Browsing Category

ବିଦେଶ

ମାନହାନି କେସ୍ ଜିତିଲେ ଜନୀ ଡେପ୍: ଏବେ ଏମ୍ବର ହର୍ଡଙ୍କୁ ଦେବାକୁ ହେବ ୧୫ ମିଲିୟନ ଡଲାର

ନୂଆଦିଲ୍ଲୀ: ହଲିଉଡ ଷ୍ଟାର ଜନୀ ଡେପ୍ ଏବଂ ତାଙ୍କ ପତ୍ନୀ ଏମ୍ବର ହର୍ଡଙ୍କ ମଧ୍ୟରେ ଚାଲୁଥିବା ମାନହାନି ମାମଲାର ଶୁଣାଣି ଆସିସାରିଛି । ଆଉ ଶେଷରେ ଜନୀ ଡେପ୍ ଏହି କେସ୍ ଜିତିଛନ୍ତି । ଏବେ ଏମ୍ବର ହର୍ଡଙ୍କୁ ୧୫ ମିଲିୟନ…

ଆମେରିକା: ମେଡିକାଲ ପରିସରରେ ଗୁଳିକାଣ୍ଡ, ଦୁର୍ବୃତ୍ତ ସମେତ ୫ ମୃତ

ୱାଶିଂଟନ୍: ଆମେରିକାରେ ଗୁଳିକାଣ୍ଡର ଘଟଣା ବନ୍ଦ ହେବାର ନାଁ ନେଉନାହିଁ । ପ୍ରତିଦିନ ଖୋଲା ଗୁଳି ବିନିମୟ ଘଟଣା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଆମେରିକାର ଏକ ହସ୍ପିଟାଲ ପରିସରରେ ଗୁଳିକାଣ୍ଡ ହୋଇଥିବା ସୂଚନା…

ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି ମଙ୍କିପକ୍ସ: ଜାଣନ୍ତୁ ଏହାର ଲକ୍ଷଣ କ’ଣ ଓ ଏଥିରୁ କିପରି ରକ୍ଷା ପାଇବେ

ନୂଆଦିଲ୍ଲୀ: କରୋନାର ପ୍ରଭାବ ସାମାନ୍ୟ ହ୍ରାସ ପାଉପାଉ ବର୍ତ୍ତମାନ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କଲାଣି ମଙ୍କିପକ୍ସ ଭାଇରସ୍ ଏହାମଧ୍ୟରେ ଏହି ଭାଇରସ୍ ବିଶ୍ୱର ୨୫୭ଟି ଦେଶକୁ ବ୍ୟାପିସାରିଥିବା ବେଳେ ୨୫୭ ଜଣ…

ବିଶ୍ୱର ସବୁଠୁ ଅଧିକ ବର୍ଷ ବଞ୍ଚିଥିବା କୁକୁର, ମିଳିଲା ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ

ନୂଆଦିଲ୍ଲୀ: କୁହାଯାଏ କୁକୁର ମଣିଷର ପ୍ରକୃତ ବନ୍ଧୁ । ଅନେକ ଲୋକଙ୍କୁ କୁକୁର ପାଳିବା ମଧ୍ୟ ପସନ୍ଦ କରିଥାନ୍ତି । କୁକୁରଙ୍କ ସହ ନିଜ ପରିବାର ସଦସ୍ୟ ଭଳି ଯତ୍ନ ନେଇଥାନ୍ତି । ହେଲେ କୁହାଯାଏ କୁକୁରଙ୍କ ଆୟୁଷ କମ୍ ।…

ପାକିସ୍ତାନରେ ଲଜ୍ଜା: ଚଳନ୍ତା ଟ୍ରେନରେ ଏସି କମ୍ପାର୍ଟମେଣ୍ଟରେ ସିଟ୍‌ ଅଫର କରି ମହିଳାଙ୍କୁ ଧର୍ଷଣ

ଇସଲାମାବାଦ: ସମାଜରେ ନାରୀମାନେ ଆଜି ବି ଅସୁରକ୍ଷିତ । ଭାରତ ହେଉ ବା ପାକିସ୍ତାନ, ମହିଳାମାନେ କେଉଁଠି ବି ସୁରକ୍ଷିତ ନାହାଁନ୍ତି । ରକ୍ଷକ ଯଦି ଭକ୍ଷକ ସାଜିବ କାହା ଉପରେ ଭରଷା କରିବେ ଲୋକେ । ଏହାରି ମଧ୍ୟରେ…

