Browsing Category
ବିଦେଶ
ମୁଲ୍ଳା ମହମ୍ମଦ ହସନଙ୍କ ନେତୃତ୍ୱରେ ତାଲିବାନ ସରକାର; ଜାଣନ୍ତୁ କାହାକୁ ମିଳିଲା କେଉଁ ପଦ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲର ୩ ସପ୍ତାହ ପରେ ସରକାର ଗଠନ କରିଛି । ମୁଲ୍ଲା ମହମ୍ମଦ ହସନ ଅଖଣ୍ଡଙ୍କ ନେତୃତ୍ୱରେ ଆଫଗାନ ସରକାର ଗଠନ ହୋଇଛି । ତାଲିବାନ ମୁଖପାତ୍ର ଜବିଉଲ୍ଳା ମୁଜାହିଦ ସରକାର ଗଠନ…
ସରକାର ଗଠନ ପାଇଁ ୬ଟି ରାଷ୍ଟ୍ରକୁ ତାଲିବାନର ଆମନ୍ତ୍ରଣ;ଜାଣନ୍ତୁ କଣ ରହିବ ଏମାନଙ୍କ ଭୂମିକା
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ପଞ୍ଜଶୀର ଦଖଲ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସରକାର ଗଠନ ନେଇ ଘୋଷଣା କରିଛି ତାଲିବାନ । କ୍ଷମତ ଅକ୍ତିଆରର ୨୨ ଦିନ ପରେ ତାଲିବାନ ପକ୍ଷରୁ ସରକାର ଗଠନ ନେଇ ଘୋଷଣା କରାଯାଇଛି ।…
୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଟିକା ଦେବାରେ ପ୍ରଥମ ଦେଶ, WHO ପକ୍ଷରୁ ମିଳିଛି ମଞ୍ଜୁରୀ
ନୂଆଦିଲ୍ଲୀ: କରୋନା ମହାମାରୀର ସମ୍ଭାବ୍ୟ ତୃତୀୟ ଲହରରେ ପିଲାମାନଙ୍କୁ ଅଧିକ ବିପଦ ଥିବା ନେଇ ଅନେକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ତେଣୁ ୨ ବର୍ଷରୁ ଅଧିକ ବର୍ଷର ପିଲାମାନଙ୍କ ପାଇଁ ଟିକାକରଣ ପାଇଁ ବିଭିନ୍ନ ଦେଶର…
କାବୁଲରେ ଲାଗିଲା ପାକ୍ ମୁର୍ଦାବାଦ୍ ନାରା, ପ୍ରଦର୍ଶନକାରୀ ମହିଳାଙ୍କ ଉପରେ ତାଲିବାନିଙ୍କ ଗୁଳିମାଡ଼
କାବୁଲ: କାବୁଲ ଉପରେ ତାଲିବାନି ମାନେ କବଜା କରିବା ପରେ ଆଫଗାନିସ୍ତାନରେ ଲୋକମାନେ ଲଗାତର ଭାବରେ ପାକିସ୍ତାନକୁ ବିରୋଧ କରିଆସୁଛନ୍ତି । କାବୁଲ ସଡ଼କ ଉପରେ ମହିଳାମାନେ ଆଜି ପାକିସ୍ତାନ ବିରୋଧରେ ପ୍ରଦର୍ଶନ କରିଥିଲେ ।…
ଜାଣିଶୁଣି ଲୋକଙ୍କୁ କରୋନା ସଂକ୍ରମିତ କରାଇଥିଲା ଏହି ଯୁବକ, କୋର୍ଟ ଶୁଣାଇଲେ ଏପରି କଡ଼ା ସଜ୍ଜା
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ସାରା ଦୁନିଆରେ ଭୟର ବାତାବରଣ ଜାରି ରହିଥିବା ବେଳେ ଟିକାକରଣ ଅଭିଯାନକୁ ଜୋରଦାର୍ କରାଯାଉଛି । ପ୍ରଥମ ଓ ଦ୍ୱିତୀୟ ପରେ ଏବେ ଲୋକଙ୍କ ମଧ୍ୟରେ ତୃତୀୟ ଲହରକୁ ନେଇ ଆଶଙ୍କା ଦେଖାଦେଇଛି…
