Browsing Category
ବିଦେଶ
ପ୍ରେମ ସମ୍ପର୍କକୁ ନେଇ ରୁହନ୍ତି ଚର୍ଚ୍ଚାରେ, ଭାରତରେ ବି ଏହି ପାକିସ୍ତାନୀ ମନ୍ତ୍ରୀଙ୍କର ରହିଛନ୍ତି ଲକ୍ଷାଧିକ ପ୍ରଶଂସକ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ମନ୍ତ୍ରୀ ମଣ୍ଡଳର ୩୭ ସଦସ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି । ଏହି ନାମ ଗୁଡ଼ିକ ମଧ୍ୟରୁ କିଛି ମନ୍ତ୍ରୀଙ୍କ ନାମକୁ ନେଇ ବହୁତ୍ ଚର୍ଚ୍ଚା ଲାଗି ରହିଛି । ଏପରିକି କିଛି…
ସ୍କୁଲ ନିକଟରେ ସିରିଜ୍ ବିସ୍ଫୋରଣ: ଅନେକ ଛାତ୍ରଙ୍କ ମୃତ୍ୟୁ ଆଶଙ୍କା
ଆଫଗାନିସ୍ତାନର ରାଜଧାନୀ କାବୁଲରେ ମଙ୍ଗଳବାର ଗୋଟିଏ ପରେ ଗୋଟିଏ ତିନି ବିସ୍ଫୋରଣ ଘଟିଛି । ରିପୋର୍ଟ ଅନୁଯାୟୀ ଏହି ବିସ୍ଫାରଣରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ପଶ୍ଚିମ କାବୁଲରେ ଘଟିଛି । ପ୍ରଥମ…
ଯୁଦ୍ଧ ବନ୍ଦ କରିବା ପାଇଁ ଋଷ ଦେଲା ବିକଳ୍ପ: ୟୁକ୍ରେନୀ ସେନାକୁ ହାର ମାନିବା ପାଇଁ ପୁତିନ ସେନାର ଉପାୟ
ନୂଆଦିଲ୍ଲୀ: ୟୁକ୍ରେନ ସେନାକୁ ତୁରନ୍ତ ହତିଆର ଫିଙ୍ଗିବା ପାଇଁ କହିଛି ଋଷ ସେନା ବିଭାଗ । ୟୁକ୍ରେନର ମାରିୟୁପୋଲକୁ ସୁରକ୍ଷା କରୁଥିବା ସେନ୍ୟମାନଙ୍କୁ ଖୁବଶୀଘ୍ର ହତିଆର ଫିଙ୍ଗି ଆତ୍ମସମର୍ପଣ କରିବାକୁ ଋଷ ଆହ୍ୱାନ…
ଋଷ ବିଦେଶ ମନ୍ତ୍ରୀଙ୍କ ବଡ଼ ବୟାନ, ୟୁକ୍ରେନ ଯୁଦ୍ଧ ପାଇଁ ଆମେରିକାକୁ କଲେ ଦାୟୀ
ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧ ପାଇଁ ଆମେରିକା ଏବଂ ପାଶ୍ଚାତ୍ୟ ଦେଶ ଗୁଡ଼ିକ ଦାୟୀ ବୋଲି କହିଛନ୍ତି ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋବ । ସେ କହିଛନ୍ତି ଯେ ୟୁକ୍ରେନର ତାଜା ସ୍ଥିତି କୁ ନଜର ଦେଲେ ଏହା ଜଣା…
ଆଉ ଖସି ପାରିବେନି ଦୋଷୀ, ଏଣିକି ଦୁର୍ଷ୍କକାରୀଙ୍କୁ କେମିକାଲ ପ୍ରୟୋଗ କରି ନଂପୁସକ କରାଇ ଦିଆଯିବ, ଲାଗୁହେଲା ନୂଆ ନିୟମ
ନୂଆଦିଲ୍ଲୀ: ରେପକୁ ନେଇ ବିଭିନ୍ନ ଦେଶରେ ଅଲଗା ଅଲଗା ଦଣ୍ଡବିଧାନ ନିୟମ ରହିଛି । ତେବେ ଯେତେ ନିୟମ କାନୁନ ପ୍ରଣୟନ ହେଲେ ମଧ୍ୟ ଏହି ସାମାଜିକ ବ୍ୟାଧିର ଅନ୍ତ ଘଟୁନାହିଁ । ଏଣିକି ଦୁଷ୍କର୍ମକାରୀ ଆଉ ଖସି ଯାଇପାରିବେ…
