Browsing Category

ବିଦେଶ

ନାସା ଜାରି କଲା ଗାଲାକ୍ସିର ପ୍ରଥମ ରଙ୍ଗୀନ ଫଟୋ: ମିଳିବ ବ୍ରହ୍ମାଣ୍ଡ ସୃଷ୍ଟିର ଗୁପ୍ତ ରହସ୍ୟ

ନୂଆଦିଳ୍ଲୀ: ନାସା ସର୍ବଦା ମହାକାଶର କିଛି ନା କିଛି ଫଟୋ ଜାରି କରିଥାଏ । ଲୋକମାନେ ମଧ୍ୟ ମହାକାଶ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ତେବେ ନାସା ଜେମ୍ସ ୱେବ ଟେଲିସ୍କୋପ ଦ୍ୱାରା ବ୍ରହ୍ମାଣ୍ଡର ଏକ…

ବ୍ରିଟେନକୁ ନୂଆ ପ୍ରଧାନମନ୍ତ୍ରୀ: ସେପ୍ଟେମ୍ବର ୫ରେ ଘୋଷଣା ହେବ ଦେଶର ନୂଆ ମୁଖିଆଙ୍କ ନାଁ

ନୂଆଦିଲ୍ଲୀ: ବ୍ରିଟେନକୁ ମିଳିବେ ନୂଆ ପ୍ରଧାନମନ୍ତ୍ରୀ । ପୂବ୍ରତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପଦରୁ ଇସ୍ତଫା ଦେବା ପରେ ନୂଆ ପ୍ରଧନମନ୍ତ୍ରୀଙ୍କୁ ନେଇ ସୂଚନା ଜାରି କରିଛି ପ୍ରଶାସନ । ଆସନ୍ତା ସେପ୍ଟେମ୍ବର ୫…

ରାତିରେ ଲାଇଟ୍ ଜଳାଇ ଶୋଇବା କାରଣରୁ ମୋଟାପା, ଡାଇବେଟିସ୍ ଓ ହାଇ ବ୍ଲଡପ୍ରେସର ବଢ଼ୁଛି, ନୂଆ ରିସର୍ଚ୍ଚ ତଥ୍ୟ

ନୂଆଦିଲ୍ଲୀ: ଯଦି ଆପଣ ରାତିରେ ଲାଇଟ୍ ଜଳାଇ ଶୋଉଛନ୍ତି, ତେବେ ହୋଇଯାଆନ୍ତୁ ସତର୍କ । ନିଦ୍ରା ସମୟରେ ଲାଇଟ ରଶ୍ମୀର ପ୍ରଭାବରେ ବୟସ୍କମାନେ ପ୍ରଭାବିତ ହେଉଛନ୍ତି । ସେମାନେ ମୋଟାପା, ଡାଇବେଟିସ୍ ଓ ହାଇ ବ୍ଳଡପ୍ରେସର ପରି…

ଜୁଲାଇ ୨୦ରେ ହେବ ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ, ୧୩ରେ ଦେଶକୁ ଫେରିବେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଦେଖାଦେଇଥିବା ଆର୍ଥିକ ସଙ୍କଟ କାରଣରୁ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଇସ୍ତଫା ଦାବିରେ ଜନସାଧାରଣ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ସୁରକ୍ଷା ବଳ ନିୟୋଜିତ ଥାଇ ବି…

ଅବମାନନା ମାମଲାରେ ପଳାତକ ବିଜୟ ମାଲ୍ୟାଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଭରିବାକୁ ହେବ ଜରିମାନା

ନୂଆଦିଲ୍ଲୀ: ଅବମାନନା ମାମଲାରେ ବିଜୟ ମାଲ୍ୟାଙ୍କୁ ସଜା ଶୁଣାଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ ମାଲ୍ୟାଙ୍କୁ ସଜା ସହ ଜୋରିମାନା ମଧ୍ୟ ଚାର୍ଜ କରିଛନ୍ତି । ସୋମବାର ସୁପ୍ରିମକୋର୍ଟ ମାଲ୍ୟାଙ୍କ ଉପରେ କୋର୍ଟ ଅବମାନନା…

Video: ଏଇବାଟ ଦେଇ ପଳାୟନ କରିଥିଲେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ, ରାଷ୍ଟ୍ରପତି ଭବନରେ ମିଳିଲା ଗୁପ୍ତ ବଙ୍କର

ନୂଆଦିଲ୍ଲୀ: ଶ୍ରୀଲଙ୍କାର ରାଷ୍ଟ୍ରପତି ଭବନରେ ଏକ ବଙ୍କର ମିଳିଛି। ଏହି ବଙ୍କରକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଏହା ଯେକୌଣସି ପ୍ରକାର ଆକ୍ରମଣରୁ ସୁରକ୍ଷିତ ରହିପାରିବ। ବଙ୍କର ମିଳିବା ପରେ ଏହା ଅନୁମାନ…

ଟପ୍-୧୦ ଧନୀ ତାଲିକାରୁ ଖସିଲେ ମୁକେଶ ଅମ୍ବାନୀ, ଗୌତମ ଅଦାନୀ ଏବେବି ରହିଛନ୍ତି ଆଗରେ

ନୂଆଦିଲ୍ଲୀ: ଦୁନିଆର ଟପ୍-୧୦ ଧନୀ ବ୍ୟକ୍ତିଙ୍କ ତାଲିକାର ପୁଣି ଥରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଭାରତୀୟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙକ୍ ସମ୍ପତ୍ତିରେ ହ୍ରାସ ଯୋଗୁଁ ଲିଷ୍ଟରୁ ବାହାରେ ଅଛନ୍ତି । ଏସିଆର ସବୁଠୁ…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୧୪ ଜଣକ ମୃତ୍ୟୁ

ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗର ଏକ ବାର୍ ରେ ଗୁଳିକାଣ୍ଡରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ତିନିଜଣକ ଅବସ୍ଥା ଗୁରୁତର ଥିବା ନେଇ କୁହାଯାଉଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ୍ୟୁସଂଖ୍ୟା…

(Video) ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ଘରୁ ମିଳିଲା କୋଟି କୋଟି ଟଙ୍କା, ଗଣିବାରେ ଲାଗିଗଲେ ବିକ୍ଷୋଭକାରୀ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ସହ ଜୁଝୁଥିବା ଶ୍ରୀଲଙ୍କାରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ପ୍ରଦର୍ଶନକାରୀ ରାଷ୍ଟ୍ରପତି ଭବନ ଉପରେ କବ୍ଚା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆବାସରେ ନିଆଁ ଲଗାଇଦେଇଛନ୍ତି । ଏହାରି…

ନୋକିଆ ସହିତ ପଙ୍ଗା ନେବା ଚାଇନା କମ୍ପାନୀକୁ ପଡିଲା ଭାରି, ଜାଣନ୍ତୁ ଏହାର କାରଣ

ନୁଆଦିଲ୍ଲୀ: ଚାଇନା ସ୍ମାର୍ଟଫୋନ୍ କମ୍ପାନୀ ଓପୋ ଏବଂ ୱାନପ୍ଲସ୍‌କୁ ଲାଗିଛି ବଡ଼ ଝଟକା। ନୋକିଆ ସହିତ ପଙ୍ଗା ନେବା ଏହି ଦୁଇ କମ୍ପାନୀକୁ ଭାରି ପଡିଛି। ଏକ ରିପୋର୍ଟ ମୁତାବକ ମାନହାଇମ ରିଜିଓନାଲ କୋର୍ଟ ପେଟେଣ୍ଟ…