Browsing Category
ବିଦେଶ
ନାଇଟ କ୍ଲବରେ ଚାଲିଥିଲା ଲାଇଭ ଶୋ, ହଠାତ୍ ନିଆଁ ଲାଗିବାରୁ 51ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା । ଉତ୍ତର ମାସିଡୋନିଆର କୋସାନିରେ ଥିବା ଲୋକପ୍ରିୟ ପଲ୍ସ ନାଇଟ୍ କ୍ଲବରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅତି କମରେ 51 ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା କରାଯାଉଛି ।…
ମରିଗଲା ଭାରତର ଆଉ ଏକ ଶତ୍ରୁ: ତୀର୍ଥଯାତ୍ରୀ ବସ୍ ଉପରେ କରିଥିଲା ଆକ୍ରମଣ, ଏବେ ପାକିସ୍ତାନରେ ମିଳିଲା ମୃତ୍ୟୁ
ନୂଆଦିଲ୍ଲୀ: ପାକିସ୍ତାନରୁ ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସେଠାରେ ଭାରତର ଆଉ ଜଣେ ଶତ୍ରୁ ନିହତ ହୋଇଛି । ତାର ନାମ ଅବୁ କତାଲ ସିଂଘି, ଯିଏ ଲସ୍କର-ଏ-ତୈବାର ଜଣେ ବଡ଼ ଆତଙ୍କବାଦୀ ହାଫିଜ୍ ସୟିଦର ବହୁତ…
ଯୁଦ୍ଧବିରତି ବିବାଦ ମଧ୍ୟରେ ଗାଜାରେ ଇସ୍ରାଏଲର ଏୟାରଷ୍ଟ୍ରାଇକ, 5ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଶନିବାର ଦିନ ଉତ୍ତର ଗାଜା ସହର ବେତ୍ ଲାହିଆରେ ଇସ୍ରାଏଲୀ ଆକ୍ରମଣ । ଅତି କମରେ ପାଞ୍ଚ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟମାନେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇଜଣ ସ୍ଥାନୀୟ ସାମ୍ବାଦିକ…
(Video) ଭାଇରାଲ ହେଉଛି ଟ୍ରମ୍ପଙ୍କ ବାଙ୍କ ଚାହାଣୀ, ସୋସିଆଲ ମିଡିଆରେ ହଇଚଇ
ନୂଆଦିଲ୍ଲୀ: ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ପ୍ରେସ ବ୍ରିଫିଂରେ ସାମ୍ବାଦିକଙ୍କ ସହ କଥା ହେଉଥିଲେ । ସେହି ସମୟରେ ଜଣେ ସାମ୍ବାଦିକ ଅତ୍ୟଧିକ ଉତ୍ସାହିତ ହୋଇଗଲେ ଏବଂ ତାଙ୍କ ବୁମ୍ ମାଇକ୍ ସିଧାସଳଖ…
ବିମାନ ଭିତରେ ୧୭୨ ଯାତ୍ରୀ, ହଠାତ୍ ହୁତୁହୁତୁ ହୋଇ ଜଳିଲା ଉଡ଼ାଜାହାଜ
ଆମେରିକା: ପୁଣି ଏକ ବଡ଼ ଧରଣର ବିମାନ ଦୁର୍ଘଟଣା। ୧୭୨ ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିବାକୁ ଯାଉଥିଲା ବିମାନ। ହେଲେ ହଠାତ୍ ବିମାନ ବନ୍ଦରରେ ହୁତୁହୁତୁ ହୋଇ ଜଳିବାକୁ ଲାଗିଲା ଉଡାଜାହାଜ। ଆଉ ଏହି ଉଡାଜାହାଜ ଭିତରେ…
