Browsing Category

ବିଦେଶ

ପୃଥିବୀ ଆଡ଼କୁ ମାଡି ଆସୁଛି ଚାଇନା ରକେଟ, ଭୟରେ ଏୟାରପୋର୍ଟ ବନ୍ଦ କଲା ଏହି ଦେଶ

ନୂଆଦିଲ୍ଲୀ: ଚୀନ ମହାକାଶ ସଂସ୍ଥା ରକେଟ୍ ଲଞ୍ଚରେ ବିଫଳ ହେବା ଏବେ କେତେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେବା ପରେ ସ୍ପେନ୍ ସରକାର ଦେଶରେ ଏନେକ ଏୟାରପୋର୍ଟକୁ ବନ୍ଦ କରି…

୧୦୧ ମହିଳାଙ୍କୁ ଦୁଷ୍କର୍ମ କରିଥିଲା ୬୮ ବର୍ଷୀୟ ସଇତାନ୍: ବ୍ୟବଚ୍ଛେଦ ଗୃହରେ ବି ୨୩ ଶବ ସହ…

ନୂଆଦିଲ୍ଲୀ: ଡବଲ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଦୋଷୀ ଅନେକ ମହିଳାଙ୍କ ଶବ ସହିତ ଯୌନ ଶୋଷଣ କରିଥିବା ଅଭିଯୋଗ ପ୍ରମାଣିତ ହୋଇଛି । ଏହି ମାମଲା ଇଂଲଣ୍ଡର କେଣ୍ଟ ଅଞ୍ଚଳରେ ଥିବା ଟନବ୍ରିଜ୍ ୱେଲ୍ସ…

ପାକିସ୍ତାନ ଅଭିନେତ୍ରୀଙ୍କ ଅଜବ ପ୍ରସ୍ତାବ: କହିଲେ –‘ଭାରତ ହାରିଲେ ଜିମ୍ବାୱେ ଯୁବକଙ୍କୁ ବିବାହ କରିବି’

ଇସଲାମାବାଦ: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ କ୍ରିକେଟ ବିଶ୍ୱକପର ସୁପର୧୨ ପର୍ଯ୍ୟାୟ ଶେଷ ମ୍ୟାଚରେ ଜିମ୍ବାୱେକୁ ପରାସ୍ତ କଲେ ଭାରତ ସେମିଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିବ । ଆସନ୍ତା ୬ ତାରିଖ ଦିନ ଏହି…

ଇମରାନଙ୍କ ଉପରେ ଆକ୍ରମଣ ପରେ ଇସଲାମାବାଦରେ ଲାଗିଲା ଲକଡାଉନ୍: ଶାହବାଜ ସରକାରଙ୍କ ନିର୍ଦ୍ଦେଶ

ଇସଲାମାବାଦ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମରାନ ଖାନଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣ ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦକୁ ସିଲ୍ କରିଦିଆଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ…

ନେତନ୍ୟାହୁ ପୁଣି ହେବେ ପ୍ରଧାନମନ୍ତ୍ରୀ: ନିର୍ବାଚନରେ ବିଜୟ ପରେ ସମ୍ଭାଳିବେ ଶାସନଭାର

ଜେରୁଜେଲମ୍: ଇସ୍ରାଏଲ୍ ନିର୍ବାଚନରେ ରାଜନୈତିକ ଦଳ ଲିକୁଡ୍ ପାର୍ଟି ବିଜୟ ହୋଇଛି । ଏହାସହ ବେଞ୍ଜାମିନ୍ ନେତନ୍ୟାହୁ ପୁଣିଥରେ ଇସ୍ରାଏଲର ଶାସନଭାର ଗ୍ରହଣ କରିବାକୁ ଯାଉଛନ୍ତି । ନିର୍ବାଚନରେ ବର୍ତ୍ତମାନର…

Video: ଇମ୍ରାନ ଖାନଙ୍କୁ ଗୁଳି ଚଳାଇଥିବା ଯୁବକ ଗିରଫ, କହିଲା- ‘ଇମ୍ରାନ୍‌ଙ୍କୁ ହତ୍ୟା କରିବାକୁ ଆସିଥିଲି’