ଦୁନିଆର ସବୁଠୁ ବଡ ହ୍ୱିସ୍କି ବୋତଲ ନିଲାମ, ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଓଡିଶା ଭାସ୍କର: ଦୁନିଆ ତଥା ବିଶ୍ୱର ସବୁଠୁ ବଡ ହ୍ୱିସ୍କି ବୋତଲ ନିଲାମ ହୋଇଛି। କହିବାକୁ ଗଲେ ଏହି ବୋତଲଟି ୫ ଫୁଟର ଏହାର ଲମ୍ବ ୧୧ ଇଞ୍ଚ। ଏଥିରେ ୩୧୧ ଲିଟର ହ୍ୱିସ୍କି ଭର୍ତ୍ତି ହୋଇପାରେ। ଏହି ବୋତଲକୁ ଶେଷରେ…

ଦୁନିଆର ସବୁଠୁ ଦାମୀ ଘରର ଦାମ୍ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ, ଜାଣନ୍ତୁ କେଉଁଠି…

ବ୍ରିଟେନର ରାଜ ପରିବାର ଦୁନିଆରେ ଯେତିକି ଚର୍ଚ୍ଚାରେ ରହିଥାଏ, ସେତିକି ରାଜମହଲ ‘ବକିଂଘମ ପ୍ୟାଲେସ’କୁ ନେଇ ମଧ୍ୟ ହୋଇଥାଏ । କାରଣ ଏହା ହେଉଛି ବିଶ୍ୱର ସବୁଠୁ ଦାମୀ ଘର । ୭୭୫ ରୁମ୍ ଥିବା ଏହି ମହଲର ଦାମ୍ ଶୁଣିଲେ ଆପଣ…

ଜୁନ ୧ରୁ ସପ୍ତାହକୁ ୪ ଦିନ କାମ କରିବେ କର୍ମଚାରୀ: ଜାଣନ୍ତୁ କେଉଁଠି ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ: ସପ୍ତାହକୁ ୪ ଦିନ କାମ କରିବା ଫର୍ମୁଲାକୁ ନେଇ ଅନେକ ଦେଶ ଆଲୋଚନା ଜାରି ରଖିଛନ୍ତି । ଏହାକୁ ଫୋର ଡେ ୱାର୍କ ୱିକ ବୋଲି କୁହାଯାଏ । ତେବେ ଆସନ୍ତା ଜୁନ ୧ ତାରିଖରୁ ଏହି ଫର୍ମୁଲା ଆପଣେଇବ ବ୍ରିଟେନ । ଦେଶର…

ଅଧାରୁ ଛାଡ଼ିଥିଲେ ପଢା.. ୮୪ ବର୍ଷ ବୟସରେ ହାସଲ କଲେ ଡିଗ୍ରୀ

ନୂଆଦିଲ୍ଲୀ: ପଢିବାର ବୟସ ସୀମା ନଥାଏ, ଏହା ତ ସମସ୍ତେ ଜାଣନ୍ତି । କିଛି ଶିଖିବାକୁ ଇଚ୍ଛା ଥିଲେ ମଣିଷର ବୟସ କେବେ ବାଧା ସୃଷ୍ଟି କରିପାରେ ନାହିଁ । ଏହି କଥାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ୮୪ ବର୍ଷିୟ ମହିଳା…

୧୬ ବର୍ଷରୁ ପ୍ରତି ସପ୍ତାହରେ କନିଆ ସାଜୁଛନ୍ତି ଏହି ପାକିସ୍ତାନୀ ମହିଳା: କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଇସଲାମାବାଦ: ପଡୋଶୀ ଦେଶ ପାକିସ୍ତନାର ଜଣେ କନିଆ ଏବେ ସାରା ଦୁନିଆ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହି କନ୍ୟାଙ୍କ ନାଁ ହୀରା ଜିଶାନ ବୋଲି ଜଣାପଡିଛି । ସେ ପ୍ରତି ସପ୍ତାହରେ କନିଆ ବେଶରେ ସଜେଇ ହୁଅନ୍ତି,…