Browsing Category
ବିଦେଶ
ଇରାକର ବସରା ସହରରେ ବଡ଼ ବିସ୍ଫୋରଣ, ୪ ଜଣଙ୍କ ମୃତ୍ୟୁ, ୨୦ ଆହତ
ଇରାକରେ ବସରା ସହରର କେନ୍ଦ୍ରରେ ଏକ ଭୟଙ୍କର ବିସ୍ଫୋରଣରେ ଚାରି ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ଇରାକୀ ସେନା । ମଙ୍ଗଳବାର ଏକ ବୟାନରେ ସେନା କହିଛି ଯେ ମୋଟର ସାଇକେଲରେ ବମ ଖଞ୍ଜାଯାଇଥିଲା, ଯେଉଁ କାରଣରୁ…
ଦିନକରେ ୫୦ ପ୍ରତିଶତ ବଢିଗଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା: ସଙ୍କଟରେ ବ୍ରିଟେନ୍
ନୂଆଦିଲ୍ଲୀ: ବ୍ରିଟେନରେ ଓମିକ୍ରନ ପ୍ରଜାତିର ୮୬ଟି ମାମଲା ଚିହ୍ନଟ ହୋଇଛି । ଏଠାରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗୋଟିଏ ଦିନରେ ଏହାର ସଂକ୍ରମଣରେ ୫୦ ପ୍ରତିଶତ ବୃଦ୍ଧି ହୋଇଛି । ଶନିବାର…
ତିଆରି ହେଉଛି ଏଭଳି ଚୁଇଙ୍ଗମ: ଚୋବାଇଲେ ମୁହଁରେ ହିଁ ନାଶ ହୋଇଯିବ କରୋନା ଭାଇରସ!
କରୋନା ଭାଇରସ ସହ ଲଢ଼େଇ ପାଇଁ ଏପର୍ଯ୍ୟନ୍ତ ଭାକ୍ସିନକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି । ଅନେକ ଔଷଧ କମ୍ପାନୀ ଟାବଲେଟ ମଧ୍ୟ ଲଞ୍ଚ କରିଛନ୍ତି, ଯାହା ସଂକ୍ରମଣକୁ କମ୍ କରିବାରେ ସହାୟକ ହେଉଛି । କିନ୍ତୁ ଖୁବଶୀଘ୍ର…
ଓମିକ୍ରନକୁ ନେଇ ସତର୍କ କରାଇଲା WHO, ତିନି ଗୁଣା ବଢୁଛି ସଂକ୍ରମଣ ଆଶଙ୍କା
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଓମିକ୍ରନ ଭାଇରସକୁ ନେଇ ସତର୍କ ସୂଚନା ଜାରି କରାଯାଇଛି । ହୁର ମୁଖ୍ୟ ବୈଜ୍ଞାନିକ ଡ. ସୌମ୍ୟା ସ୍ୱାମୀନାଥନ ଏହି ଭାଇରସରେ ସଂକ୍ରମଣ ସମ୍ଭାବନା ୩ ଗୁଣ ବଢୁଥିବା ନେଇ…
ହାଇଦ୍ରାବାଦ ହାଉସରେ ପୁଟିନଙ୍କୁ ଭେଟିଲେ PM Modi: ଏହି ସବୁ ପ୍ରସଙ୍ଗରେ ହେଲା ଆଲୋଚନା
ନୂଆଦିଲ୍ଲୀ: ୨୧ତମ ଭାରତ-ଋଷିଆ ବାର୍ଷିକ ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଁଞ୍ଚିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ସୋମବାର) ନୂଆଦିଲ୍ଲୀ ଠାରେ ଋଷର ରାଷ୍ଟ୍ରପତି…
