Browsing Category
ବିଦେଶ
ୟୁକ୍ରେନ ଯୁଦ୍ଧ ଭୂମି ରହିଲା ସାକ୍ଷୀ… ବିବାହ କଲେ ଦୁଇ ସୈନିକ, ଦେଖନ୍ତୁ ଭାଇରାଲ ଭିଡିଓ…
ଋଷ ୟୁକ୍ରେନର ଘମାଘୋଟ ଯୁଦ୍ଧ ଆଜି ୧୨ ଦିନରେ ପହଞ୍ଚିଛି । ଋଷ ସୈନିକଙ୍କୁ କଡ଼ା ଟକ୍କର ଦେଉଛନ୍ତି ୟୁକ୍ରେନ୍ ସୈନିକ । ହାରମାନିବାକୁ ପ୍ରସ୍ତୁତ ନାହାଁନ୍ତି ୟୁକ୍ରେନ ସୈନିକ । ଏହାରି ମଧ୍ୟରେ ସୋମବାର ଯୁଦ୍ଧ ଭୂମିରୁ…
ଯୁଦ୍ଧ ମଝିରେ ଏମିତି ନିଷ୍ପତ୍ତି ନେଲେ ପୁତିନ: ଋଷର ମେନେ ପଡିଲା ସାଧାରଣ ଜନତାଙ୍କ ସୁରକ୍ଷା କଥା
ନୂଆଦିଲ୍ଲୀ: ଋଷ ୟୁକ୍ରେନ ଯୁଦ୍ଧ ଆଜି ୧୨ ଦିନରେ ପହଞ୍ଚିଛି । କିନ୍ତୁ ବନ୍ଦ ହେଉନି ରକ୍ତର ହୋଲି । ପ୍ରତି ମୁହୂର୍ତ୍ତରେ ପ୍ରାଣ ହରାଉଛନ୍ତି ଉଭୟ ଦେଶର ଅନେକ ନାଗରିକ । ତେଣୁ ଋଷକୁ ବିଭିନ୍ନ ଦେଶ ତରଫରୁ ଯୁଦ୍ଧ…
ପୁଟିନଙ୍କ ସହ କଥା ହେଲେ ମୋଦୀ: ଜେଲେନସ୍କୀଙ୍କ ସହ ସିଧା କଥା ହେବାକୁ ଦେଲେ ପରାମର୍ଶ
ନୂଆଦିଲ୍ଲୀ: ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ସଙ୍କଟକୁ ନେଇ ଋଷ ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି । ୟୁକ୍ରେନ ସଙ୍କଟକୁ ନେଇ ଉଭୟ…
୧୧ ହଜାର ରୁଷୀୟ ସୈନ୍ୟ ନିପାତ- ୟୁକ୍ରେନ୍
ନୂଆଦିଲ୍ଲୀ: ଯୁଦ୍ଧରେ ରୁଷିଆର ବଡ଼ କ୍ଷତି ଘଟାଇଥିବା ଦାବି କଲା ୟୁକ୍ରେନ । ୧୧ ହଜାର ରୁଷୀୟ ସୈନ୍ୟଭ୍କୁ ମାରିଥିବା ଆଜି ଦାବି କରିଛି ୟୁକ୍ରେନ୍ । ତେବେ ୧୧ ହଜାର ଯବାନଙ୍କ ସହିତ ୨୯୦ ଟ୍ୟାଙ୍କ୍ ମଧ୍ୟ ଉଡାଇଥିବା ଦାବି…
ଜେଲେନସ୍କିଙ୍କ ସହିତ କଥା ହେଲେ ମୋଦି, ଜାଣନ୍ତୁ କଣ ହୋଇଛି ଆଲୋଚନା
ନୂଆଦିଲ୍ଲୀ: ୟୁକ୍ରେନରେ ଯୁଦ୍ଧକାଳୀନ ପରିସ୍ଥିତି ଲାଗି ରହିଛି । ଅନେକ ସହରରୁ ଧ୍ୱଂସ କରିସାରିଛନ୍ତି ରୁଷ ସେନା । ଏବେ ସୁଦ୍ଧ ଏକାଧିକ ସହରରେ ବୋମାମାଡ଼ କରୁଛି ରୁଷ । ଏତଦ୍ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି…