American Airlines: ଆମେରିକୀୟ ଏୟାରଲାଇନ୍ସ ବିମାନରେ ଅଗ୍ନିକାଣ୍ଡ, ରହିଥିଲେ 6 କ୍ରୁ ସଦସ୍ୟଙ୍କ ସମେତ 178 ଯାତ୍ରୀ
ନୂଆଦିଲ୍ଲୀ: ଆମେରିକାର ଡେନଭର ଅନ୍ତର୍ଜାତୀୟ ବିମାନବନ୍ଦରରେ ଆମେରିକୀୟ ଏୟାରଲାଇନ୍ସ ଫ୍ଲାଇଟ୍ ୧୦୦୬ର ଏକ ଇଞ୍ଜିନରେ ନିଆଁ । ବିମାନଟି ଡାଲାସ୍ ଫୋର୍ଟ ୱର୍ଥ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଉଡ଼ାଣ କରିବା ନେଇ ସ୍ଥିର…
ଅସ୍ତ୍ରବିରତି ପ୍ରସ୍ତାବକୁ ପୁଟିନଙ୍କ ସମର୍ଥନ, କିନ୍ତୁ ରଖିଲେ ଏହି ସର୍ତ୍ତ
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ 30 ଦିନିଆ ଯୁଦ୍ଧବିରତି ଲାଗି ଆମେରିକାର ପ୍ରସ୍ତାବ ଉପରେ ୟୁକ୍ରେନ ରାଜି ହୋଇଛି । ତେବେ ଅସ୍ଥାୟୀ ନୁହେଁ ଏହା ସ୍ଥାୟୀ ହେବା ଆବଶ୍ୟକ ବୋଲି ପୁଟିନ କହିଛନ୍ତି । ଋଷ ରାଷ୍ଟ୍ରପତି…
ପାକିସ୍ତାନ ସରକାର ନେଲେ ବଡ଼ ନିଷ୍ପତ୍ତି, ହିନ୍ଦୁ-ଶିଖ୍ ମନ୍ଦିର ପାଇଁ କଲେ ବଡ଼ କାମ, ସାରା ବିଶ୍ୱ ଚକିତ
ଇସଲାମାବାଦ,୧୩ା୩: ପ୍ରତିଦିନ ପାକିସ୍ତାନରୁ ହିନ୍ଦୁ ମନ୍ଦିର ଏବଂ ଗୁରୁଦ୍ୱାର ଉପରେ ଆକ୍ରମଣ ହେବାର ଖବର ଆସୁଛି। ଏହି ସମୟରେ ପାକିସ୍ତାନ ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି, ଯାହା ଜାଣି ସମସ୍ତେ ଚକିତ…
ଜଳବାୟୁ ସମ୍ପର୍କିତ ସମ୍ମିଳନୀ ପାଇଁ ଆମାଜନ ଜଙ୍ଗଲରୁ ହଜାର ହଜାର ସଂଖ୍ୟାରେ ଗଛ କାଟିଦେଲା ବ୍ରାଜିଲ, ପରିବେଶବିତ୍ ଆଶ୍ଚର୍ଯ୍ୟ
ବ୍ରାସିଲିଆ,୧୩ା୩: ଆଗାମୀ COP30 ଜଳବାୟୁ ସମ୍ମିଳନୀ ପାଇଁ ରାସ୍ତା ନିର୍ମାଣ କରିବାକୁ ଆମାଜନ ଜଙ୍ଗଲରୁହଜାର ହଜାର ସଂଖ୍ୟାରେ ଗଛ କାଟିବା ପରେ ବ୍ରାଜିଲ ଅଭିଯୋଗର ସମ୍ମୁଖୀନ ହେଉଛି। ଜାତିସଂଘ ଜଳବାୟୁ ସମ୍ମିଳନୀ ପାଇଁ…
All England Open Badminton Championships: ପ୍ରଥମ ରାଉଣ୍ଡରେ ପରାଜୟର ଶିକାର ହେଲେ ପିଭି ସିନ୍ଧୁ, ଭାଙ୍ଗିଗଲା ଟାଇଟଲର ସ୍ୱପ୍ନ
ନୂଆଦିଲ୍ଲୀ: ଭାରତର ଷ୍ଟାର ଖେଳାଳି ଏବଂ ଦୁଇଥର ଅଲମ୍ପିକ ପଦକର ବିଜେତା ପିଭି ସିନ୍ଧୁଙ୍କୁ ଅଲ୍ ଇଣ୍ଡିଆ ବ୍ୟାଡମିଣ୍ଟନ ଚାମ୍ପିୟନସିପର ପ୍ରଥମ ରାଉଣ୍ଡରେ ପରାଜୟର ଶିକାର ହେବାକୁ ପଡିଛି।
ଏହି ମ୍ୟାଚରେ ସେ କୋରିୟାର…