Browsing Category
ଦେଶ
ସରକାରୀ କର୍ମଚାରୀଙ୍କ ପାଇଁ ଅଫିସ୍ ଟାଇମିଂ ବଦଳିଲା: ପ୍ରଦୂଷଣ ପାଇଁ ବଡ଼ ନିଷ୍ପତ୍ତି ନେଲେ ଦିଲ୍ଲୀ ସରକାର
ନୂଆଦିଲ୍ଲୀ: ପ୍ରଦୂଷଣ କାରଣରୁ ବଦଳିଛି ଅଫିସ୍ ଟାଇମିଂ । ପ୍ରଦୂଷଣର ସ୍ଥିତି ଅସହ୍ୟ ହେବାରୁ ଏନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀ ମହାନଗର ନିଗମ (ଏମସିଡି) ଅଫିସ ସକାଳ ୮.୩୦ରୁ ଆରମ୍ଭ ହୋଇ…
(Video) ସମାଧାନ ବେଳେ ଚାପୁଡା ମାରିଲେ ମହିଳା ପୋଲିସ, ପାଲଟା ଜବାବ ଦେଇ ଠୋ ଠୋ ଦେଲା ଯୁବକ
ନୂଆଦିଲ୍ଲୀ: ପୋଲିସ ଏବଂ ଯୁବକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ପୋଲିସ ଅଧିକାରୀ ଚାପୁଡା ମାରିବା କାରଣରୁ ତାଙ୍କୁ ପାଲଟା ଚାପୁଡା ଦେଇଛନ୍ତି ଯୁବକ ଜଣକ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିବା ବେଳେ ଏହାର…
ବଡ଼ ଦୁଃଖ ଖବର: ଅଭିନେତ୍ରୀ ଉମା ଦାସଗୁପ୍ତାଙ୍କ ପରଲୋକ, କର୍କଟ ସହ ସହ ଲଢ଼େଇ କରି ହାରିଗଲେ
ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ବଡ଼ ଖବର । ଅଭିନେତ୍ରୀ ଉମା ଦାସଗୁପ୍ତ ଆଉ ନାହାନ୍ତି । କର୍କଟ ରୋଗ ସହ ଦୀର୍ଘଧରି ଲଢ଼େଇ କରିବା ପରେ ଏବେ ୮୪ ବର୍ଷ ବୟସରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଉମା । ୧୯୯୫…
Video-ଆସିଗଲା ବହୁପ୍ରତୀକ୍ଷିତ BSNL 5G, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଲଞ୍ଚ ବେଳର ଭିଡିଓ
ଓଡିଶା ଭାସ୍କର- ଜିଓ ଓ ଅନ୍ୟ ଘରୋଇ ଟେଲିକମ କମ୍ପାନୀର ମନମାନୀରେ ଅତିଷ୍ଠ ଜନତା ବିଏସଏନଏଲ ୫ଜି ସିମ ପାଇଁ ଅପେକ୍ଷା କରୁଥିବା ବେଳେ କୋଟିକୋଟି ମୋବାଇଲ ୟୁଜର୍ସଙ୍କ ପାଇଁ ଖୁସି ଖବର । ଲଞ୍ଚହେଲା ବିଏସଏନଏଲ ୫ଜି ସିମ ।…
ହିଂସ୍ର ହେଉଛି ମଣିପୁର, ତେଜୁଛି ବିରୋଧ, ସ୍ଥିତିକୁ ନିୟନ୍ତ୍ରଣ କରିବାକୁ RSSର ନିର୍ଦ୍ଦେଶ
ନୂଆଦିଲ୍ଲୀ- ପୁଣି ଅଶାନ୍ତ ହୋଇଛି ମଣିପୁର । ମଣିପୁରରେ ଉଗ୍ରରୂପ ନେଇଛି ହିଂସା । ମଣିପୁର ସ୍ଥିତିକୁ ନେଇ ଚିନ୍ତାବ୍ୟକ୍ତ କରିଛି ରାଷ୍ଟ୍ରୀୟ ସ୍ୱୟଂ ସଂଘ । ହିଂସାର ସମାଧାନ ନ ହେବାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛି ସଂଘ…
