Browsing Category
ବିଦେଶ
ଅର୍ଡର୍ କରିଥିଲେ ବର୍ଗର, ହେଲେ ଖାଇବା ବେଳେ ଭିତରୁ ବାହାରିଲା ଆଙ୍ଗୁଠି
ବଲିଭିଆ: ଅନଲାଇନ୍ ରେ ବର୍ଗର ଅର୍ଡର୍ କରିଥିଲେ । ହେଲେ ଖାଇବା ସମୟରେ ସେଥିରୁ ଏକ ମଣିଷ ଆଙ୍ଗୁଠି ଦେଖିବାକୁ ପାଇଥିଲେ । ଏହି ଘଟଣା ବଲିଭିଆରେ ଦେଖିବାକୁ ମିଳିଛି । ସେଠାରେ ଥିବା ଏକ ରେଷ୍ଟୁରାଣ୍ଟରୁ ମହିଳା ଜଣକ…
ମଣିଷ ପରି ଦେଖାଯାଉଛି ଏହି ମାଛ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଦୁନିଆରେ ଅନେକ ପ୍ରକାରର ଅଜବଗଜବ ଜିନିଷ ରହିଛି । ଯାହା ଆଖିରେ ନଦେଖିଲେ େକେହି ବି ବିଶ୍ୱାସ କରନ୍ତି ନାହିଁ । ଏମିତି ଅନେକ ଜୀବଜନ୍ତୁ ରହିଛନ୍ତି ଯାହା ଆମକୁ ଆଶ୍ଚର୍ଯ୍ୟ ହେବା ପାଇଁ ବାଧ୍ୟ କରିଦେଉଛନ୍ତି…
ଇତିହାସ ରଚିଲା Space X ; ୪ ଜଣ ସାଧାରଣ ନାଗରିକଙ୍କୁ ୩ ଦିନ ପାଇଁ ଅନ୍ତରୀକ୍ଷକୁ ପଠାଇଲା, ଦେଖନ୍ତୁ ଭିଡିଓ
ୱାଶିଂଟନ: ଆମେରିକୀୟ ବ୍ୟବସାୟୀ ଏଲୋନ୍ ମସ୍କଙ୍କ କମ୍ପାନୀ Space X ଇତିହାସ ରଚିଛି । Space X ପ୍ରଥମ ଥର ପାଇଁ ଭାରତୀୟ ସମୟ ୫:୩୩ରେ ଚାରି ସାଧାରଣ ଲୋକଙ୍କୁ ମହାକାଶକୁ ପଠାଇଛି । ଏହି ମିଶନକୁ ଇନ୍ସପିରେସନ ୪ ଭାବେ…
ବଞ୍ଚିଗଲା ଜୀବନ… ତାଲିବାନ କବଳରୁ ଖସି ଆଫଗାନିସ୍ତାନରୁ ପାକିସ୍ତାନ ପହଞ୍ଚିଲେ ୩୨ ମହିଳା ଫୁଟବଲ୍ ଖେଳାଳି
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରେ ମହିଳାଙ୍କ ଜୀବନ ନର୍କ ପରି ହେବାରେ ଲାଗିଛି । ସବୁଥିରେ ମହିଳାଙ୍କ ପାଇଁ କଟକଣା ଜାରି କରାଯାଉଛି । ସେ ଖେଳ ହେଉ କି ରାଜନୀତି, ମହିଳାଙ୍କ ପାଇଁ…
୧୮ ବର୍ଷୀୟ ଯୁବକଙ୍କ ‘ସିକ୍ସ ପ୍ୟାକ୍’ ପାଲଟିଲା ‘ବେବି ବମ୍ପ’: ମେଡିକାଲରେ ଅଲଟ୍ରାସାଉଣ୍ଡ ଓ ସିଟି ସ୍କାନ ପରେ ଜଣାପଡ଼ିଲା ପ୍ରକୃତ ସତ୍ୟତା
ନୂଆଦିଲ୍ଲୀ: ଯଦି ଜଣେ ପୁରୁଷ ପ୍ରେଗନାଣ୍ଟ ହୋଇଛନ୍ତି ବୋଲି କୁହାଯିବ, ତେବେ ଯେ କେହି ଏହାଶୁଣି ବିସ୍ମିତ ହେବା ସ୍ୱାଭିବିକ । ୧୮ ବର୍ଷୀୟ କାଇଲ ସ୍ମିଥଙ୍କ କ୍ଷେତ୍ରରେ ଏପରି ଏକ ଘଟଣା ଘଟିଛି । ସ୍ମିଥ ସୁସ୍ଥ ଓ ଫିଟ୍…