ରୁଷ ଓ ୟୁକ୍ରେନ ଯୁଦ୍ଧ: ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହ କଥା ହେବେ ମୋଦୀ
ନୂଆଦିଲ୍ଲୀ: ୟୁକ୍ରେନରେ ଯୁଦ୍ଧକାଳୀନ ପରିସ୍ଥିତି ଲାଗି ରହିଛି । ଅନେକ ସହରରୁ ଧ୍ୱଂସ କରିସାରିଛନ୍ତି ରୁଷ ସେନା । ଏବେ ସୁଦ୍ଧ ଏକାଧିକ ସହରରେ ବୋମାମାଡ଼ କରୁଛି ରୁଷ । ଏଥିରେ ଅନେକ ଯବାନଙ୍କ ସମେତ ସାଧାରଣ ନାଗରିକଙ୍କ…
ପାଲେଷ୍ଟାଇନ୍ ଦୂତାବାସରେ ଭାରତୀୟ ରାଷ୍ଟ୍ରଦୂତଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ପାଲେଷ୍ଟାଇନ୍ ରୁ ଭାରତ ପାଇଁ ଏକ ଦୁଃଖଦ ଖବର ସାମନାକୁ ଆସିଛି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ପାଲେଷ୍ଟାଇନ୍ ରେ ଭାରତର ରାଜଦୂତ ମୁକୁଲ ଆର୍ଯ୍ୟଙ୍କ ମୃତ୍ୟୁ ହୋଇଯାଇଛି ।…
ପୁଣି ରୁଷିଆର ଯୁଦ୍ଧ ବିରତି ଘୋଷଣା, ରାଜଧାନୀ ସମେତ ଏହିସବୁ ସହରରେ ଅଟକିବ ଯୁଦ୍ଧ
କିଭ୍: ରୁଷ-ୟୁକ୍ରେନ ମଧ୍ୟରେ ଲଗାତର ଭାବରେ ଯୁଦ୍ଧ ଜାରି ରହିଛି । ଏହା ଭିତରେ ରୁଷିଆ କିଛି କ୍ଷଣ ପାଇଁ ଯୁଦ୍ଧ ବନ୍ଦ କରିବା ନେଇ ଘୋଷଣା କରିଛି । ଅର୍ଥାତ୍ ସାମୟିକ ଭାବରେ ୟୁକ୍ରେନର କିଛି ସହରରେ ଯୁଦ୍ଧକୁ ରୋକାଯିବ ।…
ୟୁକ୍ରେନ ଉପରେ ହମଲା ଜାରି, ଘର ଉପରେ ପଡ଼ିଲା ୫୦୦ କିଲୋର ବିଶାଳକାୟ ବମ୍; ଦେଖନ୍ତୁ ଫଟୋ
କିଭ୍: ୟୁକ୍ରେନର ରାଜଧାନୀ କିଭ୍ ଉପରେ ଲଗାତର ଭାବରେ ଆକ୍ରମଣ ଜାରି ରହିଛି । ରୁଷ ସେନା କିଭ୍ କୁ ଚାରି ପଟରୁ ଘେରି ହୋଇ ରହିଛନ୍ତି ଓ ବୋମାମାଡ଼-ମିସାଇଲ୍-ରକେଡ୍ ମାଡ଼ ଜାରି ରଖିଛନ୍ତି । ଏହା ଭିତରେ ୟୁକ୍ରେନର ବିଭିନ୍ନ…
ଜାଲରେ ପଡ଼ିଲା ଜଳପରୀର ମୃତଦେହ, ମାଂସ ଖାଇଲେ ହୋଇଯିବେ ଅମର; ଦେଖନ୍ତୁ ଭିଡିଓ
ଓଡ଼ିଶା ଭାସ୍କର ବ୍ୟୁରୋ: ଜାଲରେ ପଡ଼ିଲା ବିରଳ ଜଳପରୀର ମୃତଦେହ । ଯଦି ଆପଣ କେବେ ଜଳପରୀର ମୃତଦେହ ଦେଖି ନାହାନ୍ତି ତାହେଲେ ଏହି ଭିଡିଓରେ ଦେଖିପାରିବେ । କୁହାଯାଉଛି ଏହି ଜଳପରୀର ମାଂସ ଖାଇଲେ କୁଆଡେ ଅମର ହୋଇଯିବେ ।…