Browsing Category

ବିଦେଶ

କେବେ ଭାବିଛନ୍ତି କି ମରିଯିବା ପରେ ଆପଣଙ୍କ ଗୁଗୁଲ ଡାଟା କଣ ହେବ? ଚାଲନ୍ତୁ ଜାଣିବା ବିସ୍ତାରରେ

ନୂଆଦିଲ୍ଲୀ: ଆପଣ ମାନେ କେବେ ଭାବିଛନ୍ତି କି ଆପଣ ଯଦି କୌଣସି କାରଣରୁ ମରିଯାଆନ୍ତି ତେବେ ଏହାପରେ ଗୁଗୁଲ ଅବା ଆପଲ୍ କ୍ଲାଉଡ୍ ସର୍ଭିସ୍ ରେ ସେଭ୍ ହୋଇ ରହିଥିବା ଡାଟାର କଣ ହୁଏ? ଏ ବିଷୟରେ ଗୁଗୁଲ୍ ଭାବିଚିନ୍ତି ଏକ…

କାମ ଦେଲାନି ଜି ହଜୁର, ପାକିସ୍ତାନକୁ ନିଜର ଔକାତ ଦେଖାଇଲା ଚୀନ, କହିଲା- ପ୍ରଥମେ କ୍ଷତିପୂରଣ ଦିଅ ତା ପରେ…

ନୂଆଦିଲ୍ଲୀ : ପାକିସ୍ତାନର ପରମ ମିତ୍ର ଚୀନ ଦାସୁ ଡ୍ୟାମ ପ୍ରୋଜେକ୍ଟରେ ପ୍ରାଣ ହରାଇଥିବା ଚୀନ ଇଞ୍ଜିନିୟରଙ୍କ ପାଇଁ ପାକିସ୍ତାନଠୁ ୨୮୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛି । ପାକିସ୍ତାନ ଖବରକାଗଜ ବିଜନେସ…

ବାଂଲାଦେଶରେ ଇସ୍କନ୍ ମନ୍ଦିର ଉପରେ ଦଶହରା ଅବସରରେ ଆକ୍ରମଣ, ଭଙ୍ଗାରୁଜା ସହ ଅନେକ ଲୋକ ଆହତ

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ମନ୍ଦିର ଗୁଡ଼ିକ ଉପରେ ଆକ୍ରମଣ ଜାରି ରହିଛି । ଅନେକ ସଂଖ୍ୟାରେ ଆକ୍ରମଣକାରୀ ମାନେ ହିନ୍ଦୁ ମନ୍ଦିର ଗୁଡ଼ିକ ଉପରେ ଅନେକ ସମୟରୁ ଆକ୍ରମଣ ଜାରି ରଖିଛନ୍ତି । ସେଠାରେ ଥିବା ଅଳ୍ପସଂଖ୍ୟକ…

ଚର୍ଚ୍ଚ ଭିତରେ ସାଂସଦଙ୍କୁ ଛୁରୀ ଭୁସି ହତ୍ୟା

ନୂଆଦିଲ୍ଲୀ: ଚର୍ଚ୍ଚ ଭିତରେ ସାଂସଦଙ୍କୁ ହତ୍ୟା । ଭୋଟରଙ୍କ ସହିତ ଆଲୋଚନା ସମୟରେ ଜଣେ ବ୍ୟକ୍ତି ଆକ୍ରମଣ କରିବାରୁ ସାଂସଦଙ୍କ ମୃତ୍ୟୁ ଘଟିଛି । ଘଟଣାଟି ଘଟିଛି ବ୍ରିଟେନରେ । ବ୍ରିଟିଶ ସାଂସଦ ଡେଭିଡ ଏମ୍ସଙ୍କୁ…

ତାଲିବାନ ଗଡ଼ରେ ମସଜିଦ ବିସ୍ଫୋରଣ; ନମାଜ ପଢୁଥିବା ସମୟରେ ୩୨ ମୃତ; ୪୦ ଆହତ

ନୂଆଦିଲ୍ଳୀ: ଆଫଗାନିସ୍ତାନର ଏକ ମସଜିଦରେ ବିସ୍ଫୋରଣ ଘଟିବା ସହିତ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆଫଗାନିସ୍ତାନର କାନ୍ଦାହାରରେ ଶୁକ୍ରବାର ଏହି ବିସ୍ଫୋରଣ ଘଟିଥିଲା । ଶିୟା…

