Browsing Category
ବିଦେଶ
ନାଟୋ ବିରୁଦ୍ଧରେ ଋଷର ପଦକ୍ଷେପ: କଡା ଜବାବ ଦେବାକୁ ଅଣ୍ଟା ଭିଡୁଛନ୍ତି ରାଷ୍ଟ୍ରପତି ପୁତିନ
ନୂଆଦିଲ୍ଲୀ: ଋଷ-ୟୁକେନ ଯୁଦ୍ଧ ଭିତରେ ନାଟୋକୁ ମିଳିଛି କଡା ଟିପ୍ପଣୀ । ନାଟୋକୁ କଡା ଜବାବ ଦେବା ପାଇଁ ଋଷ ଏବେ ଚେତାବନୀ ଦେଇଛି । ନାଟୋ ବିରୁଦ୍ଧରେ ଅଣ୍ଟା ଭିଡିଛି ଋଷର ସୈନ୍ୟବାହିନୀ । ୟୁକ୍ରେନ ଯୁଦ୍ଧର ଘଡିସନ୍ଧି…
ୟୁକ୍ରେନ ଯୁଦ୍ଧରେ ନୂଆ ମୋଡ: ଋଷ ବିମାନକୁ କବଜା କଲା ବ୍ରିଟେନ
ନୂଆଦିଲ୍ଳୀ: ଋଷ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଏବେ ଉଭୟଙ୍କ କଳି ମଝିରେ ପଶିଛି ପଡୋଶୀ ରାଷ୍ଟ୍ର ବ୍ରିଟେନ । ଋଷର ଏକ ବିମାନକୁ ବ୍ରିଟେନ କବଜା କରିଥିବା ଜଣାଯାଇଛି । ତେବେ ଏହାର ପ୍ରଭାବ ଏହି…
ସୁମୀରେ ଫସିଥିବା ଭାରତୀୟଙ୍କୁ କରାଗଲା ଉଦ୍ଧାର: ହୋଇଛି ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା
୧୪ ଦିନରେ ପହଞ୍ଚିଛି ଋଷ-ୟୁକ୍ରେନ ଯୁଦ୍ଧ । ଲଗାତାର ଭାବରେ ୟୁକ୍ରେନ ଉପରେ ଋଷ କରିଚାଲିଛି ଆକ୍ରମଣ । ସେପଟେ ଋଷରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛନ୍ତି ଭାରତ ସରକାର । ଅପରେସନ ଗଙ୍ଗା…
ରାତିରେ ମହିଳା କର୍ମଚାରୀଙ୍କ ‘ଅଶ୍ଲୀଳ ଫିଲ୍ମ’ ଦେଖିଲା ମାଲିକ: ସକାଳେ ଅଫିସରେ କଲା ଏପରି କାମ
ଅଫିସରେ କାମ କରୁଥିବା ଜଣେ ମହିଳାଙ୍କ ସହ ଏପରି କିଛି ଘଟିିଛି, ଯାହାକୁ ଶୁଣି ପୁରା ଅଫିସ ଆଶ୍ଚର୍ଯ୍ୟ ଚିକତ ହୋଇଛନ୍ତି । ସୂଚନା ଅନୁସାରେ, କମ୍ପାନୀର ମାଲିକ ଘରକୁ ଯିବା ପରେ ଇଣ୍ଟରନେଟ ଚଳାଉଥିଲେ । ଏହି ସମୟରେ…
ରୁଷ ଆଗରେ ମୁଣ୍ଡ ନୁଆଁଇଲା ୟୁକ୍ରେନ ? ନାଟୋ ଉପରେ ବଡ ବୟାନ ଦେଲେ ରାଷ୍ଟ୍ରପତି ଜେଲେନସ୍କି
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ପଛର ବଡ କାରଣ ୟୁକ୍ରେନ ସୈନ୍ୟ ସଂଗଠନ ନାଟୋରେ ସାମିଲ୍ ହେବାକୁ ଚାହୁଁଥିଲା। କିନ୍ତୁ ବର୍ତ୍ତମାନ ୟୁକ୍ରେନର ଏହି ଇଚ୍ଛା ମରି ମରି ଯାଉଛି। ଏହା ମଧ୍ୟରେ ୟୁକ୍ରେନର…
ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ପାକିସ୍ତାନୀ ଛାତ୍ରୀ: ୟୁକ୍ରେନରୁ ବାହାରିବାକୁ ନେଇ କହିଲେ ଏପରି(Video)
ନୂଆଦିଲ୍ଲୀ: ଗତ ୧୪ ଦିନ ହେବ ୟୁକ୍ରେନ ଓ ରୁଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିରହିଛି । ୧୪ ଦିନ ପରେ ବି ୟୁକ୍ରେନ ଉପାରେ ରୁଷର ଆକ୍ରମଣ କମ୍ ହୋଇନି । ରାଜଧାନୀ କିଭ ସମେତ ଅନେକ ସହର ଧ୍ୱଂସ ହେବାରେ ଲାଗିଛି । ଯୁକ୍ରେନ…
ୟୁକ୍ରେନର ୫ ସହରରେ ଆଜି ସାମୟିକ ଯୁଦ୍ଧବିରତି ଘୋଷଣା
କିଭ: ଗତ ୧୪ ଦିନ ଧରି ୟୁକ୍ରେନ ଓ ରୁଷ ମଧ୍ୟରେ ଅହରହ ଯୁଦ୍ଧ ଲାଗି ରହିଛି । ଏହାରି ମଧ୍ୟରେ ଆଜି ୟୁକ୍ରେନର ୫ ସହରରେ ସାମୟିତ ଯୁଦ୍ଧବିରତି ଘୋଷଣା କରିଛି ରୁଷ । ୟୁକ୍ରେନର ୫ଟି ସହର ଯଥା- ଚେରନିଭ, ସୁମି, ଖାରକିଭ,…
ଋଷ ଅର୍ଥବ୍ୟବସ୍ଥାକୁ ପୁଣି ଝଟକା! ଋଷରୁ ତେଲ ଓ ଗ୍ୟାସ ଆମଦାନୀ କରିବନି ଆମେରିକା
ଯୁଦ୍ଧ ସଙ୍କଟ ମଧ୍ୟରେ ଋଷ ଉପରେ ପୁଣି ଥରେ ପ୍ରତିବନ୍ଧକ ଲଗାଇଲା ଆମେରିକା । ଋଷରୁ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା । ଏନେଇ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି ।…
କାନ୍ଦି କାନ୍ଦି ୟୁକ୍ରେନ ଛାଡ଼ିଲେ ନାବାଳକ: ସୀମାରୁ ଆସିଲା ହୃଦୟ ବିଦାରକ ଚିତ୍ର (See Video)
ଜାରି ରହିଛି ଋଷ-ୟୁକ୍ରେନ ଯୁଦ୍ଧ ବିଭୀଷିକା । ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରିଚାଲିଛି ଋଷ । ୧୩ ଦିନରେ ପହଞ୍ଚିଛି ଯୁଦ୍ଧ । ଯୁଦ୍ଧରେ ଅନେକ ୟୁକ୍ରେନ ସୈନିକଙ୍କ ସହ ସାଧାରଣ ଲୋକଙ୍କର ମୃତ୍ୟୁ ହେଲାଣି । ଅନେକ…
ୟୁକ୍ରେନରେ ଲଢିବେ ତାମିଲନାଡୁର ଛାତ୍ର: ଜାଣନ୍ତୁ ଯୁଦ୍ଧ କରିବା ପାଇଁ କ’ଣ ସବୁ ରହିଛି ନିୟମ
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଏବେ ସାମିଲ ହେବେ ବିଦେଶୀ ଖେଳାଳି । ଯେଉଁଥିରେ ଭାରତର ନାଁ ମଧ୍ୟ ରହିଛି । ଜଣେ ଭାରତୀୟ ଯୁବକ ୟୁକ୍ରେନ ପକ୍ଷରୁ ଯୁଦ୍ଧ କରିବା ପାଇଁ ପହଞ୍ଚିଥିବା ନେଇ ଦାବି କରାଯାଉଛି । ଋଷ…