ତାଲିବାନକୁ ଚୀନ ସମର୍ଥନ କରିବା ପଛର ଭିତିରି ରହସ୍ୟ ହେଉଛି ଜମ୍ମୁ କଶ୍ମୀର ଓ ଆଫଗାନିସ୍ତାନର ଖଣିଜ ଭଣ୍ଡାର, ଭାରତ ପାଇଁ ଏହା ବିପଦ ଘଣ୍ଟି
ଭୁବନେଶ୍ୱର: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ସେଠାରେ ବର୍ତ୍ତମାନ ତାଲିବାନ ସରକାର ଗଠନ କରିଛି । ତେବେ ତାଲିବାନକୁ ଚୀନ ଓ ପାକିସ୍ତାନ ଉଭୟ ରାଷ୍ଟ୍ର ସମର୍ଥନ ଦେଇ ଆସୁଥିବା ଦେଖାଯାଇଥିଲା ।…
୧୦ ମାସରେ ଦୁଇଥର ଗର୍ଭବତୀ ହେଲେ ମହିଳା, ୩ଟି ସନ୍ତାନକୁ ଦେଲେ ଜନ୍ମ
ନୂଆଦିଲ୍ଲୀ: କୌଣସି ମହିଳା ଦୁଇରୁ ଅଧିକ ଶିଶୁକୁ ଏକାଥରରେ ଜନ୍ମ ଦେଇଥିବା କଥା ତ ଆପଣ ମାନେ ଆଗରୁ ଜାଣିଥିବେ । କିନ୍ତୁ ଆମେରିକାରେ ଜଣେ ୨୩ ବର୍ଷୀୟା ମହିଳା ବର୍ଷକ ମଧ୍ୟରେ ତିନିଟି ଶିଶୁକୁ ଜନ୍ମ ଦେଇଛନ୍ତି । ତେବେ…
ସ୍ୱପ୍ନ ଦେଖୁଛି ଡ୍ରାଗନ: ୨୦୨୫ରେ ତାଇୱାନ ଏବଂ ୨୦୪୦ ସୁଦ୍ଧା ଅରୁଣାଚଳ ଉପରେ କରିବ କବଜା, ଏମିତି କରିଛି ଯୋଜନା
ନୂଆଦିଲ୍ଲୀ : ସମଗ୍ର ଦୁନିଆରେ ନିଜର ବିସ୍ତାରବାଦୀ ନୀତି ନେଇ ନିନ୍ଦିତ ଚୀନ । ବଳ ପ୍ରୟୋଗ ହେଉ କି ଋଣ ଜାଲରେ ଫସାଇ ହେଉ ଚୀନ ଯଥା ସାଧ୍ୟ ଅନ୍ୟ ଦେଶକୁ କବଜା କରିବାକୁ ସର୍ବଦା ପ୍ରୟାସ ଚଳାଇଥାଏ । ଏହି କ୍ରମରେ ୨୦୨୫…
ଚୀନରେ ପୁଣି ମାଡ଼ିଗଲା କରୋନା, ଫେରିଲା ଲକଡାଉନ୍
ଜିଆମେନ୍: କରୋନାର ଉତ୍ପତ୍ତି ସ୍ଥଳ ଚୀନରେ ପୁଣି ମାଡ଼ିଯାଇଛି କରୋନା । ଯାହାଫଳରେ ଚୀନର ଜିଆମେନ୍ ସହରକୁ ପୁଣି ଥରେ ଲକଡାଉନ୍ କରାଯାଇଛି । ୪୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିଆମେନ୍ ସହରରେ ମାଡ଼ିଛି କରୋନା । ଏକାଧିକ…
ତାଲିବାନ କଥା ଛାଡ଼ନ୍ତୁ, ଏହି କାରଣ ପାଇଁ ଆଗାମୀ ଦିନରେ ୨୦ କୋଟି ଲୋକ ଦେଶ ଛାଡ଼ିବେ: World Bank Report
ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଦେଶର ଅଧିକାଂଶ ଲୋକ ନିଜ ଦେଶ ଛାଡ଼ି ଅନ୍ୟ ଦେଶକୁ ଚାଲିଯାଉଛନ୍ତି । ବର୍ତ୍ତମାନ ବିଶ୍ୱର ଅଧିକାଂଶ ଦେଶରେ ଆଫଗାନିସ୍ତାନର ନାଗରିକ ଆଶ୍ରୟ ନେଇଛନ୍ତି । ତେବେ ଏହି…