ବିପଜ୍ଜନକ ବ୍ୟକ୍ତି ଓ ସଂସ୍ଥାର ନାମ ପ୍ରକାଶ: ଲିକ୍ ହେଲା Facebookର Secret ଲିଷ୍ଟ

ନୂଆଦିଲ୍ଲୀ: ଫେସବୁକ ପକ୍ଷରୁ ୧୦୦୦ରୁ ଅଧିକ ସଂସ୍ଥା ଓ ବ୍ୟକ୍ତିଙ୍କୁ ବିପଜ୍ଜନକ ଦର୍ଶାଇ ସେମାନଙ୍କ ନାମ ଘୋଷଣା କରାଯିବା ସହିତ ବ୍ୟାନ କରାଯାଇଛି । ସୋସିଆଲ ମିଡିଆ ସଂସ୍ଥା ପକ୍ଷରୁ ପ୍ରକାଶିତ ଏହି ତାଲିକାରେ କମ୍ପାନୀ…

୯୦ ବର୍ଷ ବୟସରେ ଅନ୍ତରୀକ୍ଷ ଯାତ୍ରା କଲେ ଏହି ଅଭିନେତା

ଟେକ୍ସାସ: ୯୦ ବର୍ଷ ବୟସରେ ଅନ୍ତରୀକ୍ଷ ଯାତ୍ରା କରି ଇତିହାସ ରଚିଛନ୍ତି ଅଭିନେତା ତଥା ନିର୍ଦ୍ଦେଶକ ୱିଲିୟମ୍ ସାଟନର୍ । ସେ ଜେଫ୍ ବେଜୋସ୍ ଙ୍କ କମ୍ପାନୀ ବ୍ଲୁ ଅରିଜିନ୍ ର ନୁତନ ଶେଫର୍ଡ ରକେଟ୍ ଜରିଆରେ ଅନ୍ତରିକ୍ଷ…

Cryptocurrency ବ୍ୟବହାରରେ ବିଶ୍ୱରେ ଭାରତ ଏକ ନମ୍ବର; ପଛରେ ରହିଲା ଆମେରିକା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ କ୍ରିପଟୋକରେନ୍ସି ପାଇଁ ନୂତନ ଆଇନ ଆଣିବାର ବ୍ୟବସ୍ଥା କରାଯାଉଥିବା ବେଳେ ସମଗ୍ର ବିଶ୍ୱରେ ଏହା ଟ୍ରେଣ୍ଡରେ ରହୁଛି । ତେବେ ଏହା ମଧ୍ୟରେ ଏକ ଚକିତ କରିଦେବା ଭଳି ଖବର ସାମ୍ନାକୁ…

ଆଜି ପୃଥିବୀ ସହ ଧକ୍କା ହେବ ସୋଲାର ଷ୍ଟୋର୍ମ, କାମ କରିବନି ମୋବାଇଲ

ନୂଆଦିଲ୍ଲୀ: ଭୟଙ୍କର ସୋଲାର ଷ୍ଟୋର୍ମ ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡିଆସୁଥିବା ନେଇ ଆମେରିକା ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି । ଆସନ୍ତା କିଛି ଘଣ୍ଟାରେ ଏହି ସୌର ତୁଫାନ୍ ବା ସୋଲାର ଷ୍ଟୋର୍ମ ପୃଥିବୀ ସହିତ…

ଫେରିପାରେ ‘ବ୍ଲାକ ଡେଥ୍’ ମହାମାରୀ ! ଋଷ ଡାକ୍ତର ଦେଲେ ସତର୍କ ସୂଚନା

ନୂଆଦିଲ୍ଲୀ: ଫେରିପାରେ ‘ବ୍ଲାକ ଡେଥ୍’ ମହାମାରୀ । ‘ବ୍ଲାକ ଡେଥ୍’ ମହାମାରୀକୁ ନେଇ ସତର୍କ ଚେତାବନୀ ଦେଇଛନ୍ତି ଋଷିଆର ଶ୍ରେଷ୍ଠ ଡାକ୍ତର ଆନ୍ନା ପୋପୋଭା । ସେ କହିଛନ୍ତି ପାଣିପାଗରେ ପରିବର୍ତ୍ତନ ତଥା ଗ୍ଲୋବାଲ…