Browsing Category
ବିଦେଶ
ସେନାରେ ହୋଇପାରିନଥିଲା ସିଲେକ୍ସନ, ଏବେ ଋଷ ବିରୋଧରେ ଯୁଦ୍ଧ ଲଢ଼ୁଛନ୍ତି ଭାରତୀୟ ଛାତ୍ର
ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତ ସରକାର ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରୁଛନ୍ତି, ଏହାରି ମଧ୍ୟରେ ଭାରତୀୟ ଛାତ୍ର ଭାରତ ନଫେରି ସେନାରେ ଯୋଗଦେଇ ଋଷ ବିରୋଧରେ ଲଢ଼ିବାକୁ ନିଷ୍ପତ୍ତି…
୧୩ ଦିନର ଯୁଦ୍ଧରେ ୟୁକ୍ରେନର ୨୦୨ଟି ସ୍କୁଲ, ୩୪ଟି ହସ୍ପିଟାଲ ଧ୍ୱଂସ କରିଛି ରୁଷ- ରିପୋର୍ଟ
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧକୁ ୧୩ ଦିନ ବିତିଯାଇଛି । ହେଲେ ଏପର୍ଯ୍ୟନ୍ତ ଏହା ଥମିବାର ନାଁ ଧରୁନାହିଁ । ଏହି ୧୩ ଦିନ ମଧ୍ୟରେ ୟୁକ୍ରେନର ବଡ଼ ବଡ଼ ସହର ଠାରୁ ଆରମ୍ଭ କରି ବିଶାଳକାୟ ବିଲ୍ଡିଂ, ଅନେକ ସରକାରୀ ଭବନ,…
ଯୁଦ୍ଧ ପରେ ପ୍ରଥମଥର ପାଇଁ ସାମ୍ନାକୁ ଆସିଲେ ୟୁକ୍ରେନ ରାଷ୍ଟ୍ରପତି: କହିଲେ- ‘ମୁଁ କାହାକୁ ଡରେନି କି ଲୁଚେନି’, ଦେଖନ୍ତୁ Video
କିଭ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେବି ଜାରି ରହିଛି । ଏହି ଯୁଦ୍ଧରେ ହଜାର ହଜାର ଲୋକଙ୍କ ଜୀବନ ଧ୍ୱଂସ ହୋଇସାରିଲାଣି । ଯୁଦ୍ଧ ଆରମ୍ଭ ପରେ ପ୍ରଥମ ଥର ସାମ୍ନାକୁ ଆସିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର…
ଭାରତ ଉପରେ କୌଣସି କଟକଣା ଲଗାଇବା ଆମେରିକା ପାଇଁ ବଡ ମୁର୍ଖାମୀ ହେବ: ସିନେଟରଙ୍କ ଉପଦେଶ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ବିରୋଧରେ ମିଳିତ ଜାତିସଂଘର ଅନେକ ଫୋରମରେ ରୁଷ ବିରୋଧରେ ପ୍ରସ୍ତାବ ଆଗତ ହୋଇଥିଲା। ତେବେ ପ୍ରତି ଥର ଭାରତ ପ୍ରସ୍ତାବ ଉପରେ ମତଦାନରୁ ଓହରି ଯାଇଥିଲା। ଭାରତର ଏହି…
‘ଭର୍ଜିନ୍ ନ ହୋଇଥିଲେ ଟଚ୍ ବି କରିବିନି’- ଏହା ଶୁଣିବା ପରେ ଯୁବତୀ ଭାଙ୍ଗିଦେଲେ ବିବାହ
ନୂଆଦିଲ୍ଲୀ: ୧୨ ବର୍ଷ ବୟସରେ ହରମାନ କୌର୍ ଜାଣିବାକୁ ପାଇଥିଲେ ଯେ, ସେ ପିସିଓଏସ୍ ବା ପଲିସିସଟିକ୍ ଓଭାରୀ ସିଣ୍ଡ୍ରୋମ୍ ଦ୍ୱାରା ଗ୍ରସ୍ତ ଅଛନ୍ତି । ଏହା ଏକ ଏପରି ରୋଗ ଯେଉଁଥିରେ ହରମୋନ୍ ଲେବଲ୍ ଉପରେ ପ୍ରଭାବ ପଡ଼ିଥାଏ…