ନୂଆଦିଲ୍ଲୀ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ୍ ଖାନଙ୍କ ଉପରେ ହୋଇଛି ଗୁଳିମାଡ଼। ସରକାରରରେ ଥିବା ଶାହବାଜ ଶରିଫଙ୍କୁ ଶାସନରୁ ହଟାଇବା ପାଇଁ ଇମ୍ରାନ୍ ଆଜାଦୀ ଯାତ୍ରା କରୁଥିଲେ। ଏହାରି…

ମ୍ୟାଲେରିଆ ପାଇଁ ଆସିଲା ନୂଆ ଆଣ୍ଟିବଡ଼ି, ଥରେ ଖାଇଲେ ୬ମାସ ପର୍ଯ୍ୟନ୍ତ ହେବନାହିଁ ସଂକ୍ରମଣ

ୱାଶିଂଟନ: ମ୍ୟାଲେରିଆ ରୋଗକୁ ନେଇ ମିଳିଛି ବଡ ଆଶ୍ୱସ୍ତି। ଆଫ୍ରିକାର ଚିକିତ୍ସା ବୈଜ୍ଞାନିକ ମାନେ ଆଣିଲେ ଖୁସି ଖବର। ମ୍ୟାଲେରିଆ ରୋକିବାରେ ମେଡ଼ିସିନ ପ୍ରସ୍ତୁତ କରି ସଫଳତା ହାସଲ କରିଛନ୍ତି ଆଫ୍ରିକାର ବୈଜ୍ଞାନିକ…

(Video) ପୋଲିସ ଆଗରେ ଲୁଟ୍ ! ମାଗଣା ହେଲମେଟ୍ ପାଇଁ ରାସ୍ତାରେ ଲାଗିଲା ଭିଡ଼, ଯାହାକୁ ଯାହା ମିଳିଲା ଧରି ଦୌଡ଼ିଲେ

ନୂଆଦିଲ୍ଲୀ: ‘ମାଗଣା ମିଳିଲେ ଲୋକ ପିଚୁ ବି ଗିଳିଦେବେ’ କଥା ତ ଆପଣମାନେ ଶୁଣିଥିବେ, ଯାହାକି ଆମ ଦେଶରେ ଖୁବ୍ ପ୍ରଚଳିତ । ଏହାର ଅର୍ଥ ହେଉଛି, ମାଗଣା ଧନକୁ କେହି ବି ଛାଡ଼ନ୍ତି ନାହିଁ । ନିକଟରେ ଏପରି ଏକ ଘଟଣା…

ୟୁକ୍ରେନ ଯୁଦ୍ଧ ସମୟରେ ଗମ୍ଭୀର ରୋଗରେ ପୀଡିତ ପୁଟିନ୍ ? ହାତରେ ଦେଖିବାକୁ ମିଳିଲା ରହସ୍ୟମୟୀ ଚିହ୍ନ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ଵାସ୍ଥ୍ୟବସ୍ଥା ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ସଂପର୍କିତ କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ପୁଟିନଙ୍କ ହାତରେ ଅଜବ ପ୍ରକାରର ଚିହ୍ନ…

ଜୀବନରେ ୮୭ ଥର ବାହାହୋଇସାରିଛି ଏହି ବ୍ୟକ୍ତି: ୮୮ଥର ବର ହେବାକୁ ପୁରା ରେଡ୍ଡି!

‘ବାହା ହୋଇ ପସ୍ତଉଛି’ ବୋଲି ଅନେକ ବିବାହିତ ଲୋକଙ୍କ ମୁହଁରୁ ଆପଣମାନେ ନିଶ୍ଚିତ ଶୁଣିଥିବେ । ଗୋଟିଏ ସମ୍ପର୍କକୁ ସମ୍ଭାଳିବା ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଯାଉଛି । କିନ୍ତୁ କିଛି ସାହାସୀ ଲୋକ ଜୀବନ ଅନେକ…