Browsing Category
ବିଦେଶ
ଦାନ୍ତ, ଆଖି, ନାକ ଏବଂ କାନ ସମେତ ପୂରା ଶରୀରରେ ଟାଟୁ କରି ୱାର୍ଲ୍ଡ ରେକର୍ଡ କଲେ ଦମ୍ପତ୍ତି
ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ଦମ୍ପତି ଗାବ୍ରିଏଲା ପେରାଲଟା ଏବଂ ଭିକ୍ଟର ହ୍ୟୁଗୋ ପେରାଲଟା ଶରୀରରେ ପରିବର୍ତ୍ତନ ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ଦମ୍ପତି ଟାଟୁ ଏବଂ ବଡି ମଡିଫିକେସନକୁ ବହୁତ ଭଲ…
ପୁଣି ଆତଙ୍କ ଖେଳାଉଛି କରୋନା: ଗୋଟିଏ ଦିନରେ ଚିହ୍ନଟ ହେଲା ୩୨ ହଜାର ନୂଆ ମାମଲା
ନୂଆଦିଲ୍ଲୀ: ପୁଣିଥରେ ଚାଇନାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ଦିନ ଚାଇନାରେ କୋଭିଡ ମାମଲାରେ ଏକ ରେକର୍ଡ କରାଯାଇଛି । ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ଗତ ଦିନ ମାନଙ୍କରେ…
ସମୁଦ୍ରରେ ପଡ଼ି ଯାଇଥିଲା ଆଇଫୋନ୍: ୧୨ ମାସ ପରେ ମିଳିବା ପରେ ହେଲା କିଛି ଏପରି
ନୂଆଦିଲ୍ଲୀ: ଆଇଫୋନ୍ ସବୁଠାରୁ ଶକ୍ତିଶାଳୀ ଫୋନ୍ ଭାବରେ ବିବେଚନା କରାଯାଏ । ପାଣି ଦ୍ୱାରା ମଧ୍ୟ ଏହି ଫୋନ୍ କ୍ଷତିଗ୍ରସ୍ତ ହୋଇନଥାଏ । ଏପରି ଅନେକ ରିପୋର୍ଟ ଆସିଛି, ଯେଉଁଠାରେ ଆଇଫୋନ୍ ଘଣ୍ଟା ଘଣ୍ଟା ପାଣିରେ ରହିବା…
୫ଟି ବ୍ୟାକ୍ଟେରିଆଙ୍କୁ ନେଇ ବଢ଼ିଲା ଚିନ୍ତା: ଭାରତରେ ଏକ ବର୍ଷରେ ଚାଲିଗଲା ୭ ଲକ୍ଷ ଜୀବନ, କେମିତି ବର୍ତ୍ତିବେ
ନୂଆଦିଲ୍ଲୀ: ସାଧାରଣ ଭାବେ ଆମ ଶରୀରରେ ଓ ଆଖପାଖରେ ଏପରି ଅନେକ କ୍ଷୁଦ୍ର ଜୀବ ରହିଥାନ୍ତି, ତାହାକୁ ଆମେ ‘ବ୍ୟାକ୍ଟେରିଆ’ ବୋଲି କହିଥାଉ । ଏହି ବ୍ୟାକ୍ଟେରିଆଗୁଡ଼ିକ ଏତେ ଛୋଟ ହୋଇଥାନ୍ତି ଯେ ଖାଲି ଆଖିକୁ ସେମାନେ…
ମିଳିମିଳା କବଳରେ ୪ କୋଟି ଶିଶୁ: ଟିକା ନ ନେବା ପଡ଼ିବ ମହଙ୍ଗା, ଚେତାବନୀ ଦେଲେ WHO ଓ CDC
ନୂଆଦିଲ୍ଲୀ: ଭାରତରେ ଏବେ ଶିଶୁଙ୍କଠାରେ ଦ୍ରୁତ ଭାବେ ମିଳିମିଳା ବଢ଼ିବାରେ ଲାଗିଛି । ଏହି କାରଣରୁ ଅନେକ ଶିଶୁ ମଧ୍ୟ ମୃତ୍ୟୁବରଣ କରୁଛନ୍ତି । ମିଳିମିଳା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ୩ଟି ରାଜ୍ୟ ପାଇଁ ୩…