ଆଜି ପୁଣି ୫ଟି ସହରରେ ଯୁଦ୍ଧ ବିରତି ଘୋଷଣା, ଜାଣନ୍ତୁ କେଉଁ କେଉଟି ବନ୍ଦ ରହିବ ଆଟାକ୍
ନୂଆଦିଲ୍ଲୀ: ଆଜି ପୁଣିଥରେ ୫ଟି ସହରରେ ଯୁଦ୍ଧ ବିରତି ଘୋଷଣା କରିଛି ରୁଷ । ଗତକାଲି ୩ଟି ସହରରେ ଯେୁଦ୍ଧ ବିରତି ଘୋଷଣା କରିବା ପରେ ଆଜି ୫ଟି ସହର ଉପରେ ରୁଷ ପକ୍ଷରୁ ଆକ୍ରମଣ ବନ୍ଦ ରହିବ । ୟୁକ୍ରେନର ଖାରକିଭ୍, ସୁମି,…
ପୁଣି ଚିନ୍ତା ବଢ଼ାଇଲା ଚୀନ: ଉହାନରୁ ଚିହ୍ନଟ ହେଲେ ସର୍ବାଧିକ କୋଭିଡ୍ ସଂକ୍ରମିତ
ନୂଆଦିଲ୍ଲୀ: ଗୋଟିଏ ପଟେ ରୁଷ-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ଏହି ସମୟରେ ଚୀନରୁ ଆସିଛି ଏକ ଚିନ୍ତାଜନକ ଖବର । ପୂର୍ବରୁ କୋଭିଡର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚୀନର ଉହାନ ଏବେ ପୁଣି ଚର୍ଚ୍ଚାରେ ।…
ୟୁକ୍ରେନ-ଋଷ ଯୁଦ୍ଧ ବିବାଦ : ପୁତିନ୍ଙ୍କ ଠାରୁ ସବୁ ପଦବୀ ହଟାଇ ନେଲା ଆଇଜେଏଫ
ବୁଦାପେଷ୍ଟ(ହଙ୍ଗେରୀ): ୟୁକ୍ରେନ ଉପରେ ଋଷ ରାଷ୍ଟ୍ରପତି ଭ୍ଳାଦିମିର ପୁତିନଙ୍କ ସାମରିକ କାର୍ଯ୍ୟାନୁଷ୍ଠାନକୁ ଘୋର ବିରୋଧ ଓ ନିନ୍ଦା କରିଛି ଅନ୍ତର୍ଜାତୀୟ ଜାଡୋ ଫେଡେରେସନ( ଆଇଜେଏଫ) । ରାଷ୍ଟ୍ରପତି ପୁତିନଙ୍କର ଏତାଦୃଶ…
ଜାଗୁଆର କୁମାରଙ୍କ ଅଜବ ଜିଦ୍ଦି: ବାଘକୁ ନନେଲେ ଭାରତ ଫେରିବିନି (Video)
ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଫସିରହିଛନ୍ତି ଅନେକ ଭାରତୀୟ । ସମସ୍ତେ ସେଠୁ ସୁରକ୍ଷିତ ଭାବରେ ଫେରିବା ପାଇଁ ଚାହୁଁଛନ୍ତି । ହେଲେ ଜଣେ ଭାରତୀୟ ଡାକ୍ତର ସେଠାରେ ଟିକିଏ ଅଜବ ପରିସ୍ଥିତିର ସାମ୍ନା କରୁଛନ୍ତି ।…
ଚୀନର ସତର୍କବାଣୀ: ୟୁକ୍ରେନ ପରେ ଏହି ଦେଶଗୁଡିକ ଉପରେ ଆକ୍ରମଣ କରିବା ପାଇଁ ଲିଷ୍ଟ କରୁଛି ଋଷ
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଏଣ୍ଟ୍ରି ମାରିଛି ଚୀନ । ଋଷକୁ ନେଇ ଏକ ବିରାଟ ବନ୍ତବ୍ୟ ଦେଇଛି ଚୀନର ଗଣମାଧ୍ୟମ ସଂସ୍ଥା । ନିଜ ଶତ୍ରୁ ରାଷ୍ଟ୍ରମାନଙ୍କ ଲିଷ୍ଟ ତିଆରି କରୁଥିବା କହି ଋଷ ଉପରେ ଅଭିଯୋଗ ଆଣିଛି…