Browsing Category

ବିଦେଶ

ଦାମ୍ ନେଉଛି ଅଧିକ, କିନ୍ତୁ ଭାରତକୁ ନିମ୍ନମାନର ଅକ୍ସିଜେନ କନସେନଟ୍ରେଟର ପଠାଉଛି ଚୀନ୍

ନୂଆଦିଲ୍ଲୀ, ୧୪ା୫: କରୋନାର ଉତ୍ପତ୍ତି ଚୀନରୁ ହୋଇଛି ବୋଲି ସମଗ୍ର ବିଶ୍ୱରେ ଗତବର୍ଷ ଖୁବ୍ ଜୋରରେ ଚର୍ଚ୍ଚା ହୋଇଥିଲା । ସାହାଯ୍ୟ କରିବାର ବାହାନା କରି ଚୀନ ଭାରତକୁ ନିମ୍ନମାନର ମାସ୍କ, ସାନିଟାଇଜର ଆଦି ପଠାଇଥିଲା ।…

ଇସ୍ରାଏଲ-ପାଲେଷ୍ଟାଇନ୍ ବିବାଦ: ଗାଜାରେ ମୃତ୍ୟୁସଂଖ୍ୟା ୧୦୦ ଟପିଲା, ଆହତ ୬ ଶହ ନିକଟତର

ଗାଜା, ୧୪ା୫: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ହିଂସା କାରଣରୁ ୧୦୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨୭ ଜଣ ଶିଶୁ ରହିଥିବା ବେଳେ…

ଭ୍ୟାକ୍ସିନ୍ ନେବା ପରେ ହଠାତ୍ ୬ ଜଣଙ୍କ ମୃତ୍ୟୁ

ପ୍ରାଗ୍, ୧୪ା୫: ଦିନକୁ ଦିନ କରୋନାକୁ ନେଇ ନୂଆ ନୂଆ ରୋଚକ ତଥ୍ୟ ସାମନାକୁ ଆସୁଛି । ଭ୍ୟାକ୍ସିନକୁ ଲୋକମାନେ ଶେଷ ଭରସା କରିଥିବା ବେଳେ ଏନେଇ ଏକ ନୂଆ ଖବର ଆସିଛି । ଚେକ୍ ରିପବ୍ଲିକରେ ଭ୍ୟାକ୍ସିନ ନେବା ପରେ ହଠାତ୍ ୬…

କରୋନାକୁ ହରାଇଲା ଆମେରିକା: ଲୋକମାନେ ଆଉ ପିନ୍ଧିବେ ନାହିଁ ମାସ୍କ

ୱାଶିଂଟନ, ୧୪ା୫: ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬ କୋଟି ୧୭ ଲକ୍ଷ ଅତିକ୍ରମ କରିସାରିଲାଣି । ତେବେ ସବୁଠାରୁ ଅଧିକ ସଂକ୍ରମିତ ଦେଶ ଆମେରିକାକୁ ନେଇ ଏକ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୩ ଲକ୍ଷ ୫୮ ହଜାର ପାର

ନୂଆଦିଲ୍ଲୀ, ୧୪ ।୫ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୩ ଲକ୍ଷ ୫୮ ହଜାର ୧୭୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୩ ଲକ୍ଷ ୪୪ ହଜାର ପାର

ନୂଆଦିଲ୍ଲୀ, ୧୩ ।୫ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୩ ଲକ୍ଷ ୪୪ ହଜାର ୭୪୪ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ…

ସାତବର୍ଷ ବୟସରେ ଚନ୍ଦ୍ରରେ ନାଁ

ଆପଣ ଚନ୍ଦ୍ରରେ ଜାଗା କିଣିବା କଥା ଆଗରୁ ନିଶ୍ଚୟ ଶୁଣିଥିବେ । ତେବେ ବ୍ରିଟେନ ଜଣେ ମାତ୍ର ସାତବର୍ଷର ଝିଅ ନିଜ ସନ୍ତକ ରଖିବାକୁ ଯାଉଛନ୍ତି । ତାଙ୍କର ନାମ ହେଉଛି ଏଲିଜାବେଥ୍ ନର୍ମାନ ସେ ବ୍ରିଟେନର ଲିସେଷ୍ଟର ବାସିନ୍ଦା…

ଆମେରିକାରେ କରୋନାର ଚିତ୍ର: ଟ୍ରକରେ ପଡ଼ି ରହିଛି ୭୫୦ ମୃତଦେହ

ନ୍ୟୁୟର୍କ, ୧୨ା୫: ବିଶ୍ୱର ସବୁଠାରୁ କ୍ଷମତାଶାଳୀ ଓ ଧନୀରାଷ୍ଟ୍ର ଆମେରିକା ଗତବର୍ଷ କରୋନାରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଥିଲା । ସେଠାରେ ଏତେମାତ୍ରାରେ ରୋଗୀଙ୍କର ମୃତ୍ୟୁ ଘଟିଥିଲା ଯେ, ମୃତଦେହକୁ ସାଇତି ରଖିବା…

ପଦାରେ ପଡ଼ିଲା ଗେଟ୍ସ ଗୁମର: ଉଲଗ୍ନ ନୃତ୍ୟାଙ୍ଗନାଙ୍କୁ ଘରକୁ ଆଣୁଥିଲେ ବିଲ୍

ନ୍ୟୁୟର୍କ, ୧୨ା୫: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ବିଲ୍ ଗେଟସ୍ ଓ ତାଙ୍କ ପତ୍ନୀ ମେଲିଣ୍ଡାଙ୍କ ଛାଡ଼ପତ୍ର ପ୍ରସଙ୍ଗରେ ଦିନକୁ ଦିନ ନୂଆ ନୂଆ ଖୁଲାସା ହେଉଛି । ଦୀର୍ଘ ୨୭ ବର୍ଷ ପରେ…