Browsing Category

ଦେଶ

(Video) ନିଆରା ନିର୍ବନ୍ଧ, ବର-କନ୍ୟା ପରସ୍ପରକୁ ହେଲମେଟ ପିନ୍ଧାଇ ବିବାହ ପାଇଁ ଦେଲେ ସ୍ୱୀକୃତି

ରାୟପୁର- ଛତିଶଗଡର ଏକ ନିର୍ବନ୍ଧକୁ ନେଇ ଚର୍ଚ୍ଚା । ଚର୍ଚ୍ଚାରେ ବର ଓ କନ୍ୟା ତଥା ତାଙ୍କ ଅଜବ ବେଶ ଭୁସା । ଆଜିକାଲି ବିବାହ ପୂର୍ବରୁ କେତେ ସବୁ ରସମର ପାଳନ ହେଉଛି । ମୁଦିପିନ୍ଧା ବା ନିର୍ବନ୍ଧ ବା ଏନଗେଜମେଣ୍ଟ ଯାହା…

Monthly 6 ଲକ୍ଷ ରୋଜଗାର କରନ୍ତି ଦୋସା ବ୍ୟବସାୟୀ! ହେଲେ ଟ୍ୟାକ୍ସ ଦିଅନ୍ତି 0, ସୋସିଆଲ ମିଡିଆରେ ହଇଚଇ

ନୂଆଦିଲ୍ଲୀ: ଦୋସା ବ୍ୟବସାୟ କରି ମାଲାମାଲ ବ୍ୟବସାୟୀ । ଏହି ଖବରକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆ ୟୁଜର୍ସ ନବୀନ କୋପାରାମ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, ତାଙ୍କ ଘର…

Video: ଇଏ ବିଦାୟ ବେଳର ଲୁହ, ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଛାଡ଼ିବା ବେଳେ ଭାବପ୍ରବଣ ହେଲେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ: କଥାରେ ଅଛି ବିଦାୟ-ବିଛେଦ ସବୁବେଳେ ଦୁଃଖ ଦିଏ। ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଫ୍ରାଞ୍ଚାଇଜିରେ ୧୦ ବର୍ଷରୁ ଅଧିକ ସମୟ ବିତାଇବା ପରେ ଗୁରୁବାର ସନ୍ରାଇଜର୍ସ ହାଇଦ୍ରାବାଦକୁ ବିଦାୟ ଦେଇଛନ୍ତି ଏବଂ…

ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ୍

ରାଞ୍ଚି: ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ୍ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ୍ ରାଞ୍ଚିରେ ଏକ ରାଲିରେ ଝାଡ଼ଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ…

‘ଆମିଜାନ୍-ଆବୁଜାନ୍ ମୁଝେ ଛୋଡ୍‌ଦୋ’: ପ୍ରେମ ପାଇଁ ଝିଅକୁ ମାରିଦେଲେ ବାପା,ମା’, ଭାଉଜ ଓ ଭିଣୋଇ

ସାହାରନପୁର: ୟୁପିର ସାହାରନପୁରରୁ ଆସିଛି ଏକ ସାଙ୍ଘାତିକ ଖବର, ପୁଣି ଅନର୍‌କିଲିଂ ମାମଲା । ଘର ଭିତରେ ଅନର୍‌କିଲିଂ, ପ୍ରେମ ସମ୍ପର୍କକୁ ନେଇ ମିଜ ଝିଅକୁ ମାରିଦେଲେ ବାପା-ମାଆ । ଦୁଇ ଦିନ ତଳେ ନାନାଉଟାର…

ଟ୍ରେନରେ ମିଳୁଥିବା କମ୍ବଳକୁ କେତେ ଦିନରେ ଥରେ କରାଯାଏ ସଫା, ନିଜେ ଉତ୍ତର ଦେଲେ ରେଳ ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିଦିନ ଭାରତରେ ଲକ୍ଷ ଲକ୍ଷ ଲୋକେ ଟ୍ରେନରେ ଯାତ୍ରା କରୁଛନ୍ତି । ତେବେ ଏହି ଟ୍ରେନରେ ଯାତ୍ରୀମାନଙ୍କୁ ଦିଆଯାଉଥିବା କମ୍ବଳ-ବେଡସିଟ ଏବଂ ତକିଆ କେତେ ଦିନରେ ଥରେ ସଫା କରାଯାଏ, ଏନେଇ ନିଜେ ରେଳ ମନ୍ତ୍ରୀ…

(Video) ବାପରେ କି ରାଗ! ଗୋଇଠା ମାରିମାରି ଫ୍ଲାଇଟର ସିଟକୁ ଗୁଣ୍ଡ କରିଦେଲେ ଯାତ୍ରୀ

ନୂଆଦିଲ୍ଲୀ: କମ୍ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ସମସ୍ତେ ଫ୍ଲାଇଟର ବ୍ୟବହାର କରିଥାନ୍ତି । କିନ୍ତୁ ବିଗତ 1 ବର୍ଷ ହେବ ଫ୍ଲାଇଟରୁ ଅନେକ ଭିଡିଓ ସାମ୍ନାକୁ ଆସୁଛି, ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି ।…

ପ୍ରଧାନମନ୍ତ୍ରୀଙ୍କୁ ଜୀବନରୁ ମାରିଦେବାକୁ ଧମକ : ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଆସିଛି କଲ୍, ଚାଲିଛି ଯାଞ୍ଚ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । ଜଣେ ଅଜ୍ଞାତ ବ୍ୟକ୍ତି ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ କଲ୍ କରି ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେଇଛି ।…

ଦେଶରେ ଗଡୁଛି ଏମିତି ଟ୍ରେନ, ଯାହାର ଗତି ଲୁନାଠାରୁ ବି କମ

ନୂଆଦିଲ୍ଲୀ- ଦେଶରେ ଯାତାୟାତର ସବୁଠାରୁ ଭରସାଯୋଗ୍ୟ ଯାନ ହେଉଛି ରେଳ । ରେଳ ଯାତ୍ରାରେ ସମୟ ସହ ଅର୍ଥର ସଂଚୟ ସମ୍ଭବ । ତେଣୁ ସ୍ପିଡ ଟ୍ରେନର ଚାହିଦା ରହିଛି । ଦେଶରେ ସବୁଠାରୁ ସ୍ପିଡ ଗଡୁଥିବା ଟ୍ରେନ ହେଉଛି ବନ୍ଦେ…

ଲଞ୍ଚ ହେବା ପୂର୍ବରୁ ଲିକ୍ ହୋଇଗଲା Redmi Note 14 ସିରିଜର ମୂଲ୍ୟ, ଏଠାରେ ଜାଣନ୍ତୁ ଫିଚର୍ସ

ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମୀ ୯ ଡିସେମ୍ବରରେ ନିଜର ନୂଆ ସ୍ମାର୍ଟଫୋନ ରେଡମି ନୋଟ ୧୪ ସିରିଜକୁ ଲଞ୍ଚ କରିବାକୁ ଯାଉଛି । ଏହି ସିରିଜରେ ତିନୋଟି ସ୍ମାର୍ଟଫୋନ ଲଞ୍ଚ କରାଯିବ, ଯେଉଁଥିରେ ରେଡମୀ…