କରେନା ସଂକ୍ରମିତ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ହଂକଂକୁ ୨୪ ଏପ୍ରିଲ ଯାଏ ବିମାନ ଚଳାଚଳ ସ୍ଥଗିତ
ନୁଆଦିଲ୍ଲୀ: ଲଗାତର ତିନିଜଣ ଯାତ୍ରୀ କରୋନା ପଜିଟିଭ୍ ବାହାରିବା ପରେ ହଙ୍ଗକଙ୍ଗ ପକ୍ଷରୁ ଏପ୍ରିଲ୍ ୨୪ ତାରିଖ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ବିମାନ ଚଳାଚଳକୁ ସ୍ଥଗିତ କରାଯାଇଛି । ତେବେ ବର୍ତ୍ତମାନ ସମୟରେ ଅନ୍ୟ କୌଣସି…
ଜାତିସଂଘ ମୁଖ୍ୟଙ୍କ ସତର୍କ ବାଣୀ: ଋଷ ଓ ୟୁକ୍ରେନ ଯୁଦ୍ଧ ଯୋଗୁଁ ଭୋକ ଓ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯିବେ ୧୭୦ କୋଟି ଲୋକ
ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ ରହିଛି । ଏହା ମଧ୍ୟରେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ ବିଶ୍ୱକୁ ସତର୍କ ବାଣୀ ଶୁଣାଇ ଦେଇଛନ୍ତି । ଗୁଟେରେସଙ୍କ…
କୋଇଲା ଅଭାବ୍; ଘରୋଇ ଏବଂ ଇଣ୍ଡଷ୍ଟ୍ରୀମାନଙ୍କୁ ଘନଘନ ବିଜୁଳି କାଟ କରୁଛି ପାକିସ୍ତାନ
କୋଇଲା ଅଭାବରୁ ଘରୋଇ ଏବଂ ଇଣ୍ଡଷ୍ଟ୍ରୀମାନଙ୍କୁ ଘନଘନ ବିଜୁଳି କାଟ କରୁଛି ପାକିସ୍ତାନ । ବୈଦେଶିକ ମୁଦ୍ରା ଅଭାବରୁ ବିଦେଶରୁ କୋଇଲା ଏବଂ ତୈଳ କିଣିବାକୁ ଅସମର୍ଥ ହେବା ଆଶଙ୍କା କରି ଏଭଳି ପଦକ୍ଷେପ ଉଠାଇଛି । ୟୁକ୍ରେନ…
ବିଶ୍ୱ ରେକର୍ଡ କଲା ଏହି କୁକୁର, ଏହି ବୟସରେ ବି ଏମିତି କାମକୁ କରୁଛି ପସନ୍ଦ
କୁକୁର ପାଳିବାକୁ କିଏ ବା ଭଲ ନପାଏ । ଆମେ ଘରେ ପାଳୁଥିବା କୁକୁର କୌଣସି ସଦସ୍ୟଙ୍କଠାରୁ କିଛି କମ୍ ନୁହନ୍ତି । ସେମାନେ ପରିବାରର ଏକ ସଦସ୍ୟଙ୍କ ପରି ରହିଥାନ୍ତି । ତେବେ ସେମାନଙ୍କର ଜୀବନକାଳ କମ୍ ହୋଇଥିବାରୁ ସେମାନେ…
ଋଷ-ୟୁକ୍ରେନ ପରେ ହେବ କି ଆଉ ଏକ ଯୁଦ୍ଧ?: ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ କରୁଛି ପାକିସ୍ତାନ
ନୂଆଦିଲ୍ଲୀ: ଗୋଟିଏ ପକ୍ଷରେ ଋଷ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉ ନଥିବା ବେଳେ ଏବେ ଆଉ ୨ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଦେଖିବାକୁ ମିଳିଛି । ଏହି ଦୁଇ ଦେଶ ହେଉଛନ୍ତି ପାକିସ୍ତାନ ଏବଂ ଆଫଗାନିସ୍ତାନ । ଉଭୟଙ୍କ…