ଋଷ ସେନାର ପୁଣି ମିସାଇଲ ଆକ୍ରମଣ: ଘଟଣାରେ ୩ ମୃତ
ନୂଆଦିଲ୍ଲୀ: ଋଷ ସେନା ପୁଣି ଥରେ ୟୁକ୍ରେନ ବିରୁଦ୍ଧରେ ଆକ୍ରମଣ କରିଛନ୍ତି । ପୁଟିନଙ୍କ ସେନା କ୍ଷେପଣାସ୍ତ୍ର ସହିତ ୟୁକ୍ରେନର ରାଜଧାନୀ କିୱି ଉପରେ ଭୟଙ୍କର ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୬ଜଣ ଗୁରୁତର ଆହତ…
ନାମରେ କେବଳ ଗୋଟିଏ ୱାର୍ଡ ଥିଲେ କରିପାରିବେ ନାହିଁ ଯାତ୍ରା , ଆସିଲା ଯାତ୍ରା ପାଇଁ ନୂଆ ନାମ ନିୟମ
ସେକ୍ସପିଅର କହିଲେ ନାମରେ କଣ ଅଛି । କୌଣସି କାର୍ଯ୍ୟ ପାଇଁ ନାମ ଆବଶ୍ୟକ ନାହିଁ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହିଁ ଆପଣଙ୍କୁ ପରିଚିତ କରାଇପାରିବ । କିନ୍ତୁ ସେକ୍ସପିଅରଙ୍କ ଏହି କଥାକୁ ୟୁଏଇରେ ଭୁଲ ପ୍ରମାଣିତ…
ଚୀନରେ ଦୁନିଆର ସବୁଠୁ ବଡ ଆଇଫୋନ ଫ୍ୟାକ୍ଟ୍ରିରେ ସଂଘର୍ଷ, କମ୍ପାନିରୁ ଫେରାର ମାରିଲେ ଅନେକ କର୍ମଚାରୀ
ନୂଆଦିଲ୍ଲୀ: ଚୀନର ଝୌଙ୍ଗଝାଉ ସହର ସ୍ଥିତ ଦୁନିଆର ସବୁଠୁ ବଡ ଆଇଫୋନ ଫ୍ୟାକ୍ଟ୍ରି ବାହାରେ ବୁଧବାର ଖୁବ୍ ହଙ୍ଗାମା ହୋଇଛି। ଅନେକ ସପ୍ତାହ ଧରି କରୋନା କଟକଣାର ସାମ୍ନା କରିଥିବା ଫ୍ୟାକ୍ଟ୍ରିର ଅନେକ କର୍ମଚାରୀ…
ଦୁନିଆର ବିଚିତ୍ର ଗାଁ ଯେଉଁଠାରେ ହଠାତ ଶୋଇଯାଆନ୍ତି ଅଧିବାସୀ, ପୁରୁଷମାନେ ଉଠିବା ପରେ ରୋମାନ୍ସର ଡିମାଣ୍ଡ କରନ୍ତି
ନୂଆଦିଲ୍ଲୀ: ଦୁନିଆରେ ଏପରି ଏକ ଅଦ୍ଭୁତ ଗାଁ ରହିଛି ଯେଉଁଠାରେ ଲୋକମାନେ ହଠାତ୍ ଶୋଇପଡନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଗାଁର କେହି ଜାଣନ୍ତି ନାହିଁ ଯେ ସେମାନେ କେବେ ଶୋଇବେ । ସେହିପରି ସେମାନେ ଗୋଟିଏ କିମ୍ବା…
ନାଳ ପାଣି ପିିଇଥିଲେ, ଟଏଲଟର ଗନ୍ଧ ସହିଥିଲେ : ଏପରି କାହିଁକି କହିଲେ ବିଲ୍ ଗେଟ୍ସ ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର କୋ ଫାଉଣ୍ଡର ବିଲ ଗେଟ୍ସଙ୍କୁ କିଏ ବା ନଜାଣେ । ଦାନଠାରୁ ଆରମ୍ଭ କରି ଟେକ୍ନୋଲୋଜି ପର୍ଯ୍ୟନ୍ତ ସମସ୍ତେ ତାଙ୍କ କାର୍ଯ୍ୟର ପ୍ରଶଂସକ ଅଟନ୍ତି । ସେ ହେଉଛନ୍ତି ଦୁନିଆର ଷଷ୍ଠ ଧନୀ ବ୍ୟକ୍ତି ।…