ସାପକୁ ମାରିବା ପାଇଁ ଜାଳିଦେଲେ ୧୩ କୋଟିର ଘର: ଦେଖନ୍ତୁ VIDEO
ନୂଆଦିଲ୍ଳୀ: ଯଦି ଆପଣଙ୍କ ଘରେ ସାପ ପଶିଯାଏ ତେବେ ଆପଣ କଣ କରିବେ । ସ୍ନେକ ହେଲ୍ପ ଲାଇନକୁ ଫୋନ କିମ୍ବା ନିଜେ ବାଡିରେ ତାକୁ ମାରିବାକୁ ପ୍ରୟାସ କରିବେ । ମାତ୍ର ଜଣେ ଆମେରିକୀୟ ବ୍ୟକ୍ତି ଏକ ସାପ ମାରିବାକୁ ଯାଇ ନିଜର…
ଏମିତି ବି ଆସେ ଦୁର୍ଭାଗ୍ୟ: ZOOM କଲରେ ୯୦୦ କର୍ମଚାରୀଙ୍କୁ କାଢିଲା କମ୍ପାନୀ
ନୂଆଦିଲ୍ଲୀ: କରୋନା କାରଣରୁ ଅର୍ଥନୀତି ଅତ୍ୟନ୍ତ ଦୁର୍ବିସହ ଅବସ୍ଥାରେ ରହିଥିବା ବେଳେ ବିଭିନ୍ନ କମ୍ପାନୀ ପକ୍ଷରୁ ଛଟେଇ କରାଯାଉଛି । ତେବେ ଏକା ସାଙ୍ଗରେ ୯୦୦ କର୍ମଚାରୀଙ୍କୁ କମ୍ପାନୀ ଛଟେଇ କରିବା ଆପଣଙ୍କୁ…
ଅଟ୍ଟାରୀ ସୀମାରେ ପାକିସ୍ତାନୀ ମହିଳା ଜନ୍ମଦେଲେ ସନ୍ତାନ, ନାଁ ରଖିଲେ ‘ବୋର୍ଡର୍’
ଅମୃତସର: ଜଣେ ପାକିସ୍ତାନୀ ହିନ୍ଦୁ ମହିଳା ଅଟ୍ଟାରୀ ସୀମା ନିକଟରେ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି। ଖାସ୍ କଥା ହେଉଛି ଉକ୍ତ ମହିଳା ଜଣକ ଅଟ୍ଟାରୀ ସୀମାରେ ସନ୍ତାନ ଜନ୍ମ କରିବା ପରେ ସେ ନିଜ ସନ୍ତାନର ନାଁ "ବୋର୍ଡର୍"…
ସୋମବାର ଦିଲ୍ଲୀ ପହଞ୍ଚିବେ ରୁଷ ରାଷ୍ଟ୍ରପତି ପୁଟିନ୍, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହେବ ଶିଖର ବାର୍ତ୍ତା
ନୂଆଦିଲ୍ଲୀ : ସୋମବାର ଦିଲ୍ଲୀ ପହଞ୍ଚୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ତାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଦୁଇ ଦେଶର ରାଷ୍ଟ୍ରାଧ୍ୟକ୍ଷ ଶିଖର…
ଇଣ୍ଡୋନେସିଆରେ ଫାଟିଲା ଜ୍ୱାଳାମୁଖୀ: ଜଳିଗଲେ ୧୩ ଜଣ, ଅନେକ ଲୋକ ନିଖୋଜ
ଇଣ୍ଡୋନେସିଆ: ପ୍ରକୃତି ଯେତେ ଭଲ ସେତିକି ଭୟାନକ ମଧ୍ୟ । କେତେବେଳେ ଏହି ସବୁଜିମା ଭରା ପ୍ରକୃତି ତାର କରାଳ ରୂପ ଦେଖାଇବ ତାହା କହିବା ମୁସ୍କିଲ୍ । ଇଣ୍ଡୋନେସିଆର ଜନବହୁଳ ଦ୍ୱୀପ ଜାୱାରେ ଜ୍ୱାଳାମୁଖୀ ଫାଟିବା ଘଟଣାରେ…