Browsing Category

ବିଦେଶ

ଉତ୍ତର କୋରିଆରେ ଲକଡାଉନ ଲଗାଇଲେ କିମ୍ ଜୋଙ୍ଗ ଉନ୍, ଜାଣନ୍ତୁ କ’ଣ କାରଣ…

ଦେଶରେ ପ୍ରଥମ କରୋନା ଭାଇରାସ ସଂକ୍ରମଣ ମାମଲା ଦେଖାଯିବା ପରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଦେଶବ୍ୟାପୀ ଲକଡାଉନ ଲଗାଇଛନ୍ତି । କିମ୍ ଏହାକୁ ରାଷ୍ଟ୍ରୀୟ ଇମରଜେନ୍ସୀ କହିଛନ୍ତି । ଉତ୍ତର କୋରିଆର…

୮୦ଦିନରେ ପହଞ୍ଚିଲାଣି ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ, ‘ ଶୀଘ୍ର ଯୁଦ୍ଧ ଶେଷ ହେଉ ତାହା ପୁଟିନ୍‌ ଚାହାନ୍ତିନି’….

ୱାଶିଂଟନ୍‌: ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଇତିମଧ୍ୟରେ ପାଖାପାଖି ୮୦ଦିନରେ ପହଞ୍ଚିଲାଣି । କିନ୍ତୁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମାର୍‌ ପୁଟିନ୍‌ ଏହାକୁ ଆହୁରି ଅଧିକ ଦିନ ଗଡ଼ାଇବାକୁ ଚାହୁଁଛନ୍ତି ଅର୍ଥାତ ଯୁଦ୍ଧ ଶୀଘ୍ର ଶେଷ…

ମେ ୧୬ରେ ଦେଖାଯିବ ଚଳିତ ବର୍ଷର ପ୍ରଥମ ସୁପର ବ୍ଲଡ ମୁନ, ଜାଣନ୍ତୁ ପୃଥିବୀ ଉପରେ ପଡିବ କି ପ୍ରଭାବ ?

ନୂଆଦିଲ୍ଳୀ: ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ୧୫-୧୬ ମେ’ ରେ ହେବ । ଏହା ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହୋଇଥିବାରୁ ୩ ଘଣ୍ଟା, ୨୭ ମିନିଟ୍‌ ଓ ୫୮ ସେକେଣ୍ଡ ରହିବ । ଚନ୍ଦ୍ର ଗ୍ରହଣଟି ଖୁବ୍‌ ଦୁର୍ଲଭ ରହିଛି, କାରଣ ଏଥର…

ଉଡନ୍ତା ବିମାନରେ ବିଗିଡିଲା ପାଇଲଟଙ୍କ ସ୍ୱାସ୍ଥ୍ୟାବସ୍ଥା: SAFE LANDING କରାଇଲେ ଯାତ୍ରୀ

ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାମ ବିଚ ଇଣ୍ଟରନେସନାଲ ଏୟାରପୋର୍ଟରେ ଏକ ବିମାନର ସଫଳ ଅବତରଣକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ଉଡନ୍ତା ବିମାନରେ ପାଇଲଟଙ୍କ…

କିଏ ଭାଙ୍ଗିଲା PoKରେ ଥିବା ଚୀନର ଐତିହାସିକ ପୋଲ?: ଭିଡିଓରୁ ଜଣା ପଡିଲା ଘଟଣାର ପ୍ରକୃତ କାରଣ

ନୂଆଦିଲ୍ଲୀ: ପିଓକେର ଗିଲଗିଟ-ବାଲଟିସ୍ତାନ ଅଞ୍ଚଳରେ ଥିବା ଚୀନର ଏକ ପୋଲ ଭୁଷୁଡି ପଡିଛି । ଏହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହି ପୋଲ କାହିଁକି ଆଉ କିପରି ଭୁଷୁଡିଲା ତାକୁ ନେଇ…

ଋଷ କରିଦେଲା ବିରାଟ ଭୁଲ: ନିଜ ସୈନିକଙ୍କ ଉପରେ ଆକ୍ରମଣ କରି ଲଗାଇଲା ନିଆଁ, ୟୁକ୍ରେନ ଖୁସ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଋଷ ନିଜ ସୈନିକଙ୍କୁ ଆକ୍ରମଣ କରିଥିବା ଜାଣିବାକୁ ମିଳିଛି । ଏହି ଆକ୍ରମଣ ଫଳରେ ପୁତିନ ସେନାର ଅନେକ ସିପାହୀ ମୃତ୍ୟୁବରଣ କରିଛନ୍ତି । ଏ…

ହିଟୱେଭରେ ତରଳିଲା ବରଫ ପାହାଡ: ବନ୍ୟାରେ ଭାସିଗଲା ହସନାବାଦ୍ ବ୍ରିଜ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଳୀ: ପରିବେଶ ପରିବର୍ତ୍ତନ ବର୍ତ୍ତମାନ ସମୟର ଏକ ବଡ ସମସ୍ୟା ପାଲଟିଛି । ଏହି କାରଣରୁ ସମଗ୍ର ବିଶ୍ୱର ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ଏଭଳି ସମୟରେ ପାକିସ୍ତାନରେ ତରଳିଛି ଏକ ବରଫ ପାହାଡ । ବରଫ…

ଏକ ଭୟଙ୍କର ବ୍ରେନ ରୋଗରେ ପୀଡ଼ିତ ଅଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ

ନୂଆଦିଲ୍ଲୀ: ବର୍ତ୍ତମାନ ଚୀନରେ କରୋନାର ସ୍ଥିତି ଅସମ୍ଭାଳ ହୋଇପଡ଼ିଥିବା ବେଳେ ସେଠାରେ କିଛି ସହରରେ ଲକଡାଉନ୍ ଲାଗୁ କରାଯାଇଛି । ତେବେ ଏହା ମଧ୍ୟରେ ଆଉ ଏକ ବଡ଼ ଖବର ଆସିଛି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏକ ଭୟଙ୍କର…

ଶ୍ରୀଲଙ୍କା ଅର୍ଥନୈତିକ ସଙ୍କଟ ବିଦ୍ରୋହ: ପୋଲିସ ଗୁଳିରେ ୮ ଜଣଙ୍କ ମୃତ୍ୟୁ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟ କାରଣରୁ ବିଦ୍ରୋହ ଶୀର୍ଷରେ ରହିଛି । ଦେଶରେ ଦ୍ୱିତୀୟ ଥର ପାଇଁ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ନିଜ ପଦରୁ ଇସ୍ତଫା ଦେଇଥିଲେ ମହିନ୍ଦା ରାଜପକ୍ଷେ ।…

ବହି ପଢ଼ିଲେ ଜେଲରୁ ଶୀଘ୍ର ମୁକ୍ତ ହେଉଛନ୍ତି କଏଦୀ, ଜାଣନ୍ତୁ କେଉଁ ଦେଶରେ ଅଛି ଏପରି ନିୟମ

ଜେଲରେ ଯେଉଁ ଅପରାଧୀ ବହି ପଢ଼ୁଛନ୍ତି ସେମାନଙ୍କୁ ଜେଲରୁ ମୁକ୍ତ କରାଯାଉଛି । ହୁଏତ ଆପଣ ଏହାକୁ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ । ହେଲେ ଏଭଳି ଏକ ଦେଶ ବୋଲଭିଆ, ଯେଉଁଠି କଏଦୀମାନେ ବହି ପଢ଼ିବା ଦ୍ୱାରା ସେମାନଙ୍କୁ ଜେଲରୁ…