Browsing Category

ବିଦେଶ

ବାଂଲାଦେଶରେ ଦୁର୍ଗାପୂଜା ପାଳନ ବେଳେ ସୁରକ୍ଷା ପ୍ରତି ବିପଦ ନାହିଁ କହିଲେ ବାଂଲାଦେଶ IG

ନୂଆଦିଲ୍ଲୀ: ଆସନ୍ତା ମାସରେ ହେବାକୁ ଥିବା ଦୁର୍ଗାପୂଜାରେ କୌଣସି ସୁରକ୍ଷା ବିପଦ ନାହିଁ ବୋଲି ବାଂଲାଦେଶ ପୋଲିସ କହିଛି । ବାଂଲାଦେଶର ପୁଲିସ ମହାନିରୀକ୍ଷକ (ଆଇଜି) ମୋଇନୁଲ ଇସଲାମ ଗୁରୁବାର ସାମ୍ବାଦିକମାନଙ୍କୁ…

‘ହିନ୍ଦୁମାନେ ଫେରିଯାଅ..’, ନ୍ୟୁୟର୍କ ପରେ ଏବେ କାଲିଫର୍ଣ୍ଣିଆରେ ମନ୍ଦିର ଉପରେ ଆକ୍ରମଣ

ନୂଆଦିଲ୍ଲୀ: ଆମେରିକାରେ ପୁଣିଥରେ ମନ୍ଦିରକୁ ଟାର୍ଗେଟ କରାଯାଇଛି । କାଲିଫର୍ଣ୍ଣିଆର ସେକ୍ରାମେଣ୍ଟୋ କାଉଣ୍ଟିରେ ଏଭଳି ଘଟଣା ଘଟିଛି । ସେକ୍ରାମେଣ୍ଟୋ ମାଥେର ଏୟାରପୋର୍ଟର ସାଉଥ ସ୍ଥିତ ସ୍ୱାମୀନାରାୟଣ ମନ୍ଦିରରେ…

ମାର୍କ ଜୁକରବର୍ଗ ୨୦୦ ବିଲିୟନ ଡଲାର ନେଟୱର୍ଥ ସହ ହେଲେ ଦୁନିଆର ତୃତୀୟ ଧନୀ

ନୂଆଦିଲ୍ଲୀ: ମେଟା ପ୍ଲାଟଫର୍ମସର କୋ-ଫାଉଣ୍ଡର ଏବଂ ସିଇଓ ମାର୍କ ଜୁକରବର୍ଗ ମଧ୍ୟ ୨୦୦ ବିଲିୟନ ଡଲାର ନେଟୱର୍ଥ ସହ ସବୁଠାରୁ ଧନୀ ବିଲିୟନେୟାରଙ୍କ କ୍ଲବରେ ସାମିଲ ହୋଇସାରିଛନ୍ତି। ଟେସ୍ଲାର ମୁଖ୍ୟ ଏଲନ ମସ୍କ ଏବଂ…

ଲେବାନନରେ ସାଂଘାତିକ ପରିସ୍ଥିତି: ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡଭାଇଜରୀ

ନୂଆଦିଲ୍ଲୀ: ଲେବାନନରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ ପରେ ହାହାକାର ପରିସ୍ଥିତି ଦେଖାଦେଇଛି। ଏହି ଆକ୍ରମଣରେ ୫୦୦ ଲୋକେ ପ୍ରାଣ ହାରିଥିବା ବେଳେ ୧୬୦୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଏହି ପରିସ୍ଥିତିରେ ଭାରତୀୟ ଦୂତାବାସ…

ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଭେଟିଲେ ମହମ୍ମଦ ୟୁନୁସ୍; ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ବାରୋପ

ନୂଆଦିଲ୍ଲୀ: ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍ ବୁଧବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଭେଟିଛନ୍ତି । ମିଳିତ ଜାତିସଂଘ ବୈଠକପାଇଁ ଏହି ଦୁଇ ନେତା ଆମେରିକାରେ ପହଞ୍ଚିଛନ୍ତି ।…

ସ୍ୱିଡେନରେ କରାଳ ରୂପ ନେଲାଣି କଲେରା; ୪୩୦ ଲୋକଙ୍କ ମୃତ୍ୟୁ, ୧୪,୦୦୦ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ମାସକ ମଧ୍ୟରେ ସ୍ୱିଡେନରେ କୋଲେରା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୪୩୦ ଅତିକ୍ରମ କରିଛି। ସ୍ୱିଡେନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କୋଲେରା ରୋଗୀଙ୍କ ସଂଖ୍ୟା ପ୍ରାୟ ୧୪,୦୦୦କୁ ବୃଦ୍ଧି ପାଇଛି।…

ICC ରାଙ୍କିଙ୍ଗ୍; ଟପ୍‌ରେ ରହିଲେ ଯଶସ୍ୱୀ-ପନ୍ତ, ନିରାଶ ହେଲେ ବିରାଟ-ରୋହିତ

ମୁମ୍ୱାଇ: ଆଇସିସି ମାନ୍ୟତାରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି। ଉଭୟ ଭାରତୀୟ ସୁପରଷ୍ଟାର ସଦ୍ୟତମ ମାନ୍ୟତା ମଧ୍ୟରେ ଟେଷ୍ଟରେ ୫-୫ ସ୍ଥାନରେ…

କେଉଁ ମୁସଲିମ ଦେଶରେ ସବୁଠାରୁ ଅଧିକ ମଦ ପିଅନ୍ତି ଲୋକେ, WHO ରିପୋର୍ଟର ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ: ଇସଲାମରେ ମଦର ସେବନ ସଂପୂର୍ଣ୍ଣ ଭାବେ ପ୍ରତିବନ୍ଧିତ ଅଟେ। ଏହି କାରଣରୁ ଅଧିକାଂଶ ଦେଶରେ ମଦର ସେବନ, ବିକ୍ରି ଏବଂ ଉତ୍ପାଦନ ଉପରେ ସଂପୂର୍ଣ୍ଣ ଭାବେ ବ୍ୟାନ କରାଯାଇଛି। ଏହା ସତ୍ତ୍ୱେ ବି ଲୋକେ ଲୁଚିଛପି…

ଲୋକେ ଧାଡିରେ ଦେଉଥିଲେ ମତ, ମତଦାନ ପାଇଁ ଉତ୍ସାହ ଦେଖି କାବା ବିଦେଶୀ

ଶ୍ରୀନଗର: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହେଉଛି । ଧାରା ୩୭୦ ଉଚ୍ଛେଦ ପରଠାରୁ ବିରୋଧୀ ଜମ୍ମୁବାସୀଙ୍କ ମାନବାଧିକାର ହନନକୁ ନେଇ…

ଥରହର ହେଲାଣି ବିଶ୍ୱ; ପ୍ରଶାନ୍ତ ମହାସାଗରରେ ଏପରି କଲା କଲା ଚୀନ୍, ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ: ଦଶନ୍ଧି ପରେ ଆନ୍ତର୍ମହାଦେଶୀୟ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କଲା ଚୀନ୍ । ପ୍ରଶାନ୍ତ ମହାସାଗରରେ ଏକ ଆନ୍ତର୍ମହାଦେଶୀୟ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ଉତକ୍ଷେପଣ କରିଛି ବୋଲି…