fbpx
BJD SKY
BJD SKY
Browsing Category

ଦେଶ

ୟୁରୋପୀୟ ଦେଶରେ ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ: ବିଭିନ୍ନ ରାଜ୍ୟକୁ କେନ୍ଦ୍ରର ସତର୍କ ଚିଠି

ନୂଆଦିଲ୍ଳୀ: ଭାରତରେ କରୋନା ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ଏକଦା ୪ ଲକ୍ଷ ଉପରେ ରହୁଥିବା ଦୈନିକ ସଂକ୍ରମଣ ଏବେ ୩୦ ହଜାରରୁ ବି କମ ଚିହ୍ନଟ ହୋଇଛନ୍ତି । କିନ୍ତୁ ଏବେ ଦକ୍ଷିଣ-ପୂର୍ବ ଏସିଆ ୟୁରୋପ ଦେଶରେ କରୋନାର…

ଭାଇରାଲ ହେଉଛି ଷଣ୍ଢର ପ୍ରତିଶୋଧ: ଦେଖନ୍ତୁ ଭିଡିଓ ହସି ହସି ଗଡିଯିବେ

ନୂଆଦିଲ୍ଲୀ: ଇଣ୍ଟରନେଟରେ ଅନେକ ସମୟରେ ଜୀବଜନ୍ତୁଙ୍କ ପ୍ରତି ଅନ୍ୟାୟ ହେଉଥିବା ଆପଣ ଦେଖିଥିବେ । ଏମିତି ଅନେକ ଭିଜୁଆଲ ରହିଛି ଯ।।ହାକୁ ଦେଖିଲେ ଆପଣ କାନ୍ଦିବାକୁ ଲାଗିବେ । ମାତ୍ର ଏହି ଭିଡିଓ ଦେଖିଲେ ଆପଣଙ୍କ ମନ…

ପାଟନାରେ ଚପଲମାର ହୋଲି! ୱାଟରପାର୍କରେ ରଙ୍ଗ ବଦଳରେ ଉଡ଼ିଲା ଜୋତା-ଚପଲ, ସାମ୍ନାକୁ ଆସିଲା Video

ପାଟନା: ହୋଲିର ପର୍ବରେ ଲୋକମାନେ ନିଜ ନିଜ ଉପାୟରେ ରଙ୍ଗ ଲଗାନ୍ତି । କିଏ ଲାଠିମାର ହୋଲି ଖେଳନ୍ତି ତ କିଏ ଫୁଲ ଓ ରଙ୍ଗ ସହ ଖେଳନ୍ତି । କିନ୍ତୁ ବିହାରର ରାଜଧାନୀ ପାଟନାରେ ଏପରି ଖୋଳି ଖେଳାଯାଇଛି, ଯେଉଁଥିରେ…

ଜି-୨୩ ଆଗରେ ମୁଣ୍ଡ ନୁଆଁଇଲା ଗାନ୍ଧୀ ପରିବାର ?  ଆଜି ଗୁଲାମ ନବି ଆଜାଦଙ୍କୁ ଭେଟି ପାରନ୍ତି ସୋନିଆ 

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଜୋର ଧରିଛି ବିରୋଧର ସ୍ଵର। ଅସନ୍ତୁଷ୍ଟ ଜି-୨୩ ଗ୍ରୁପ ଲଗାତାର ବୈଠକ କରି ପାର୍ଟି ହାଇକମାଣ୍ଡଙ୍କୁ ଦଳର ସଂଗଠନରେ ପରିବର୍ତ୍ତନ…

The Kashmir Filesର ଡାଇରେକ୍ଟର ବିବେକ ଅଗ୍ନିହୋତ୍ରୀଙ୍କୁ ମିଳିଲା Y କ୍ୟାଟେଗୋରୀ ସୁରକ୍ଷା

ନୂଆଦିଲ୍ଲୀ: ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ୱାଇ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରାଯାଇଛି । ଇଣ୍ଟେଲିଜେନ୍ସ ବ୍ୟୁରୋର ଥ୍ରେଟ ପରସେପସନ…

BJP ପାଖରେ କମ୍ ବିଧାୟକ ଅଛନ୍ତି, ସମସ୍ତ ବିରୋଧୀ ଏକଜୁଟ୍ ହେଲେ ଭାଜପା ରାଷ୍ଟ୍ରପତି ନିର୍ବାଚନ ଜିତି ପାରିବନି: ମମତା

ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ସମାପ୍ତ ପରେ ଏବେ ସମସ୍ତଙ୍କର ନଜର ରାଷ୍ଟ୍ରପତି ନିର୍ବାଚନ ଉପରେ ରହିଛି । କାରଣ ଆସନ୍ତା ଜୁଲାଇ ୨୪ ତାରିଖରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ…

ସମସ୍ତ ରାଜ୍ୟଗୁଡ଼ିକୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ଜେନମ ସିକ୍ୱେନ୍ସିଂ ଓ ସର୍ଭେଲାନ୍ସ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ଟେଷ୍ଟ-ଟ୍ରାକ-ଟ୍ରିଟ୍…

ବୁଢ଼ା କାଳେ ରାସଲୀଳା: ନାବାଳିକାକୁ ଯୌନଶୋଷଣ କରିବା ଅଭିଯୋଗରେ ୧୦୨ ବର୍ଷର ବୃଦ୍ଧଙ୍କୁ ୧୫ ବର୍ଷ କାରାଦଣ୍ଡ

ତିରୁବଲ୍ଲୁର: ତାମିଲନାଡ଼ୁ ତିରୁବଲ୍ଲୁରରେ ନାବାଳିକାକୁ ଯୌନଶୋଷଣ କରିବା ଅଭିଯୋଗରେ ଜଣେ ବୃଦ୍ଧଙ୍କୁ ୧୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଏହି ଘଟଣା ୪ ବର୍ଷ ପୂର୍ବେ ଘଟିଥିବା ବେଳେ କୋର୍ଟ ଏବେ ଏହାର…

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଚେନାବନୀ: କହିଲେ- ‘AAP ସରକାରରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ କୌଣସି ସହାନୁଭୂତି ନାହିଁ’

ଚଣ୍ଡିଗଡ଼: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗହଣ କରିବା ପରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଭଗୱନ୍ତ ମାନ । ଗୁରୁବାର ଦିନ ସେ କହିଛନ୍ତି ଯେ, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପ୍ରତି…

ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, କହିଲେ ଏପରି…

ନୂଆଦିଲ୍ଲୀ: ଦେଶ ଦୁନିଆରେ ଆଜି ହୋଲିର ପର୍ବ ପାଳନ କରାଯାଉଛି । ହୋଲି ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ହୋଲିକୁ ନେଇ ସମସ୍ତ ସହରରେ…