ଚାମଚରେ ସୁଡ଼ଙ୍ଗ ଖୋଳି ହାଇ ସିକ୍ୟୁରିଟି ଜେଲରୁ ୬ଜଣ ଦୁର୍ଦ୍ଦାନ୍ତ ଅପରାଧି ଫେରାର୍, ପୋଲିସ୍ ବି ପାଇଲାନି ଟେର୍
ନୂଆଦିଲ୍ଲୀ: ବଲିଉଡ୍ ଠାରୁ ଆରମ୍ଭ କରି ହଲିଉଡ୍ ପର୍ଯ୍ୟନ୍ତ ଜେଲ୍ ରୁ ଫେରାର୍ ହେବାର ଅନେକ ଫିଲ୍ମ ତିଆରି ହୋଇଛି । ଏହିସବୁ ଫିଲ୍ମରେ ଖୁବ୍ ସହଜରେ ଫେରାର୍ ହେବାକୁ ଚାହୁଁଥିବା ଲୋକଟି ଜେଲ୍ କୁ କୌଣସି ନା କୌଣସି ଉପାୟ…
୯ରେ ବ୍ରିକ୍ସ ସମ୍ମିଳନୀ , ୧୩ ତମ ବ୍ରିକ୍ସ ବୈଠକକୁ ଭର୍ଚୁଆଲରେ ଅଧ୍ୟକ୍ଷତା କରିବ ଭାରତ
ନୂଆଦିଲ୍ଲୀ: ସେପ୍ଟେମ୍ବର ୯ରେ ଅନୁଷ୍ଠିତ ହେବାକୁ ଯାଉଛି ବ୍ରିକ୍ସ ଦେଶମାନଙ୍କ ଶିଖର ସମ୍ମିଳନୀ । ଏଥର ୧୩ ତମ ବ୍ରିକ୍ସ ବୈଠକକୁ ଭର୍ଚୁଆଲରେ ଅଧ୍ୟକ୍ଷତା କରିବ ଭାରତ । ଏହି ବୈଠକରେ ଭାରତ ସମେତ ଚୀନ, ଋଷ, ବ୍ରାଜିଲ ଓ…
ଆସନ୍ତାକାଲି ସରକାର ଗଠନ କରିବ ତାଲିବାନ, ଉତ୍ସବକୁ ୬ ମିତ୍ର ରାଷ୍ଟ୍ରଙ୍କୁ ନିମନ୍ତ୍ରଣ
କାବୁଲ,: ତାଲିବାନ ପକ୍ଷରୁ ଆଫଗାନିସ୍ତାନରେ ସରକାର ଗଠନ ପାଇଁ ପ୍ରକ୍ରିୟା ଚୂଡ଼ାନ୍ତ କରାଯାଇଛି । ବୁଧବାରଠାରୁ ବିଧିବଦ୍ଧ ଭାବେ ଆଫଗାନିସ୍ତାନରେ ତାଲିବାନୀ ସରକାର ଗଠନ ହେବ । ସରକାର ଗଠନ ଉତ୍ସବରେ ଯୋଗଦେବା ପାଇଁ…
ଆଫଗାନିସ୍ତାନରେ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ; ପୁଅ ଝିଅଙ୍କ ମଝିରେ ଲାଗିଲା ପରଦା
ନୂଆଦିଲ୍ଲୀ: ଆଫଗାନିସ୍ତାନର ଶାସନ କ୍ଷମତା ତାଲିବାନ ହାତକୁ ଯିବା ପରେ ଦେଶରେ ପ୍ରଥମ ଥର ପାଇଁ ଶିକ୍ଷାଦାନ ଆରମ୍ଭ କରାଯାଇଛି । ସୋମବାର ଠାରୁ ବିଭିନ୍ନ ବିଶ୍ୱ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ କରାଯାଇଥିବା ବେଳେ ପୁରୁଷ…
ମୋବାଇଲ୍ ଫୋନ୍ ଗିଳିଦେଲେ ଯୁବକ, ପେଟରେ ଫାଟି ଯାଇଥାଆନ୍ତା ବ୍ୟାଟେରୀ; ଏପର ବଞ୍ଚିଲେ
ନୂଆଦିଲ୍ଲୀ: କଣ କେବେ କେଉଁ ବ୍ୟକ୍ତି ମୋବାଇଲ୍ ଫୋନ୍ ଗିଳିପାରେ କି? ଏମିତିରେ ବି କିଏ କାହିଁକି ଏମିତି କରିବ । ହେଲେ ଜଣେ ବ୍ୟକ୍ତି ଏବେ ଏପରି କିଛି କରି ସମସ୍ୟାରେ ପଡ଼ିଛନ୍ତି । ଜଣେ ବ୍ୟକ୍ତି ନୋକିଆ ୩୩୧୦ ସେଲଫୋନ୍…