗୁ…
Twitterର ନୂଆ ମାଲିକ ଏଲନ ମସ୍କ: କମ୍ପାନୀରୁ ବିଦାହେଲେ CEO ଓ CFO
ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରର ନୂଆ ମାଲିକ ବନିଛନ୍ତି ଏଲନ ମସ୍କ । ତେବେ ଟ୍ୱିଟର ନିଜ ହାତକୁ ଆସୁଆସୁ ଏଲନ କମ୍ପାନୀର କିଛି ବରିଷ୍ଠ ଅଧିକାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିଦେଇଛନ୍ତି । ଟ୍ୱିଟର ସିଇଓ…
ବିଜ୍ଞାନର ଚମତ୍କାର: ୧୯୯୬ ମସିହାରେ ସ୍ପର୍ମକୁ ରଖାଗଲା ସଂରକ୍ଷିତ, ୨୦୨୨ରେ ପୁରୁଣା ସ୍ପର୍ମରୁ ଜନ୍ମ ନେଲା ଛୁଆ
ନୂଆଦିଲ୍ଲୀ: ବର୍ଷ ବର୍ଷର ପୁରୁଣା ସ୍ପର୍ମ ଦ୍ୱାରା ଛୁଆ ଜନ୍ମ ନେବା ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବାରେ, ମାତ୍ର କଥାଟି ସମ୍ପୂର୍ଣ୍ଣ ସତ । ଜଣେ ଯୁବକ ତାଙ୍କର ସ୍ପର୍ମକୁ ୨୬ ବର୍ଷ ପୂର୍ବରୁ ସଂରକ୍ଷିତ କରି…
ଏକ ଏଭଳି ଗାଁ ଯାହାର ନାମ କହିଲେ ଲୋକଙ୍କୁ ଲାଗୁଛି ଲାଜ, ଆଉ Facebook ରେ ନାମ ଲେଖିଲେ ହେଇଯାଉଛି Block
ନୂଆଦିଲ୍ଲୀ :ସେକ୍ସପିୟର ଏକ ପ୍ରସିଦ୍ଧ କଥା କହିଛନ୍ତି ଯାହା କି ହେଉଛି 'ନାମରେ କ’ଣ ଅଛି?' କିନ୍ତୁ ଏଭଳି ଅନେକ ଦେଶ, ସହର, ଗ୍ରାମ ଇତ୍ୟାଦିର ନିଜସ୍ୱ ଇତିହାସ ଏବଂ କାହାଣୀ ଅଛି। ଲୋକମାନେ ତାଙ୍କ ବିଷୟରେ ଗର୍ବର ସହିତ…
Brain Eating Amoeba ଗାଧୋଇବା ବେଳେ ନାକରେ ପଶୁଛି, ବ୍ରେନର ସେଲସକୁ ଖାଉଛି: ୧୦ ଦିନ ମଧ୍ୟରେ ମଣିଷ ମରୁଛି, ବୈଜ୍ଞାନିକଙ୍କ ଚିନ୍ତା ବଢ଼ିଲା
ନୂଆଦିଲ୍ଲୀ: ପ୍ରକୃତିର ଏହି ସୃଷ୍ଟିରେ ଅନେକ ପ୍ରକାରର ଜୀବ ବସବାସ କରୁଛନ୍ତି । କିଛି ଜୀବଙ୍କ ବିଷୟରେ ମଣିଷ ପାଖରେ ସୂଚନା ମଧ୍ୟ ନାହିଁ । ଏପରି କିଛି ଜୀବ ଆମର ସାଧାରଣ ଆଖିକୁ ଦେଖାଯାଆନ୍ତି ନାହିଁ, ଯେଉଁମାନେ କି…
ମୁସଲମାନ ବହୁଳ ଦେଶ ଇଣ୍ଡୋନେସିଆର ମୁଦ୍ରାରେ ଭଗବାନ ଗଣେଶଙ୍କ ଫଟୋ ଅଛି କାହିଁକି ?
ନୂଆଦିଲ୍ଲୀ : ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ ଭାରତୀୟ ମୁଦ୍ରା ଟଙ୍କାରେ ମହାତ୍ମା ଗାନ୍ଧୀଙ୍କ ଫଟୋ ସହିତ ପ୍ରଭୁ ଲକ୍ଷ୍ମୀ-ଗଣେଶଙ୍କ ଫଟୋ ମଧ୍ୟ ରହିବା ଉଚିତ। ନିଜର ମତ ରଖି ସିଏମ କେଜ୍ରିୱାଲ…
ସାବଧାନ ହେଇଯାଆନ୍ତୁ! ଆସୁଛି କରୋନାର ଆଉ ଏକ ଭୟଙ୍କର ଭାରିଆଣ୍ଟ
ନୂଆଦିଲ୍ଲୀ :କରୋନା ମହାମାରୀ ବିଶ୍ୱ ଏତେ ଶୀଘ୍ର ଏଥିରୁ ମୁକ୍ତି ପାଇବ ନାହିଁ । ଅନେକ ଥର, ଅନେକ ରିପୋର୍ଟରେ କରୋନା ର ପ୍ରକାର ଏବଂ ସବ୍ ଭାରିଆଣ୍ଟ ବିଷୟରେ ଅନେକ ଦାବି କରାଯାଇଛି। ସାମ୍ପ୍ରତିକ ପରିସ୍ଥିତିରେ,…
ହେଲମେଟ୍ ଆଇନ ବିରୋଧରେ ଲଢ଼ିଥିବା ଓକିଲ ବିନା ହେଲମେଟ ପାଇଁ ପ୍ରାଣ ହରାଇଲେ
ନୂଆଦିଲ୍ଲୀ: ହେଲମେଟ ଆଇନ ବିରୋଧରେ ଆଇନଗତ ଲଢ଼େଇ କରୁଥିବା ଜଣେ ଆଇନଜୀବୀ ଶେଷରେ ବିନା ହେଲମେଟ ପାଇଁ ପ୍ରାଣ ହରାଇଛନ୍ତି । ଆମେରିକାର ଫ୍ଲୋରିଡ଼ାରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ରୋନ ସ୍ମିଥ ନାମକ ଜଣେ ୬୬…