୧୦ ଲକ୍ଷ ଟପିଲା ଆୟୁଷ୍ମାନ ବୟବନ୍ଦନା କାର୍ଡରେ ହିତାଧିକାରୀଙ୍କ ପଞ୍ଜୀକରଣ, ଜାଣନ୍ତୁ କିପରି କରିବେ ଆବେଦନ
ନୂଆଦିଲ୍ଲୀ : ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହୋଇଥିବା ଆୟୁଷ୍ମାନ ବୟବନ୍ଦନା କାର୍ଡରେ ପଞ୍ଜୀକରଣ ୧୦ ଲକ୍ଷରୁ ଅଧିକ ହୋଇଛି । ଏହି କାର୍ଡ ମାଧ୍ୟମରେ ୭୦ ବର୍ଷରୁ ଊଦ୍ଧ୍ୱର୍ ବୟସ୍କ ନାଗରିକ ଆୟୁଷ୍ମାନ ଭାରତ…
ନଭେମ୍ବର ୨୨ରୁ ୨୪ ପର୍ଯ୍ୟନ୍ତ ଦିଲ୍ଲୀରେ ଅନୁଷ୍ଠିତ ହେବ ‘ଓଡ଼ିଶା ପର୍ବ-୨୦୨୪’: ଯୋଗଦେବେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବ ତିନିଦିନିଆ ‘ଓଡ଼ିଶା ପର୍ବ-୨୦୨୪’ । ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ…
ଆମ୍ବୁଲାନ୍ସକୁ ରାସ୍ତା ଦେଉନଥିଲେ ସାବଧାନ୍ ! ଏଭଳି ଭୁଲ୍ କରିଥିବା କାର୍ ଡ୍ରାଇଭରକୁ ୨.୫ ଲକ୍ଷର ଜୋରିମାନା, DL ବାତିଲ୍ (Video)
ନୂଆଦିଲ୍ଲୀ: କେରଳର ତ୍ରିସୁରର ଜଣେ ବ୍ୟକ୍ତିଙ୍କୁ ରାସ୍ତାରେ ଅମାନବୀୟ ବ୍ୟବହାର ଯୋଗୁଁ କଠୋର କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିଛି । ପୋଲିସ ବ୍ୟକ୍ତିଙ୍କ ଉପରେ ଆମ୍ବୁଲାନ୍ସକୁ ବାଟ ଦେବା ବିଷୟରେ ଏକ ବଡ଼…
CBSE ବୋର୍ଡ଼ ପରୀକ୍ଷାରେ ଡାଇବେଟିସ୍ ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ସୁବିଧା
ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀରେ ଆୟୋଜିତ ହେବ CBSE ବୋର୍ଡ଼ ପରୀକ୍ଷା ୨୦୨୫ । ଏଥିପାଇଁ ଚଳିତ ବର୍ଷ ଡିସେମ୍ବରରେ ଡେଟ୍ ସିଟ୍ ପ୍ରକାଶ ପାଇବ । ଏହି ବୋର୍ଡ଼ ପରୀକ୍ଷା ପାଇଁ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି…
ହ୍ୱାଟ୍ସଆପରେ ବିବାହ କାର୍ଡ ପଠାଇ କରୁଛନ୍ତି ଠକେଇ! କରନ୍ତୁନି ଏହି ୩ଟି ଭୁଲ
ନୂଆଦିଲ୍ଲୀ: ଆଜିକାଲି ହ୍ୱାଟ୍ସଆପରେ ବିବାହ କାର୍ଡ ପଠାଉଛନ୍ତି। ହ୍ୱାଟ୍ସଆପ ମାଧ୍ୟମରେ ବିବାହକୁ ନିମନ୍ତ୍ରଣ କରିବା ଆଜିକାଲି ଫ୍ୟାସନ ପାଲଟିସାରିଲାଣି। ଆଜିକାଲି ଡିଜିଟାଲ ବିବାହ କାର୍ଡର ମଧ୍ୟ କ୍ରେଜ ଚାଲିଛି। ତେବେ…